ସବୁ ସମୟ ଖବର ସାଥିରେ

ଦେଖନ୍ତୁ ପ୍ରଥମ ଥର ପାଇଁ ଗଣେଶ ପୂଜାରେ ଦେବା group ହାଇ voltej comedy ଦେଖିଲେ ଆପଣ ହସି ହସି ମୁତି ପକେଇବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 8

ଅଗଷ୍ଟ ଏକ ତିରିଶ ତାରିଖରେ ହେବାକୁ ଯାଉଥିବା ଗଣେଶ ପୂଜା ଉପଲକ୍ଷେ ସମସ୍ତଙ୍କ. ମନରେ ବହୁତ ଉତ୍ସାହ ଦେଖିବାକୁ ମିଳୁଛି | ଲୋକ ମାନେ ଗଜାନନଙ୍କ ସ୍ୱାଗତ ପାଇଁ ବିଭିନ୍ନ ପ୍ରକାରର ସାଜ ସଜ୍ଜା କରୁଛନ୍ତି | ଏହି ସମୟରେ ସୋସିଆଲ ମିଡିଆରେ ମଧ୍ୟ ଗଣେଶଙ୍କୁ ନେଇ ବିଭିନ୍ନ ଗୀତ ମଧ୍ୟ କରା ଯାଇ ଥାଏ | ୟୁ ଟ୍ୟୁବ, ଫେସବୁକ ସବୁ ଠାରେ ଗଣେଶଙ୍କର ଜୟ ଗାନ କରା ଯାଇ ଥାଏ | ବହୁତ ୟୁ ଟ୍ୟୁବର୍ସ ମାନେ ବହୁତ ବ୍ଲଗ ଓ ଭିଡିଓ କରୁ ଥିବାର ଦେଖି ବାକୁ ମିଳି ଥାଏ | ଏବଂ ଏହି ଭିଡିଓ ଗୁଡିକ ଦର୍ଶକ ମାନଙ୍କ ପାଇଁ ବହୁତ ହୃଦୟ ସ୍ପର୍ଶି ହୋଇ ଥାଏ |
ଆଜି ଆମେ ଆପଣଙ୍କୁ ଏମିତି ଏକ ୟୁ ଟ୍ୟୁବ ଭିଡିଓ ବିଷୟରେ ଆଲୋଚନା କରିବାକୁ ଯାଉ ଅଛୁ ଯୋଉଁ ଠାରେ ଆପଣ ଦେଖିବାକୁ ପାଇବେ ଯେ ଗାଁରେ କେମିତି ଭାବରେ ଏକ ଗଣେଶ ପୂଜାକୁ ପାଳନ କରା ଯାଇ ଥାଏ | ଏହି ଭିଡିଓଟି ମିଷ୍ଟର ଦେବାଙ୍କ ୟୁ ଟ୍ୟୁବ ଚେନେଲରେ ଦେଖିବାକୁ ମିଳିଛି | ଏଥିରେ ଅଭିନୟ କରି ଥିବା ପ୍ରତ୍ୟେକ କଳାକାର ମାନେ ଅତି ସୁନ୍ଦର ଭାବରେ ନିଜର ଅଭିନୟକୁ ଦର୍ଶକ ମାନଙ୍କ ଆଗରେ ପ୍ରଦର୍ଶନ କରି ଥିବା ବେଳେ ଏହା ବହୁତ ଆକର୍ଷଣୀୟ ହୋଇଛି | ଆସନ୍ତୁ ଜାଣିବା ସେ ବିଷୟରେ |

ଏହି ଭିଡିଓରେ ଦେବା ମୁଖ୍ୟ ଚରିତ୍ରରେ ଅଭିନୟ କରି ଥିବା ବେଳେ ଏଥିରେ ବିକି ଏବଂ ରକି ଅଭିନୟ କରି ଥିବାର ଦେଖିବାକୁ ମିଳିଛି | ଏହି ଭିଡିଓଟି ବହୁତ ଆକର୍ଷଣୀୟ ହୋଇ ଥିବା ବେଳେ ବହୁତ ମନୋରଞ୍ଜକ ମଧ୍ୟ ହୋଇଛି | ଏହି ଭିଡ଼ିଓଟି ଏବେ ବହୁତ ଭାଇରଲ ହେବାରେ ଲାଗିଛି |

ଏଥିରେ ବିଷୟ ବସ୍ତୁଟି ଏକ ଗାଁରେ ଗଣେଶ ପୂଜାକୁ ନେଇ ରହି ଅଛି | ଗାଁରେ ଗଣେଶ ପୂଜାର ଏକ ମିଟିଙ୍ଗ ହେଉଥିବା ସମୟରେ ବୃଦ୍ଧ ଲୋକ ମାନଙ୍କ ଚିନ୍ତା ଧାରା ସହିତ ଯୁବକ ମାନଙ୍କର ଚିନ୍ତା ଧାରାର ଖାପ ଖୁଆଉ ନ ଥିବାରୁ ଦୁଇ ଜଣ ଦୁଇଟି ଗୋଷ୍ଠୀ ହୋଇ ଦୁଇଟି ଗଣେଶ ପୂଜାର ଅଯୋଜନା କରୁଛନ୍ତି | ଦେବା ଗଣେଶ ପୂଜାରେ କିଛି ପ୍ରସାଦ ସେବନ କରିବାର ଅଯୋଜନା କରୁ ଥିବା ସହିତ ପ୍ରବଚନ ପାଇଁ ରାମ ଚରଣ ଦାସଙ୍କୁ ଡାକିବାର ଇଚ୍ଛା କରୁଛନ୍ତି |

ସେହି ସମୟରେ ଯୁବ ଗୋଷ୍ଠୀରେ ଗଣେଶ ପୂଜାରେ ବିଭିନ୍ନ ପ୍ରକାର ଭୋଜିର ଅଯୋଜନା କରି ଆଇଟମ ଗର୍ଲକୁ ଡାକିବାର ବ୍ୟବସ୍ଥା କରୁଛନ୍ତି | ଗାଁ ଭିତରକୁ କିଛି ଚାନ୍ଦା ମାଗିବାକୁ ଗଲା ବେଳେ ବୃଦ୍ଧ ମାନଙ୍କୁ କମ ଟଙ୍କା ମିଳୁଛି ଓ ଯୁବକ ମାନଙ୍କୁ ବେଶୀ ଟଙ୍କା ମିଳୁଛି |

ଇତି ମଧ୍ୟରେ ସେମାନଙ୍କ ଭିତରେ ଏକ ପଦ୍ୟନ୍ତରିର ପ୍ରତିଯୋଗିତା ହେଉ ଅଛି କାରଣ ଏହା ଆଗରୁ ଏକ ସର୍ତ କରା ଯାଇ ଥିଲା | ଏହି ସର୍ତ ଅନୁସାରେ ଯିଏ ପଦ୍ୟନ୍ତରିରେ ଜିତିବ ସେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗାଁରେ ଗଣେଶ ପୂଜାର ଅଯୋଜନ କରିବ | ଶେଷରେ ଯୁବ ଗୋଷ୍ଠୀ ଜିତିବାର ଦେଖିବାକୁ ମିଳିଛି | ଏମିତି କିଛି ମଜାଳିଆ ଭାବରେ ଏହି ଭିଡିଓଟିକୁ ପ୍ରସ୍ତୁତ କରା ଯାଇଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।