ସବୁ ସମୟ ଖବର ସାଥିରେ

Big News – ସିକ୍ୟୁରିଟିଙ୍କ ସହ ରାସ୍ତା କଡ଼ରେ ଖାଇବା ରାନ୍ଧିଲେ ସୋନୁ ସୁଦ । ଦେସି ଜିମ୍‌ରେ ଟେକିଲେ ଦେଶୀ ଡମ୍ବଲ Iଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 7

ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ |ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ |

ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ |ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ !

ଏବେ ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ | ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଲୋକମାନେ ଦେଖି ବହୁତ ପ୍ରଶଂସା କରୁଛନ୍ତି | ତାହାଲେ ଆସନ୍ତୁ ଜାଣିବା ସେହି ଭିଡ଼ିଓ ବିଷୟରେ |

ତେବେ ବନ୍ଧୁ ଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ଡ୍ୟାନ୍ସ ଇଣ୍ଡୋର ରେ ଫିଜିକାଲ ଏକାଡେମୀ ବୋଲି ଜଣାପଡିଛି | ତେବେ ଏହି ଡ୍ୟାନ୍ସ ଆପଣଙ୍କ ମନ କୁ ଛୁଇଁଲା ଭଳି ଡ୍ୟାନ୍ସ ବୋଲି ଦେଖଯାଇଛି | ଠିକ ସେହିପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ଭାଇରାଲ ହେବାରେ ଲାଗିଛି |

ଯେଉଁଥିରେ ଜଣେ କୁନି ଝିଅ ଡ୍ୟାନ୍ସ ମାଧ୍ୟମରେ ନିଜର କମାଲ ଦେଖାଇଛନ୍ତି | ତେବେ ଏମିତି ଏକ ଭିଡ଼ିଓ ଦେଖିବାକୁ ଇଣ୍ଡୋର ର ଏକ ଏକାଡେମୀ ରେ ରେ ଯାହା ଏବେ ସୋସିଆଲ ମିଡିଆରେ ଏହି ଭିଡ଼ିଓ ଟି ଏବେ ଘୁରିବୁଲୁଛି | ଆଉ ଯାହା ସମସ୍ତ ଙ୍କୁ ବେଶ ପସନ୍ଦ ମଧ୍ୟ ଆସିଛି |

ତେବେ ଏହି ଭାଇରାଲ ହେଉଥିବା ଭିଡ଼ିଓ ରେ ଏହା ଦେଖା ଯାଇଛି ଯେ ଜଣେ କୁନି ଝିଅ“ 52 ଗଜ କା ଦାମନ ଗୀତ ର ତାଳେ ତାଳେ ବହୁତ ସୁନ୍ଦର ଭାବରେ ଡ୍ୟାନ୍ସ କରି ନିଜର କମାଲ ଦେଖାଇଛନ୍ତି | ତେବେ ଗୀତ ସହିତ ଡ୍ୟାନ୍ସ ଟି କୁ ଦେଖିଲେ ଆପଣ ବିଶ୍ୱାସ କରିପାରିବେନି ଯେ ଏତେ ଏତେ ସୁନ୍ଦର ଭାବରେ ଡ୍ୟାନ୍ସ କରିଛନ୍ତି ଏହି କୁନି ଝିଅ ଜଣଙ୍କ |

ତେବେ ଝିଅ ଜଣଙ୍କର ଏହି ଡ୍ୟାନ୍ସ କୁ ଦେଖି ସେଠାରେ ଉପସ୍ଥିତ ଥିବା ବହୁ ସଂଖ୍ୟକ ଦର୍ଶକ ମାନେ କରତାଳି ଦ୍ୱାରା କୁନି ଝିଅ କୁ ଉତତ୍ସାହିତ କରିଥିବାର ଦେଖାଯାଇଛି |ତେବେ ଆପଣ ମାନେ ଜାଣିଥିବେ ଆଜିକାଲି ର ପିଲା ମାନେ ସେମାନଙ୍କ ର ଟେଲେଣ୍ଟ କୁ ଆଉ ଲୁଚେଇକି ରଖୁ ନାହାନ୍ତି, ସୋସିଆଲ ମିଡ଼ିଆର ଯୁଗରେ ସେମାନେ ନିଜ ର ଟେଲେଣ୍ଟ କୁ ସମସ୍ତ ଙ୍କ ଆଗରେ ବେଶ ଭଲ ଭାବରେ ପ୍ରକାଶ କରୁଛନ୍ତି|

ଆଉ ଯାହା ଦ୍ୱାରା ସେମାନେ ଭବିଷ୍ୟତ ରେ ଆଗକୁ ଯିବାର ସୁଯୋଗ ମଧ୍ୟ ପାଉଛନ୍ତି | ଯାହା ଏହି ଭିଡ଼ିଓ ଟିକୁ ଦେଖିକି ଜାଣି ହେଉଛି | ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଡ୍ୟାନ୍ସ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ରେ ଭାଇରାଲ ହେବା ପରେ କୁନି ଝିଅ ଜଣଙ୍କ ଏବେ ବେଶ ଲୋକପ୍ରିୟତା ହାସଲ କରିଥିବାର ଦେଖା ଯାଇଛି | ଆଉ ଯାହା ସମସ୍ତେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।