ସବୁ ସମୟ ଖବର ସାଥିରେ

rasifala- ୧୫ ବର୍ଷ ପରେ ଶନିଦୋଷରୁ ମୁକ୍ତି ପାଉଛନ୍ତି ଏହି ୬ ଟି ରାଶି,ଏବେ ଏହି ରାଶିର ବ୍ୟକ୍ତି ଖାଲି ଟଙ୍କାର ଗଦିରେ ଶୋଇବେ,ଜାଣନ୍ତୁ କେଉଁ ରାଶି ।

0 190

ପନ୍ଦର ବର୍ଷ ପରେ ଶନି ଦଶା ରୁ ମୁକ୍ତି ପାଇବା ପାଇଁ ଯାଉଛନ୍ତି ଏହି ରାଶି ମାନ । ତେବେ ଆଜି ଆମେ ସେହି 6 ଟି ରାଶି ବିଷୟ ରେ ଜାଣିବା ପାଇଁ ଯାଉଛୁ , ଯେଉଁ ରାଶି ଗୁଡିକ ବହୁତ ଧନୀ ହେବାକୁ ଯାଉ ଛନ୍ତି । ମଣିଷ ଜିବନରେ ଲୋକେ ବହୁତ କଷ୍ଟ କରି ଥାନ୍ତି ଆଉ ଫୋଳ ମଧ୍ୟ ପାଇ ଥାନ୍ତି । କିନ୍ତୁ ସମୟ ଏମିତି ଆସେ ଯେତେ ଚେଷ୍ଟା କଲେ ମଧ୍ୟ ମଣିଷ କୁ ସଫଳ ମିଳି ପାରି ନ ଥାଏ ।

ତେବେ ତାହାକୁ ଲୋକ ମାନେ କହୁ ଥିଲେ , ତୁମର ଶନି ଦଶା ପଡିଛି । ଶନି ମନ୍ଦିର କୁ ଗଲେ ତୁମର ରିଷ୍ଟ ଖଣ୍ଡନ ହେବ । ଆପଣ ମାନେ ଦେଖି ଥିବେ ଆପଣ ଯେତେ ପଇସା ଆୟ କଲେ ଆପଣଙ୍କ ପାଖରେ ଗୋଟେ ହେଲେ ପଇସା ଆପଣଙ୍କ ପାଖରେ ରୁହେ ନାହିଁ । ବିଭିନ୍ନ ପ୍ରକାର ଖର୍ଚ୍ଚ ଦେଖା ଦେଇ ଥାଏ । ଯାହା ଫୋଳରେ ଆପଣଙ୍କ ପାଖରେ ପଇସା ରହେ ନାହିଁ ତାକୁ ଆମେ ଶନି ଦଶା ବୋଲି କହି ଥାଉ । ତେବେ ଆଜି ଆମେ ସେହି 6 ଟି ରାଶି ବିଷୟରେ କହିବା ପାଇଁ ଯାଉଛୁ , ଯାହା ଏବେ ତାଙ୍କର ଭାଗ୍ୟ ଖୋଲିଛି ।

1, ମେଷ ରାଶି :-

ପ୍ରଥମେ ଜାଣିବା ମେଷ ରାଶି , ଏହି ରାଶି ର ବ୍ୟକ୍ତି ପାଖରେ 7 ବର୍ଷ ହେଲା ଅଭାବ ରେ ଚଳୁ ଛନ୍ତି । ବିଭିନ୍ନ ପ୍ରକାର ଖର୍ଚ୍ଚ ଦେଖାଉଛି । କନ୍ତୁ ଏବେ ଡରିବାର କିଛି ନାହିଁ , ଏହି ମାସ ପାଖୁରୁ ଆପଣଙ୍କ ପର୍ସ ଫୁଲ ଟଙ୍କା ରହିବ ।

2, ବୃଷ ରାଶି :-
ଦ୍ୱିତୀୟ ରେ ବୃଷ ରାଶି , ଏହି ରାଶିର ବ୍ୟକ୍ତି ବହୁତ ଅସୁବିଧା ରେ ରହୁଛି । କାରଣ ଶନି ଦଶା ପଡୁଛି । ଡରିବାର କିଛି ନାହିଁ ଆଜି ଠାରୁ ପ୍ରତେକ ଶନିବାର ଦିନ ଗୋଟେ ଶନି ପୂଜା ଦିଅ । ଆଶୀର୍ବାଦ ପ୍ରାପ୍ତି ହେବ ।

3, ମୀନ ରାଶି:-

ଏହି ରାଶି ର ବ୍ୟକ୍ତି ବହୁତ ଭଲ ଲୋକ । ଏମାନେ କାହାରି ସାଙ୍ଗରେ ଲାଗନ୍ତି ନାହିଁ , ଅନ୍ୟାୟ କରି ଟଙ୍କା ଆଣନ୍ତି ନାହିଁ । ତେବେ ଏହି ରାଶି ରେ ଦୀର୍ଘ ଦିନ ହେଲା ଶନି ଦଶା ପଡିଛି । ଆପଣ ଭଲ କାମ କରନ୍ତୁ ଶନି ଦଶା କିଛି କରି ପାରିବ ନାହିଁ ।

4, ମିଥୁନ ରାଶି :-
ଏହି ରାଶି ର ବ୍ୟକ୍ତି ର ବହୁତ ଦିନରୁ ଶନି ଦଶା ପଡିଛି ତେଣୁ ପ୍ରତେକ ଦିନ ସକାଳେ ସୁର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ । ଶନି ଦଶା କୁଆଡେ ଚାଲି ଯିବ ।

5 କର୍କଟ ରାଶି :-


ଶେଷରେ କର୍କଟ ରାଶି , ଏହି ରାଶିର ବ୍ୟକ୍ତି ଯେତେ ଟଙ୍କା ଆୟ କରୁଛି , ତା ଠାରୁ ଅଧିକ ଟଙ୍କା ଟଙ୍କା ସାରୁଛି । ତେବେ ଏବେ ଦୁଃଖର ଦିନ ସରି ଆସୁଛି । ଆଗାମୀ 5 ଦିନ ମଧ୍ୟ ରେ ଶନି ଦଶା କୁଆଡେ ଚାଲି ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।