
sadhubani-ନାରୀ କେତେ ପ୍ରକାରର | କେଉଁ ନାରୀକୁ ବିବାହ କଲେ ପୁରୁଷ ହୁଏ ଧନବାନ୍ | ଆୟୁଷ ବଢିଥାଏ…
ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାରୀ ମାନଙ୍କୁ ନେଇ ବହୁତ ପ୍ରକାର ର କଥା ରହିଛି। ନାରୀ ମାନେ କେତେ ପ୍ରକାର ଥାନ୍ତି। ସେମାନଙ୍କ ର ଗୁଣ କିପରି ହୋଇଥାଏ , ସେମନଙ୍କ ର ସ୍ଵଭାଵ କିପରି, ଏପରି ଅନେକ କିଛି ଆମ ଶାସ୍ତ୍ର ରେ ବର୍ଣିତ ହୋଇଛି। ତେବେ କେବେଳ ନାରୀ ନୁହେଁ ପୁରୁଷ ମାନେ ମଧ୍ୟ ବିଭିନ୍ନ ପ୍ରକାର ର ହୋଇ ଥାନ୍ତି। ତେଣୁ ଶାସ୍ତ୍ର ଅନୁସାରେ ନାରୀ ମାନେ ଚାରି ପ୍ରକାର ର ଓ ପୁରୁଷ ମାନେ ମଧ୍ୟ ଚାରି ପ୍ରକାର ର ହୋଇ ଥାନ୍ତି। କେଉଁ ନାରୀ କେଉଁ ପୁରୁଷ ଙ୍କୁ ବିବାହ କଲେ ତାଙ୍କର ଜୀବନ ସୁଖ ମୟ ହୋଇଥାଏ ସେହି ବିଷୟରେ ଆଜି ଆମେ ଜାଣିବା।
ନାରୀ ମାନେ ଚାରି ପ୍ରକାର ର ହୋଇ ଥାନ୍ତି। ପଦ୍ମିନୀ, ଚିତ୍ରୀନି, ସଂକ୍ଷିଣୀ, ଓ ହସ୍ତୀନି। ଠିକ ସେହି ପରି ପୁରୁଷ ମାନେ ମଧ୍ୟ ଚାରି ପ୍ରକାର ର ହୋଇ ଥାଆନ୍ତି। ଶୋଶୋକ, ମୃଗ, ବୃଷ ଓ ଅଶ୍ୱ।
ପଦ୍ମିନୀ
ଏ ସଂସାର ରେ ଏହି ଜାତିର ମହିଳା ବହୁତ କମ ଅଛନ୍ତି। ଏମାନେ ସର୍ବୋତ୍ତମ ବୋଲି ଆମ ଶାସ୍ତ୍ର ରେ ବର୍ଣିତ ହୋଇଛି। ଏହି ନାରୀ ମାନେ ଶୁଶିଳା ଓ ପୂଜା ପାଠ ଧର୍ମ ରେ ବିଶ୍ଵସ ରଖି ଥାନ୍ତି। ଏମାନେ ସର୍ବଦା ବାପା ମା ଙ୍କ ର ସେବା କରି ଥାଆନ୍ତି। ଏହା ସହ ଏମାନେ ଉଭୟ ବାପା ଘର ଓ ଶାଶୁ ଘର କୁ ଖୁସିରେ ଭରି ଦିଅନ୍ତି। ଏମାନେ ଦେଖିବା ପାଇଁ ବହୁତ ସୁନ୍ଦର ହୋଇ ଥାନ୍ତି। ଏମାନଙ୍କ ଶରୀର ରୁ ପଦ୍ମ ଫୁଲ ର ମହକ ବାହାରି ଥାଏ।
ଏମାନଙ୍କ ର କେଶ ମଧ୍ୟ ବହୁତ ଲମ୍ବା ଘନ ଓ କଲା ହୋଇ ଥାଏ। ପ୍ରଥମ ଦେଖା ରେ ହିଁ ଏମାନେ ସମସ୍ତଙ୍କ ମନକୁ ମୋହି ନିଅନ୍ତି। ଏମାନଙ୍କ ର ଆଖି ସାମାନ୍ୟ ବଡ ଓ ମୁହଁ ଗୋଲ ଓ ଛୋଟ ହୋଇ ଥାଏ। ତା ସହ ଏମାନଙ୍କ ର ପାଦ ବହୁତ ଚଜୋଡ ଓ ସୁନ୍ଦର ହୋଇଥାଏ ଓ ମୁଖରୁ ସର୍ବଦା ହସ ନିର୍ଗତ ହେଉଥାଏ। ଏମାନେ ଶସକ ଜାତିର ପୁଅ କୁ ବିବାହ କଲେ ବହୁତ ଶୁଭ ହୋଇ ଥାଏ।
ଚିତ୍ରୀନି
ଏମାନେ ଦେଖିବାକୁ ସୁନ୍ଦର ହୋଇଥାନ୍ତି। ଶୃଙ୍ଗାର ବେସ୍ ଭୁଷା ରେ ଏମାନେ ପାରଙ୍ଗମ ଅଟନ୍ତି। ଏମାନେ ଚଂଚଳା ଓ ବହୁତ ଚାଲାକ ମଧ୍ୟ ହୋଇ ଥାନ୍ତି। ଏ ଜାତିର ନାରୀ ମାନେ ମୃଗ ଜାତିର ପୁରୁଷ ଙ୍କୁ ବିବାହ କଲେ ସେମାନଙ୍କ ପାଇଁ ବହୁତ ଶୁଭ ହୋଇ ଥାଏ।
ସଂକ୍ଷିଣୀ
ଏହି ଜାତିର ମହିଳା ମାନେ ସର୍ବଦା ଅସନ୍ତୁଷ୍ଟ ହୋଇ ଥାନ୍ତି। ଏମାନେ ଓଆର ପୁରୁଷ ଙ୍କ ପ୍ରତି ଆକୃଷ୍ଟ ହୋଇ ଥାଆନ୍ତି। ଏହା ସହ ଏମାନଙ୍କ ର ପାଖରେ ଦୟା ଭାବ ନଥାଏ। ଏମାନେ ବୃଷ ଜାତିର ପୁରୁଷ କୁ ବିବାହ କଲେ କିଛି ମାତ୍ରାରେ ସନ୍ତୁଷ୍ଟ ହୁଅନ୍ତି।
ହସ୍ତୀନି
ଏମାଙ୍କର ସ୍ଵଭାଵ ପରିବର୍ତନ ଶୀଳ। ଏମାନେ ସର୍ବଦା କାମ ବିଳାସ କୁ ଭଲ ପାଆନ୍ତି। ଏମାନେ ଅଳସୁଆ ମଧ୍ୟ ହୋଇଥାନ୍ତି। ଅଶ୍ୱ ଜାତିର ପୁରୁଷ କୁ ବିବାହ କଲେ କିଛି ଖୁସି ପାଇଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।