
shocking ଭିଡ଼ିଓ – ଶିତେଶ ମୋର ୧୩୨GB ଫୋଟ ଓ ଭିଡ଼ିଓ ରଖିଛି, ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଯୁବତୀIଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ବର୍ତ୍ତମାନ ସମୟରେ ଜଣେ ଯୁବତୀ ଏକ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ଯୁବତୀ ଜଣକ ପ୍ରେମିକ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଭିଡିଓ ଭାଇରାଲ କରିବାର ଧମକ ଦେବା ପରେ ଯୁବତୀ ଜଣକ ଯୁବକ ଜଣକ ନାରେ ଅଭିଯୋଗ ଆଣିଛନ୍ତି। ତେବେ ଯୁବତୀ ଜଣକ ଶିତେଶ କୁମାର ପ୍ରଧାନ ନାମକ ଏକ ଯୁବକଙ୍କ ସହିତ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ରେଲେସନ୍ ରେ ରହିଥିଲେ। ଯୁବକ ଜଣକ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ। ତେବେ ରେଲେସନରେ ରହିବାର କିଛି ଦିନ ପରେ ଯୁବତୀ ଜଣକ ଜାଣିବାକୁ ପାଇଥିଲେ ଯେ ଯୁବକ ଜଣକ ପୁର୍ବରୁ ବିବାହିତ ଥିଲେ। ସେ ତାଙ୍କ ପ୍ରଥମ ସ୍ତ୍ରୀକୁ ନୋଟାରି ଡିଭୋର୍ସ ଦେଇଥିଲେ। ସେମାନଙ୍କର ଅଫିସିଆଲ୍ ଡିଭୋର୍ସ ହୋଇ ନଥିଲା।
ତେବେ ଏହା ଜାଣିବା ପରେ ଯୁବତୀ ଜଣକ ଯୁବକ ଜଣକ ସହିତ ବ୍ରେକ୍ ଅଫ୍ କରିଥିଲେ। ବ୍ରେକ ଅଫ୍ କରିବାର କିଛି ଦିନ ପରେ ଶିତେଶ ପୁଣି ଥରେ ଯାଇ ଯୁବତୀଙ୍କ ଗୋଡ ହାତ ଧରି କ୍ଷମା ପ୍ରାର୍ଥନା କରି ଆଉ ଥରେ ସୁଯୋଗ ଦେବା ପାଇଁ କହି ସମ୍ପର୍କ ରଖିଥିଲେ।
ଯୁବତୀଙ୍କ କହିବା ଅନୁଯାୟୀ ଶିତେଶ ତାଙ୍କୁ ମଦ ପିଇ ମାଡ଼ ମାରିବା ସହ ହାରାସମେଣ୍ଟ ମଧ୍ୟ କରନ୍ତି। ଶିତେଶ ଚାହୁଁଥିଲେ ଯୁବତୀ ଜଣକ ଚାକିରୀ ନ କରନ୍ତୁ କାହିଁକି ନା ଶିତେଶ ନିଜେ ଚାକିରୀ କରୁନଥିଲେ ବାପାଙ୍କ ପଇସା ଉଡ଼ାଉ ଥିଲେ।
ଶିତେଶ ଏକରୁ ଏକାଧିକ ଝିଅଙ୍କ ସହିତ ସମ୍ପର୍କ ରଖିଥିବାର ଶିତେଶଙ୍କ ସାଙ୍ଗ ମାନଙ୍କ ପାଖରୁ ଜାଣିବାକୁ ପାଇଥିଲେ। ଏହା ପରେ ଯୁବତୀ ଜଣକ ଶିତେଶଙ୍କ ସହିତ ବ୍ରେକଅଫ୍ କରିଥିଲେ।୬ ମାସ ହେବ ଯୁବତୀ ଜଣକ ଶିତେଶଙ୍କ ସହିତ ସମ୍ପର୍କ ରଖିନଥିବାର କହିଛନ୍ତି। ତେବେ ବ୍ରେକଅଫ୍ କରିବା ପରେ ଶିତେଶ ଯୁବତୀଙ୍କ ସହିତ ସମ୍ପର୍କ ରଖିବା ପାଇଁ ଚାହୁଁଥିଲେ।
ଯୁବତୀଙ୍କ ଜନ୍ମଦିନରେ ଶିତେଶ ତାଙ୍କର ବାର୍ଥଡେ ସେଲିବ୍ରେସନ କରିଥିଲେ ଓ ତାଙ୍କ ସହ ସମୟ ବିତାଇବା ପାଇଁ କହିଥିଲେ ଯୁବତୀ ଜଣକ ତାଙ୍କ କଥା ନ ଶୁଣିବାରୁ ସେ ତାଙ୍କର ଗୁପ୍ତ ଭିଡିଓ ଓ ଫୋଟ ଭାଇରାଲ କରିବାର ଧମକ ବାରମ୍ବାର ଦେଉଥିଲେ। ଯୁବତୀ ଜଣକ ତାଙ୍କ କଥାକୁ ନ ଶୁଣିବାରୁ ଯୁବତୀଙ୍କୁ ଜୀବନରୁ ମାରି ଦେବାର ଧମକ ଓ ବରବାଦ କରିବାର ଧମକ ଦେଉଥିଲେ।
ତେବେ ଶିତେଶ ଯୁବତୀଙ୍କ ପୁତୁରା ପାଖକୁ ମେସେଜ ପଠାଇ ଥିଲେ। ଏବଂ ଯୁବତୀଙ୍କ ନାରେ ବହୁତ୍ କିଛି କହିଥିଲେ। ଶିତେଶ ଯୁବତୀ ଜଣକ ପୁତୁରାକୁ କହିଥିଲେ ମୁଁ ତୋ ମାଉସୀର ରଖିଛି ବିପି ୧୩୨GBର ଓ ଫୋଟ।
ଯାହାର କିଛି ସାମ୍ପୁଲ ମଧ୍ୟ ପଠାଇ ଥିଲେ। କେବଳ ଏତିକି ନୁହେଁ ଶିତେଶ ଯୁବତୀଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ବାରମ୍ବାର ଦେଉଥିଲେ। ତେବେ ଏ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଶିତେଶଙ୍କୁ କୋର୍ଟ ଫରୱାର୍ଡ କରା ଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।