ସବୁ ସମୟ ଖବର ସାଥିରେ

shocking ଭିଡ଼ିଓ – ବିବାହ ପୂର୍ବରୁ ପରପୁରୁଷ ସହ ଭାବିସ୍ତ୍ରୀର ଅଶ୍ଳୀଳ ଫୋଟୋ ଦେଖି ବାହା ହେବାକୁ ମନା କରିବାରୁ ବଳାତ୍କାର ଅଭିଯୋଗ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 68

କଥା ରେ ଅଛି ଯାହାକୁ ଭଲ ପାଇବ ତାକୁ ବିବାହ କରିବ ନାହିଁ । ଆଉ ଯାହାକୁ ବାହା ହେବ ତାକୁ କେବେ ଆଗରୁ ଦେଖି ନ ଥିବ । ଯଦି ଆପଣ କାହାକୁ ଭଲ ପାଇ ବାହା ହେଲ । ତାହାଲେ ମନେ ରଖନ୍ତୁ ଆପଣ ଙ୍କ ର ଭଲ ପାଇବା ତା ପ୍ରତି କମି ଯିବ । ଯଦି କାହାକୁ ନ ଜାଣି ବାହା ହେଲ ତାହାଲେ ଆପଣ ତାର ଅତିର ଘଟଣା କିଛି ଜାଣି ନାହ ।

ତାହାଲେ ଆପଣ ତା ସହିତ ଜୀବନ ସାରା ଖୁସି ରେ ରହି ପାରିବ । ତେବେ ଥରେ ଆପଣ ଚିନ୍ତା କରନ୍ତୁ ଯଦି ଆପଣ ଜାଣି ଥିବେ କି ଆପଣ ଯାହାକୁ ବାହା ହେବା କୁ ଯାଉ ଛନ୍ତି ସେ ଝିଅ ଆଉ କାହା ସହିତ ରାତି କାଟିଛି ଓ ଆଉ କାହା ପିଲା ର ମଧ୍ୟ ମା ହେବା କୁ ଯାଉ ଛନ୍ତି ।

ତାହାଲେ ଆପଣ ତାକୁ ବିବାହ କରିବେ । ଆଜି କାଲି ର ଝିଅ ମାନେ ଷୋହଳ ବୟସ ରୁ ମନ ଦେଇ ଦେବା ସହିତ ଦେହକୁ ମଧ୍ୟ ଦେଇ ଦଉ ଛନ୍ତି । ଦେହ ଦବା ବଡ଼ କଥା ନୁହେଁ ।

ସେ ଝିଅ ଯାହା ସହିତ ଯାହା କରି ଥାଉ , ଯଦି ପୁଅ କିଛି ତା ଅତୀତ କାଳର କଥା ନ ତାହାଲେ ସେ ଖୁସି ଖୁସି ରେ ଵିଵାହ କରି ଦେଵ । ଯଦି ଜାଣେ ସେ ଆଉ କାହା ସହିତ ସେକ୍ସ କରିଛି ତାହାଲେ ସେ ତାକୁ ବିବାହ କରିବ ନାହିଁ ।

ତେବେ ଆଜି ଆମେ ଯେଉଁ ଘଟଣା ଟି କହିବା ପାଇଁ ଯାଉଛୁ । ତାହା ଶୁଣିଲେ ଆପଣ ମଧ୍ୟ ବିବାହ ପାଇଁ ମନା କରି ଦେବେ । ତେବେ ଜଣେ 23 ବର୍ଷୀୟ ଯୁବକ ସହିତ ଜଣେ 21 ବର୍ଷୀୟ ନାରୀ ସହିତ ବିବାହ ଠିକ ହୋଇ ଥିଲା ।

ବାହା ଘରକୁ ଥିଲା ଆଉ 7 ଦିନ ଟୋକା ପାଖକୁ ଆସିଲା ଭାବି ବହୁ ର ଉଲଘଂନ ଫୋଟ ଭିଡିଓ ଅନ୍ୟ ଟୋକା ସହିତ । ତେବେ ଟୋକା ଦେଖି ସାରିବା ପରେ ସେଦିନ ସେ କାହାରିକି କିଛି କହି ନ ଥିଲା ।

ତା ପର ଦିନ ସେ ତାର ମା କୁ ଜଣାଇ ଥିଲା । ମା ସେ ଫୋଟ ଗୁଡିକ ଦେଖି ଝିଅ ର ବାପା ମା କୁ ଏ ବିଷୟ ରେ କହି ଥିଲେ । ଶେଷରେ ବାହା ଘର ଟି ଭାଙ୍ଗି ଯାଇ ଥିଲା । କିନ୍ତୁ ଝିଅ ଆସି ପୁଅ ଘର ଲୋକଙ୍କ ନା ରେ ଥାନା ରେ ଅଭିଯୋଗ କରି ଥିଲା ।

ଅଭିଯୋଗ ଟି ହେଲା , ମୋ ଭାବି ସ୍ୱାମୀ ମୋ ସହିତ ରାତି ପରେ ରାତି କାଟି ସାରି ପ୍ରେଗନେଟ କରି ଏବେ ମୋତେ ଵିଵାହ କରିବେ ନାହିଁ ବୋଲି ମନା କରୁ ଛନ୍ତି । କିନ୍ତୁ ଏହି ଘଟଣା ଟି ଏବେ ହାଇକୋର୍ଟରେ ପହଂଚି ଲାଣି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।