
Singer Pragyan ଙ୍କ ସହ ଠୁମକା ଲଗେଇଲେ ଭାଇରାଲ ବୟ ଶାନ୍ତନୁ… ମାତ୍ର 4 ଘଣ୍ଟାରେ 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି… ଦେଖନ୍ତୁ ଭିଡ଼ିଓ…
ଭାଇରାଲ ବୟ ସାନ୍ତୁନ କୁ ତ ଆପଣ ମାନେ ପ୍ରାୟ ସମସ୍ତେ ଜାଣି ଥିବେ। ସେ ଆଜି ଜଣେ ନାମି ଦାମି ସିଙ୍ଗର ହୋଇ ସାରି ଲେଣି । ତାଙ୍କ ପାଇଁ ଆଜି ତାଙ୍କୁ ସାରା ଓଡିଶା ଜାଣିଚି । ନୂଆ ସ୍ୱର ରେ ସେ ଆସି ଥିଲେ । ତେବେ ସେ ଏତେ ସୁନ୍ଦର ଗୀତ ଗାଇ ଥିଲେ ଯେ ଜଜେସ ମନେ ତାଙ୍କୁ ବହୁତ ପସନ୍ଦ କରି ଥିଲେ ।
ତେବେ ଓଡିଶା ର ନୂଆ ସ୍ୱର ଆସିବା ପୂର୍ବ ରୁ ସେ ହିନ୍ଦୀ ଶୋ ରେ ଅଡିସନ ଦେବା ପାଇଁ ଯାଇ ଥିଲେ । ସେଠି ସେ କଟି ଯିବାରୁ ଆସି ନୂଆ ସ୍ୱର ରେ ଅଡିସନ ଦେଇ ଥିଲେ । ନୂଆ ସ୍ୱର ରେ ସେ ଭାଇରାଲ ହୋଇ ଯାଇ ଥିଲେ । ନୂଆ ସ୍ୱର ରେ ଜଜେସ ମାନଙ୍କ ମନ କୁ ସେ ପୁରା କିଣି ନେଇ ଥିଲେ ।
ଅଡିସନ ରେ ଜଜେସ ମାନେ ତାଙ୍କୁ ବହୁତ ପସନ୍ଦ କରି ଥିଲେ । ଆଉ ମେଗା ଅଡିସନ ପାଇଁ ତାକୁ ଟିକେଟ ଦେଇ ଥିଲେ । ମେଗା ଅଡିସନ ରେ ପପୁ ଆସି ଆସି ଥିଲେ । ସେଠାରେ ପପୁ ତାଙ୍କୁ କହି ଥିଲେ ତମେ ବହୁତ ଆଗକୁ ଯିବ ବୋଲି କହି ଥିଲେ ।
ଆଉ କହି ଥିଲେ ତମେ ଆଗକୁ ହିରୋ ହୋଇ ପାରିବ । କାରଣ ସାନ୍ତୁନ ଙ ଗୀତ ଯେମିତି ଗାନ୍ତି ତା ଠାରୁ ସେ ଅଭିନୟ ମଧ୍ୟ ଭଲ କରନ୍ତି । ତେବେ ସେ ମେଗା ଅଡିସନ ରେ ଗୀତ ଗାଇ ଥିଲେ , “‘ ଏଥର ଫଗୁଣେ ବାଜିବ ଲୋ ବାଜା ମୁଁ ହେବି ରାଣୀ ତୁ ହବୁ ମୋ ରାଜା , ମୁଁ ଯିବି ତ ଗାଁ କୁ ପୋଗଡ଼ି ବାନ୍ଧି ଲୋ , ନୂଆ ପାଲିଙ୍କି ହେଉଛି ସଜା “” ।
ଏହି ଗୀତରେ ସେ ସମସ୍ତଙ୍କ ମନ କୁ ଛୁଇଁ ଯାଇ ଥିଲା । ଆଉ ଗୀତ ଟି ମଧ୍ୟ ବହୁତ ଭାଇରାଲ ହୋଇ ଥିଲା । ତା ପରେ ସେ ଜଣେ ପ୍ଲେ ବେକ ସିଙ୍ଗର ବନି ଯାଇ ଥିଲେ । ସେ ଏବେ ସୁଦ୍ଧା ଷ୍ଟୁଡିଓ ରେ 4 ର ଟି ହିଟ ଗୀତ ଗାଇ ସାରି ଲେଣି ।
ଏବେ ସେ ଜଣେ ଓଡିଶା ରେ ସେଲି ବ୍ରେଟି । କାରଣ ବିଭିନ୍ନ ପ୍ରକାର ର ଶୋ କୁ ଲୋକ ମାନେ ତାଙ୍କୁ ଡାକୁ ଛନ୍ତି । ସେ ଯିବାରୁ ଲୋକେ ମଧ୍ୟ ବହୁତ ଖୁସି ହେଉ ଛନ୍ତି । ଆଉ ତାଙ୍କ ଶୋ କୁ ଦେଖିବା ପାଇଁ ମଧ୍ୟ ବହୁତ ଲୋକ ଆସୁ ଛନ୍ତି ।
ଯାହା କି ହ୍ୟୁମାନ ସାଗର ଶୋ କୁ ଦେଖିବା ପାଇଁ ମଧ୍ୟ ସେତେ ଲୋକ ଆସୁ ନାହାନ୍ତି । ତେବେ ଆଜି ସେ ଗୋଟେ ଶୋ ରେ ଗୀତ ଗାଇ ଛନ୍ତି । ଯାହା ଲୋକେ ତାଙ୍କୁ ବହୁତ ପ୍ରଶଂସା ଜକରି ଛନ୍ତି । ସେଥି ପାଇଁ କୁହା ଯାଏ ଛୋଟ ସାପ ର ବେଶୀ ବିଷ ଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।