ସବୁ ସମୟ ଖବର ସାଥିରେ

ଅଚାନକ ପିପିଲି ଡେଲାଙ୍ଗ ମୁନିନ୍ଦାରେ ବନ୍ୟା ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ପରଷିଲେ Rudra Moharathy, ଆଉ ଯାହା ସବୁ ଦେଖିଲେ…କାହାକୁ ଛାଡିଲେନି…ଦେଖନ୍ତୁ Video

0 14

ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବୃଷ୍ଟି ପାତ କାରଣରୁ ଅଧିକାଂଶ ସ୍ଥାନରେ ବନ୍ୟାର ପ୍ରଭାବ ଦେଖ ଯାଉଛି | ଲୋକ ମାନେ ବହୁତ ଦୁଃଖ କଷ୍ଟରେ ଜୀବନ ନିର୍ବାହ କରୁ ଥିବାର ବହୁତ ଚିତ୍ର ଆପଣ ଗଣ ମାଧ୍ୟମ ଜରିଆରେ ଦେଖିବାକୁ ପାଉ ଥିବେ | ସାତ ଦିନ ହେଲାଣି ଲୋକ ମାନେ ତମ୍ବୁ ବା ଛୋଟ ପଲା କରି କାଦୁଅ ଅଞ୍ଚଳରେ ରହୁଛନ୍ତି | ନିଜର ପିଲା ଛୁଆ ଓ ଗୃହ ପାଳିତ ପଶୁ ମାନଙ୍କୁ ନେଇ ଅପନ୍ତରା ସ୍ଥାନରେ ରହୁଛନ୍ତି | ତା ସହିତ ଖାଦ୍ୟ ନ ପାଇ ଜୀବନ ବଂଚେଇବା ପାଇଁ ବିଭିନ୍ନ ପ୍ରକାର ବାଧା ଉପୁଜୁଛି |
ସରକାରଙ୍କ ତରଫରୁ ଖାଦ୍ୟ ଉପଦ୍ରବ ସହିତ ରହିବା ପାଇଁ ବିଭିନ୍ନ ଆସବା ପତ୍ର ଯୋଗାଇ ଦିଆ ଯାଉଛି | ଚୁଡା, ଗୁଡ, ଚାଉଳ, ଚିନି ଇତ୍ୟାଦି ବିଭିନ୍ନ ଖାଦ୍ୟ ଲୋକ ମାନଙ୍କୁ ଦିଆ ଯାଉଛି | ଗୃହ ପାଳିତ ପଶୁ ମାନଙ୍କ ପାଇଁ ଖାଦ୍ୟ ଏବଂ ଚୋକ ଡ଼ ପ୍ରଦାନ କରା ଯାଉଛି |

ବିଭିନ୍ନ ସ୍ଥାନରେ ଲୋକ ମାନେ ବହୁତ ହଇରାଣ ହରକତ ହେଉ ଅଛନ୍ତି |ହେଲେ ଏହି ସମୟରେ ରାଜନୈତିକ ନେତା ମାନଙ୍କ ଭିତରେ କିମ୍ବଦନ୍ତୀ ହିସାବରେ ସମସ୍ତଙ୍କୁ ନଜର ଆସିଛନ୍ତି ପିପିଲିର ଯୁବ ବିଧାୟକ ପ୍ରଦୀପ ମହାରଥୀଙ୍କ ସୁସନ୍ତାନ ରୁଦ୍ର ମହାରଥୀ | ସେ ଆଜି ବନ୍ୟାରେ ପୀଡିତ ଥିବା ଲୋକଙ୍କୁ ନିଜ ହାତରେ ରନ୍ଧା ଖାଦ୍ୟ ପରଷି ଥିବାର ଏକ ଭିଜୁଆଲ ମିଡିଆରେ ଦେଖିବାକୁ ମିଳୁଛି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |

ପିପିଲିର ବିଧାୟକ ରୁଦ୍ର ମହାରଥୀ ଗତ କାଲି ସମସ୍ତ ବନ୍ୟା ଆସିଥିବା ଅଂଚଳ ଗୁଡିକୁ ନିଜେ ପରିଦର୍ଶନ କରିବା ସହିତ ବନ୍ୟାରେ ପୀଡିତ ଲୋକ ମାନଙ୍କୁ ଚୁଡା ଓ ଗୁଡ ପ୍ରଦାନ କରି ଥିଲେ | ଏହା ଏକ ଚର୍ଚ୍ଚାର ବିଷୟ ପାଲଟି ଥିଲା | ଯୋଉଁଥି ପାଇଁ ସେ ଏପରି ଏକ ଘଡି ସନ୍ଧି ମୁହୁର୍ତରେ ସେ ପ୍ରତ୍ୟେକ ଲୋକଙ୍କ ସାହାରା ଏବଂ ଆଶାର ଲହଡି ପାଲଟି ଥିଲେ |

ପୁଣି ଆଜି ଏମିତି ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ସେ | ଡେଲାଙ୍ଗ ମୁନିନ୍ଦାରେ ବନ୍ୟାରେ ପୀଡିତ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ନିଜ ହାତରେ ବହୁତ ଆଦରର ସହକାରେ ପରଷୁ ଅଛନ୍ତି | ଏବଂ କିଛି ଦିନ ହେଲା ଖାଦ୍ୟ ପାଇଁ ହଇରାଣ ହୋଉଥିବା ଲୋକ ମାନେ ଏହାକୁ ଖାଇ ବହୁତ ପ୍ରଶଂସା ଏବଂ ଆଶୀର୍ବାଦ ମଧ୍ୟ କରିଛନ୍ତି |

ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବହୁତ ଭାଇରଲ ହଉଛି | ଏହା ଦେଖି ଲୋକ ମାନଙ୍କ ମନରେ ରୁଦ୍ରଙ୍କ ପ୍ରତି ସମ୍ମାନ ବଢ଼ି ଯାଇଥିବା ସହ ସେମାନେ ଏମିତି ଜଣେ ବିଧାୟକ ଚାହୁଁଥିଲେ ବୋଲି କମେଣ୍ଟ କରିଛନ୍ତି | କିଛି ଲୋକ ଏହା ମଧ୍ୟ କହିଛନ୍ତି କି ରାଜନୀତିକୁ ନେଇ ଲୋକ ମନରେ ଥିବା ଭ୍ରାନ୍ତ ଧାରଣା ରୁଦ୍ରଙ୍କ ଏମିତି କାର୍ଯ୍ୟ ପାଇଁ ଉଭେଇ ଯିବ | ତାଙ୍କର ଏମିତି କାର୍ଯ୍ୟ ପାଇଁ ସେ ସମସ୍ତେ ରାଜନୀତିକ ନେତା ପାଇଁ ଉଦାହରଣ ପାଲଟିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।