ସବୁ ସମୟ ଖବର ସାଥିରେ

Rani Panda ରେପ୍ ସିନ୍ | viral | ଘୋଡା ହାତୀ ଗଣ୍ଡା ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା….

0 5

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ସବୁବେଳେ ଭାଇରାଲ ହେବାକୁ ଲାଗିଥାଏ ସୋସିଆଲ ମିଡ଼ିଆରେ | ଆଉ ବର୍ତ୍ତମାନ ଯାତ୍ରା କଳାକାର ମାନଙ୍କର ଯାତ୍ରା ର ଜବରଦସ୍ତ ଝଲକ ମଧ୍ୟ ଭାଇରାଲ ହେବାକୁ ଲାଗିଛି ଏହି ଭିଡ଼ିଓ ଟିରେ | ଆଉ ଯେଉଁତଜି ଦେଖିବାକୁ ମିଳିଛି କି ଯାତ୍ରା ଜଗତର ହଟ ଆଇଟମ ଗାର୍ଲ ଭାବରେ ଯାହାକୁ ସମସ୍ତେ ଜାଣିଛନ୍ତି ସମସ୍ତ ଙ୍କର ପ୍ରିୟ ଯାତ୍ରା କଳାକାର ରାଣୀ ପଣ୍ଡା ଙ୍କର ଅଭିନୟ ର ଝଲକ ବର୍ତ୍ତମାନ ଦେଖିବାକୁ ମିଳିଛି | ଆଉ ଯେଉଁଠି ରାଣୀ ପଣ୍ଡା ଙ୍କ ସହିତ ହେଉଥିବା ରେପ ସିନ ର ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅନେକ ସମୟରେ ଦେଖିଲେ କି ଯାତ୍ରା ଜଗତର କେତେକ ଦମଦାର ସିନ ସୋସିଆଲ ଭାଇଆଲ ହେବାକୁ ଲାଗିଥାଏ |ତେବେ କୁହାଯାଏ କି ବର୍ତ୍ତମାନ ଯୁବ ପିଢ଼ି ମାନେ ଯାତ୍ରା କୁ ପସନ୍ଦ କରିବାରେ ଲାଗୁଚହନ୍ତି | ଆଉ ଏହି ଯାତ୍ରା ର ଝଲକ ଗାଁ ଗହଳି ଠାରୁ ଆରମ୍ଭ କରିକି ସହର ପର୍ଯ୍ୟନ୍ତ ଚାରିଆଡେ ଦେଖା ଯାଇଛି | ତେବେ ଆଜି କାଲି ଟିଭି ମାନଙ୍କରେ ମଧ୍ୟ ଯାତ୍ରା ଦେଖିବାକୁ ମିଳୁଛି ଆଉ ଯାତ୍ରା କଳାକାର ମାନଙ୍କର ବାସ୍ତବ ଅଭିନୟ ସମସ୍ତଙ୍କ ସାମ୍ନା ରେ କରୁଥିବାରୁ ଲୋକ ମାନେ ଅଧିକ ରୁ ଅଧିକ ଭଲ ପାଇବା ଦେବା କୁ ଲାଗିଛନ୍ତି ଯାତ୍ରା କଳାକାର ମାନଙ୍କ ପାଇଁକି ବୋଲି କୁହାଯାଉଛି |

ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ହେଉଛି ଯାତ୍ରା ଜଗତରେ ହଟ ଆଇଟମ ଭାବରେ ଯାହାର ନା ସବୁବେଳେ ଉପରେ ରହିଥାଏ ଏହି ରାଣୀ ପଣ୍ଡା ଙ୍କର ଅଭିନୟ ର ଏକ ସିନ | ଆଉ ଯେଉଁଠି ରାଣୀ ପଣ୍ଡା ଜନେ ସମାଜ ସେବୀ ଭାବରେ ଲୋକ ମାନଙ୍କର ସେବା କରିବାକୁ ଲାଗିଛନ୍ତି ଗାଁ ଗଣ୍ଡା ବୁଲିକି ଏହି ଯାତ୍ରା ଅଭିନୟ ରେ | ଆଉ ଏପଟେ ଜଣେ ବଦମାସ ଲୋକ ରାଣୀ ଙ୍କର ଫାଇଦା ଉଠାଇବାକୁ ଚେଷ୍ଟା କରିଛି ଆଉ ରାଣୀ ଙ୍କ ସହିତ ରେପ କରିବାକୁ ମଧ୍ୟ ଚେଷ୍ଟା କରିଛି |

ଆଉ ରାଣୀ ଙ୍କୁ ରେପ ହେଉଥିବାର କିଛି ଅଭିନୟ ର ଝଲକ ଦେଖିବାକୁ ମିଳିଛି ଏହି ଯାତ୍ରା ମଞ୍ଚରେ | ତେବେ ରାଣୀ ଏହି ଯାତ୍ରା ରେ ବେଶ ସୁନ୍ଦର ଭାବରେ ଅଭିନୟ ର ଝଲକ ଦେଖାଇବାକୁ ଲାଗିଛନ୍ତି ଓ ତାହା ସହିତ ଅଭିନୟ ମାଧ୍ୟମରେ ଦର୍ଶକ ଙ୍କ ହୃଦୟ ମଧ୍ୟ କିଣିବାକୁ ଚେଷ୍ଟା କରିଛନ୍ତି | ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ରାଣୀ ଙ୍କର ଏହି ଅଭୁନୟ ପାଇଁ ଦର୍ଶକ ମାନେ ତାଙ୍କର ବେଶ ପ୍ରସଂଶା ମଧ୍ୟ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।