ସବୁ ସମୟ ଖବର ସାଥିରେ

viral video- ପାଣି ପାଇଁ ମହିଳାଙ୍କୁ କରିବାକୁ ପଡୁଛି ଦେହଦାନ !ଦେହ ପଛେ ଚାଲି ଯାଉ ହେଲେ ପାଣି ମିଳି ଯାଉ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 259

ଆଜି ଆମେ ଆପଣ ଙ୍କୁ ଏମିତି ଜିଛି ଘଟଣା କହିବା ପାଇଁ ଯାଉଛୁ ଯାହା ଆପଣ ଶୁଣିବା ପରେ ପାଣି କୁ ଜୀବନ ରେ କେବେ ନଷ୍ଟ କରିବେ ନାହିଁ । ପାଣି ପାଇଁ ଚାଲିଛି ସେକ୍ସ । ନିଜ ଇଚ୍ଛା ରେ ସେକ୍ସ ନିହେଁ । ଏ ହେଉଛି ମଜବୁରୀ ର ସେକ୍ସ । ବୁନ୍ଦେ ପାଣି ପାଇବା ପାଇଁ ପ୍ରଥମେ ଅନ୍ୟ ପୁରୁଷ ସହିତ ସେକ୍ସ କରିବା ପାଇଁ ପଡୁଛି ।

ଏହି ଦୃଶ୍ୟ ଟି ଦେଖିବା ପାଇଁ ମିଳିଛି ଫିଲାଣ୍ଡ ଦେଶରେ । ସେଠାରେ ବହୁତ ଦିନ ଖରା ହେବା ହେତୁ । ଲୋକ ମାନେ ଯେତେ ପାତାଳ କୁ ତାଡିଲେ ମଧ୍ୟ ପାଣି ଟିକେ ପାଉ ନାହାଁନ୍ତି । ସେଥି ପାଇଁ ତାଙ୍କ ସରକାର ଅନ୍ୟ ଦେଶରୁ ପାଣି ମଗାଉ ଛନ୍ତି ।

ତେବେ ପାଣି ନେବା ପାଇଁ ବହୁତ ମହିଳା ମାନେ ନେବା ପାଇଁ ଆସୁ ଛନ୍ତି । ଯାହା ଫୋଳରେ ଯେଉଁ ମହିଳା ମାନେ ଶେଷ ରେ ରହୁ ଛନ୍ତି ସେମାନେ ପାଣି ପାଉ ନାହାନ୍ତି । ଯାହା ଫୋଳରେ ତାଙ୍କର ସେଠି ଯେଉଁ ମାନେ ପାଣି ଦେଉ ଛନ୍ତି । ସେମାନେ ଗୋଟିଏ ନିୟମ କରି ଦେଇ ଛନ୍ତି । ଯେଉଁ ନିୟମ ଆପଣ ଶୁଣିଲେ ମରି ଯିବେ ହେଲେ ପାଣି ପିଇବେ ନାହିଁ ।

ତେବେ ସେଠାରେ ଯେଉଁ ମାନେ ଆଗୁଆ ପାଣି ନେବେ ପ୍ରଥମେ ସେମାନେ ପ୍ରଥମେ ଅନ୍ୟ ପୁରୁଷ ସହିତ ସେକ୍ସ କରିବେ ତା ପରେ ଯାଇ ସେମାନ ଙ୍କୁ ପାଣି ଦିଆ ଯିବ । ତେବେ ସେହି ଦେଶର ସରକାର ଚାହିଁଲେ ମଧ୍ୟ କିଛି କରି ପାରୁ ନାହାନ୍ତି । କାରଣ ସେମାନେ ବୁନ୍ଦେ ପାଣି ପାଇଁ ଯଦି ଏମିତି ହେଉ ଛନ୍ତି ।

 ବରଂ ଦେହ ବିକ୍ରି କରି ଦେବେ ହେଲେ ପାଣି ପାଉଁ ଜୀବନ ବଂଚି ଯାଉ ବୋଲି ସେମାନେ ଭାବନ୍ତି । ସେକ୍ସ ତାଙ୍କ ପାଇଁ ବଡ଼ କଥା ନୁହେଁ । ବଡ଼ କଥା ହେଉଛି ହେଉଛି ତାଙ୍କ ପାଇଁ ପାଣି । ସେଠାରେ ଗୋଟେ ପାଣି ବୋତଲ ର ଦାମ ହେଉଛି 15 ଶହ ଟଙ୍କା । ଆଉ ପାଣି ସରକାର ଙ୍କ ପାଖରୁ ନେଲେ 10 ଲିଟର କୁ 100 ଟଙ୍କା ଦେବାକୁ ପଡ଼ି ଥାଏ ।

ସେଠାରେ ଲୋକ ମାନେ ଭଲ ପାଣି ପିଉ ପାରୁ ନାହାନ୍ତି । ଆମ ଭାରତ ରେ ପେଟ୍ରୋଲ ର ଦର ଯେମିତି ତାଙ୍କର ଠିକ ସେତିକି ଦର ପାଣି । ତେଣୁ ଏତିକି କଥା ଆପଣ ମାନେ ମନେ ରଖନ୍ତୁ । ପାଣି କୁ ଆପଣ ମାନେ ଦୁର୍ବ୍ୟବହାର କରନ୍ତୁ ନାହିଁ । କାରଣ ଜଳ ହେଉଛି ଜୀବନ ।

ମାଳିକା ରେ ଲେଖା ଅଛି 2050 ବେଳକୁ ଆପଣ ମାନେ ଆଉ ପିଇବା ପାଣି ପାଇ ପାରିବେ ନାହିଁ । ତେଣୁ ଆପଣ ମାନଙ୍କ ପର ପିଢ଼ି ଯେମିତି ପାଣି ପାଇଁ ନ ହଇରାଣ ହୋଉନ୍ତି ଆପଣ ମାନେ ସେହି କାମ ଟିକୁ କରନ୍ତୁ । ତେବେ ଭିଡିଓ ଟି ଦେଖନ୍ତି କେମିତି ପାଣି ପାଇଁ ହେଉ ଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।