ସବୁ ସମୟ ଖବର ସାଥିରେ

shocking ଭିଡ଼ିଓ – ମୂର୍ଖ ବରକୁ ବେଦି ଉପରେ ବାହା ହେବାପାଇଁ ମନାକରିଦେଲା କନ୍ୟା Iଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 30

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଅଜବ ଘଟଣା ଦେଖିବାକୁ ମିଳୁଛି ଯାହା ଖୁବ ଆଶ୍ଚର୍ଯ୍ୟ କରିଥାଏ। ଏହି ଭିଡିଓ ଗୁଡ଼ିକ ମଧ୍ୟରୁ କିଛି ଭିଡିଓ ରିଏଲ ହୋଇଥିବା ବେଳେ କିଛି ଭିଡ଼ିଓ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରା ଯାଇଥାଏ ଯାହା ଖୁବ ମଜାଦାର ହୋଇଥାଏ ଯାହାକୁ ଦେଖିବା ପାଇଁ ଲୋକେ ବହୁତ୍ ପସନ୍ଦ କରିଥାନ୍ତି।

ତେବେ ବର୍ତ୍ତମାନ ସମୟରେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ପରେ ଆପଣ ବାବିବା ପାଇଁ ବାଧ୍ୟ ହେବେ ଯେ ଭିଡ଼ିଓତି ପ୍ରକୃତରେ ଏକ ସତ୍ୟ ଘଟଣା ନା ଏହା ମନୋରଞ୍ଜନ ପାଇଁ ପ୍ରସ୍ତୁତ କରା ଯାଇଛି।

 ତେବେ ଭାଇରାଲ ଭିଡ଼ିଓରେ ଯେଉଁ ଚିତ୍ର ଦେଖିବକୁ ମିଳିଛି ତାହା କେଉଁ ସିନେମାର କ୍ଲିପ ଠାରୁ କିଛି କମ ନୁହେଁ। ଭିଡିଓରେ ଦେଖିବାକୁ ମିଳୁଛି ଏକ ମଣ୍ଡପରେ ବିବାହ ଚାଲିଛି। ପୁରୋହିତ ମନ୍ତ୍ର ପାଠ କରୁଛନ୍ତି। ବିବହା ମଣ୍ଡପରେ ବନ୍ଧୁବାନ୍ଧବ ସମସ୍ତେ ଉପସ୍ଥିତ ଅଛନ୍ତି।

ବିବାହ କାର୍ଯ୍ୟ ମାଳ ଅଦଳ ବଦଳ ଯାଏ ଯାଇଛି। ବର କନ୍ୟାକୁ ମାଳ ମଧ୍ୟ ପିନ୍ଧାଇ ସାରିଛି। ଏବେ କନ୍ୟାର ପାଳି ସେ ବର ବେକରେ ବରଣମାଳକୁ ପିନ୍ଧାଇବ। ଠିକ୍ ଏତିକି ବେଳେ କନ୍ୟା ଜଣକ ବିବାହ ପାଇଁ ମନା କରି ଦେଇଛନ୍ତି।


ବିବାହ ମଣ୍ଡପରେ ସବୁ ଲୋକେ କନ୍ୟାର କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ଚାହିଁରହିଛନ୍ତି। ଏହା ପରେ ଜଣେ ବ୍ୟକ୍ତି କନ୍ୟା ଜଣକୁ ବିବାହ ଅଧାରୁ ବିବାହ କରିବା ପାଇଁ ମନା କରିବାର କାରଣ କଣ ପଚାରୁଛନ୍ତି। ତେବେ କନ୍ୟା ଜଣକ ଯାହା ଉତ୍ତର ଦେଲେ ତାହା ଶୁଣି ସମସ୍ତେ ଅବାକ୍ ହୋଇ ଯାଇଛନ୍ତି।

କନ୍ୟା ଜଣକ କହୁଛନ୍ତି ସେ ଶିକ୍ଷିତ ପାଠ ପଢିଛନ୍ତି ବିଏଡ ପଢ଼ିଛନ୍ତି। କିନ୍ତୁ ସେ ଯାହାକୁ ବିବାହ କରିବା ପାଇଁ ଯାଉଛନ୍ତି ସେ ପାଠପଢି ନାହାନ୍ତି। ତାଙ୍କୁ ଠିକରେ ଦସ୍ତଖତ ମଧ୍ୟ ଆସେନି।ସେ ଆଙ୍ଗୁଳି ଟିପ ଚିହ୍ନ ଦିଅନ୍ତି। ତେଣୁ ସେ ଜଣେ ଅପାଠୁଆ ଅଶିକ୍ଷିତ ବ୍ୟକ୍ତିଙ୍କ ସହ ସାରା ଜୀବନ କଟାଇବା ପାଇଁ ଚାହୁଁ ନାହାନ୍ତି।

ତେବେ ସେପଟେ ଅନ୍ୟ ଜଣେ ବ୍ୟକ୍ତି କନ୍ୟାକୁ କହୁଛନ୍ତି ଯେ ଯଦି ବିବାହ ପାଇଁ ଇଚ୍ଛା ନଥିଲା ତ ବିବାହ ଆଗରୁ ଜଣାଇବାର ଥିଲା। ତେବେ କନ୍ୟା ଜଣକ କହୁଛନ୍ତି ସେ ବିବାହ ପାଇଁ ରାଜି ନଥିଲେ ତାଙ୍କ ବାପା ପଇସା ଲୋଭରେ ଜୋର୍ କରି ବିବାହ ବନ୍ଧନରେ ବାନ୍ଧି ଦେବାକୁ ଚାହୁଁଛନ୍ତି।

ତେବେ ଏହି ଭିଡିଓଟି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଭିଡିଓର ପ୍ରକୃତ ସତ୍ୟତା ସାମ୍ନାକୁ ଆସିନାହିଁ। ଏହା ପ୍ରକୃତରେ ସତ ନା ଏହା ମନୋରଞ୍ଜନ ପାଇଁ ପ୍ରସ୍ତୁତ କରା ଯାଇଛି ତାହା ସ୍ପଷ୍ଟ ହୋଇନାହିଁ କାହିଁକି ନା ଏଭଳି ଭିଡିଓ ପୁର୍ବରୁ ମଧ୍ୟ ଭାଇରାଲ ହେବାର ଦେଖିବାକୁ ମିଳିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।