
ଛିଃ.. ଛିଃ… ପୋଲିସ! ମହିଳାଙ୍କ ଫାଇଦା ଉଠାଇଲେ ପୋଲିସ୍ ବାବୁ, ସାହାଯ୍ୟ ନାଁରେ କଲେ ଦେହ ମାଲିସ୍, ଭିଡିଓ ଭାଇରାଲ୍
ରକ୍ଷକ ହୋଇ ଯଦି ପୋଲିସ ଭକ୍ଷକ ସାଜେ ତାହାଲେ ଏ ମଣିଷ କାହାକୁ କାହା ଉପରେ ବିଶ୍ୱାସ କରିବ । ତେବେ ଆଜିର ଘଟଣା ସୁଣିଲେ ଆପଣ ମାନେ ମୁଣ୍ଡ ରେ ହାତ ଦେଇ ଦେବେ । ତେବେ ଘଟଣା ଟି ହେଉଛି । ଗୋଟେ ମା ତାର ପିଲା କୁ ପୋଲିସ ପାଖରୁ ଆଣିବା କୁ ଯାଇ ନିଜେ ପୋଲିସ ପାଖରେ ଗୋଲାମୀ କାମ କରିଛି । ଗୋଟେ ମା ପାଇଁ ତା ପିଲା ସବୁ ଠାରୁ ବଡ଼ ସମ୍ପତି ହୋଇ ଥାଏ ।
ମା ପିଲା କୁ ଦଶ ମାସ ଦଶ ଦିନ ଧରି ପିଲା ଟିକୁ ଜନ୍ମ ଦେଇ ଥାଏ । ପୁଣି ପିଲାର ଭରଣ ପୋଷଣ କରି ଥାଏ । ଅନ୍ତ ଚିରି ମା ପିଲା କୁ ଖାଇବା ପାଇଁ ଦେଇ ଥାଏ । ତେଣୁ ଯେତେ ବଡ଼ ଅସୁବିଧା ରେ ପଡିଲେ ପ୍ରଥମେ ମା ତାକୁ ବଞ୍ଚାଇବା ପାଇଁ ଯାଇ ଥାଏ । ଯେତେ କଷ୍ଟ ହେଲେ ମଧ୍ୟ ମା ତା ପିଲା କୁ ଜମ ପାଖରୁ ମଧ୍ୟ ଛଡାଇ ଆଣି ଥାଏ । ମା ଆଗରେ ପିଲା ଯେତେ ବଡ଼ ଭୁଲ କଲେ ମଧ୍ୟ ପିଲାର କିଛି ଦଶ ନା ଥାଏ ମା ଆଗରେ ।
ତେବେ ଆଜିର ସେହି ମା ତା ପିଲା ପାଇଁ ଯାହା କରିଛି ତାହା ଆପଣ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ । ପଞ୍ଜାବ ରେ ଏକ ଘଟଣା ରେ ପୋଲିସ ଗୋଟେ ପିଲା କୁ ଅରେଷ୍ଟ କରି ଥିଲା । ତେବେ ସେହି ସମୟ ରେ ପୋଲିସ ଷ୍ଟେସନ ଯାଇ ମା ପହଂଚି ଥିଲା ।
ଆଉ ପୋଲିସ କୁ କହି ଥିଲା ତା ପିଲା କୁ ଛାଡି ଦେବା ପାଇଁ । କିନ୍ତୁ ପୋଲିସ ବାବୁ ମନା କରି ଥିଲେ ପିଲା କୁ ଛାଡିବେ ନାହିଁ ବୋଲି । ତେବେ ତାର ମାକୁ କିଛି ଟଙ୍କା ମାଗି ଥିଲେ ପୋଲିସ । କିନ୍ତୁ ମା କହି ଥିଲେ ଟଙ୍କା ମୋ ପାଖରେ ନାହିଁ ତା ପ୍ରତି ବଦଳ ରେ ଆପଣ କଣ ନେବେ କୁହନ୍ତୁ ।
ସେତିକି ବେଳେ ପୋଲିସ କହି ଥିଲେ । ତାଙ୍କ ଦେହ ବହୁତ ବ୍ୟଥା କରୁଛି ଟିକେ ମାଲିସ କରି ଦେଲେ ପିଲା ଟିର ବେଲ କରି ଦେବେ । ତେବେ ମା ମଧ୍ୟ ତା ପିଲା ପାଇଁ ପୋଲି ବାବୁ ଙ୍କୁ ସେହି ଥାନା ଭିତରେ ତାଙ୍କ ଦେହ କୁ ମାଲିସ କରି ଦେଇ ଥିଲେ ।
ସେହି ସମୟ ରେ ପୋଲିସ ଗୋଟେ ଓକିଲ କୁ ଫୋନ କରି ଥିଲେ ଆଉ କହି ଥିଲେ , ଗରିବ ପିଲାଟି ତା ପାଇଁ ଗୋଟେ ବେଲ କରି ଦିଅନ୍ତୁ । ଯାହା ଏବେ ସେହି କଲ ରେକର୍ଡ଼ ଭିଡିଓ ଟି ବହୁତ ଭାଇରାଲ ହେବାରେ ଲାଗିଛି । ଏମିତିକା ପୋଲିସ କୁ ସସପେଣ୍ଡ କରି ଦେବା କଥା ଜଣେ ବ୍ୟକ୍ତି କମେଣ୍ଟ ଦେଇ ଛନ୍ତି । ତେବେ ଆପଣ ସେହି ଭିଡିଓ ଟିକୁ ଦେଖନ୍ତୁ ଆପଣଙ୍କ ରକ୍ତ ଗରମ ହୋଇ ଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।