ସବୁ ସମୟ ଖବର ସାଥିରେ

life style – ବାଛନ୍ତୁ ଗୋଟିଏ ଫୁଲ ଓ ଜାଣନ୍ତୁ ନିଜର ଭବିଷ୍ୟତ ….

0 11

ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବା ପାଇଁ ଯାଉଛୁ । ଯାହା ଆପଣ ଶୁଣିଲେ ନିଜ ଭାଗ୍ୟ ଭବିଷ୍ୟତ ବିଷୟ ରେ ଜାଣି ପାରିବେ । ସାଧାରଣତଃ ଆଜିର ଏହି ମିଛ ଦୁନିଆ ରେ ଦୁଇ ଗୋଟି କଥା ସତ ଥାଏ । ତାହା ହେଉଛି ଗୋଟିଏ ଜନ୍ମ ତ ଆଉ ଗୋଟେ ପୁଣି ମୃତୁ ।

ଏହି ଦୁଇ ଗୋଟି ଜିନିଷ କୁ ଛାଡି ଦେଲେ ଆଉ କିଛି ସତ ନ ଥାଏ । ହେଲେ ମଧ୍ୟ ଆଜିର ସମାଜ ରେ ଏମିତି କିଛି ଜତିଷ୍କ ମାନେ ବାହାରୁ ଛନ୍ତି । ସେମାନେ ଭବିଷ୍ୟତ ବିଷୟ ରେ ସବୁ କିଛି କହି ଦେଉ ଛନ୍ତି । କେତେ ବେଳେ ହାତ ଦେଖି କହୁ ଛନ୍ତି ତ ପୁଣି କେତେ ବେଳେ ଜାତକ ଦେଖି ନିଜର ଭବିଷ୍ୟତ କୁ କହୁ ଛନ୍ତି ।

 କିନ୍ତୁ ଦୁନିଆ ରେ ବହୁତ ଭଣ୍ଡ ବାବା ମାନେ ଭବିଷ୍ୟତ ବାଣୀ କରୁ ଛନ୍ତି ଯାହା କି ସେମାନେ ପଇସା ପାଇଁ ମିଛ ମଧ୍ୟ କହୁ ଛନ୍ତି । ଆଉ କହୁଛନ୍ତି ତମେ ଏହି ଜିନିଷ ନେଇ ପିନ୍ଧିଲେ ତୁମର ରିଷ୍ଟ ଖଣ୍ଡନ ହୋଇ ଯିବ । କିନ୍ତୁ ଆଜି ଆମେ ଯାହା କହିବା ପାଇଁ ଯାଉଛୁ ତାହା ହେଉଛି ତିନୋଟି ରଙ୍ଗ ନେଇ ଆମେ ଆଜି ଆପଣଙ୍କ ର ଭବିଷ୍ୟ ବାଣୀ କରିବା ପାଇଁ ଯାଉଛି ।

ଯାହା ଜଣେ ଜତିଷ୍କ କହି ଛନ୍ତି । ଆପଣଙ୍କୁ ତିନି ଗୋଟି ରଙ୍ଗ ଦିଆ ଗୋଲା , ହଳଦିଆ , ନାଲି ଓ ସବୁଜ , ଏହା ମଧ୍ୟ ରୁ ଗୋଟିଏ ରଙ୍ଗ ବାଛନ୍ତୁ ଓ ନିଜର ଭବିଷ୍ୟତ ବିଷୟରେ ଜାଣନ୍ତୁ । ଏବେ ଆସନ୍ତୁ ଜାଣିବା ଆପଣ ବାଛି ଥିବା ରଙ୍ଗ ।

1, ହଳଦିଆ ରଂଗ :- ଯଦି ଆପଣ ହଳଦୀ ରଙ୍ଗ ବାଛି ଛନ୍ତି ତାହାଲେ ଆପଣ ବହୁତ ସୁଖୀ ଲୋକ । ଆପଣ ବହୁତ ଟଙ୍କା ରୋଜଗାର କରିବେ କିନ୍ତୁ ଦରକାର ବେଳେ ସେ ଟଙ୍କା ଆପଣଙ୍କ ପାଖରେ ନ ଥିବ ଖର୍ଚ୍ଚ ହୋଇ ଯାଇ ଥିବ । କିନ୍ତୁ ଏତିକି ମନେ ରଖନ୍ତୁ ଜୀବନ ରେ ଆପଣ ବହୁତ ଖୁସି ରେ ରହିବେ ।

2, ନାଲି ରଙ୍ଗ:- ନାଲି ରଙ୍ଗ ହେଉଛି ଲଭ ର ପ୍ରତୀକ ଅଟେ । ଯେଉଁ ମାନେ ନାଲି ରଙ୍ଗ ବାଛି ଛନ୍ତି ତାଙ୍କ ଜୀବନ ରେ ଗୋଟିଏ ଭଲ ସାଥି ଟିଏ ମିଳିବ । ଯଦି ଆପଣଙ୍କୁ କିଏ ଛାଡି ଯାଇଛି ତାହାଲେ ତା ପାଇଁ ଆପଣ ଉଦାସ ରୁହନ୍ତୁ ନାହିଁ । ତା ଠାରୁ ଆପଣଙ୍କୁ ଗୋଟେ ଭଲ ସାଥି ଟିଏ ମିଳିବ ଆଉ ଜୀବନ ରେ ଆପଣ ବହୁତ ଖୁସି ରେ ରହିବେ ।

3, ସବୁଜ ରଙ୍ଗ :- ଏହି ରଙ୍ଗ ଯିଏ ବାଛି ଥିବ ସେ ବହୁତ ଭଲ ଲୋକ । ମନରେ ଟିକେ ହେଲେ ମଧ୍ୟ ଗର୍ବ ନାହିଁ । ଏହି ରଙ୍ଗ କୁ ବାଛି ଥିବା ଲୋକ ବହୁତ ଧନୀ ଅଟନ୍ତି । ଏମାନେ ଜୀବନ ରେ ବହୁତ ଧନ ଅର୍ଜନ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।