ସବୁ ସମୟ ଖବର ସାଥିରେ

viral video- ଛିଃ.. ଛିଃ… ସୋନାଲି ଲାଜ ନାହିଁ ! କାହା ଓଠର ପ୍ରଶଂସା କରୁଥିଲା ସୋନାଲି, ସୌମ୍ୟର ନା ଆଉ କାହାର !ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 60

ଆଜକୁ 2 ମାସ ତଳେ ସୋନାଲି ସୌମ୍ୟ ରଞ୍ଜନ କୁ ଧକା ଦେଇ ଥିଲେ । ଶେଷରେ ସୌମ୍ୟ ନିଜର ପ୍ରାଣ ହରାଇ ଥିଲେ । ହେଲେ ଆଜି ମଧ୍ୟ ତାଙ୍କର ଗୋଟେ ପରେ ଗୋଟେ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏ ମୋବାଇଲ ରୁ ସେ ମୋବାଇଲ କୁ ଘୁରି ବୁଲୁଛି । ଏ ସବୁ ଦେଖି ମଧ୍ୟ ସୋନାଲି ନନ୍ଦା ଙ୍କୁ ଏ ଆଇନ କିଛି ହେଲେ ମଧ୍ୟ ଦଣ୍ଡ ଦଉନି ।

ଭଲ ପାଇବା ରେ ଗୋଟେ ଝିଅ ଯେତିକି ହୃଦୟ ଦେଇ ଗୋଟେ ପୁଅ କୁ ଭଲ ପାଇ ଥାଏ । ଠିକ ସେତିକି ଗୋଟେ ପୁଅ ମଧ୍ୟ ଗୋଟେ ଝିଅ କୁ ଭଲ ପାଇ ଥାଏ । ହେଲେ ଏ ସମାଜ ଏମିତି ଗୋଟେ ପୁଅ ଯଦି ଗୋଟେ ଝିଅ କୁ ଧକା ଦେଉଛି ତାହାଲେ ତା ପାଇଁ କେତେ ଯେ ଦଣ୍ଡ ଅଛି ତାହା କହି ପାରିବେ ନାହିଁ ।

 କିନ୍ତୁ ଆଜି ଗୋଟେ ନିରୀହ ଜୀବନ କୁ ନଷ୍ଟ କରି ଦେଲା ତା ପାଇଁ ଆଇନ କାନୁନୁ କିଛି ନାହିଁ । କାରଣ ସେ ଗୋଟେ ଝିଅ । ତେବେ ଆଜି ତାଙ୍କର ଯେଉଁ ଭିଡିଓ ଟି ଭାଇରାଲ ହୋଇଛି ଆସନ୍ତୁ ଜାଣିବା ।

ତେବେ ଭିଡିଓ ଟିରେ ସୋନାଲି ଏବଂ ସୌମ୍ୟ ଗୋଟେ କାର ରେ ଯିବା ସମୟ ରେ ଗୋଟେ ଭିଡିଓ କରି ଥିଲେ । ଯେଉଁ ଥିରେ ସୋନାଲି ସୌମ୍ୟ ଙ୍କର ଓଠ କୁ ବହୁତ ପ୍ରଶଂସା କରୁ ଥିଲେ । ହେଲେ ସେ ସୌମ୍ୟ ଙ୍କର ଓଠ କୁ ପ୍ରସଂସା କରୁ ଥିଲେ ନା ଆଉ କାହାର ଓଠ କୁ ପ୍ରସଂସା କରୁ ଥିଲେ ।

ତେବେ ଆପଣ ସେହି ଭିଡିଓ ଟିକୁ ଦେଖିଲେ ଆପଣଂକୁ ଲାଗିବନି କି ସୋନାଲି ସୌମ୍ୟ ଙ୍କୁ ଧକା ଦେଇ ପାରିବ । ହେଲେ ସେ ଏମିତି ଅଭିନୟ କରୁ ଥିଲା ଯାହା ସୌମ୍ୟ ବୁଝି ପାରୁ ନ ଥିଲା । ସୋନାଲି ପ୍ରେମ ରେ ଅନ୍ଧ ଥିଲା ସୌମ୍ୟ । ତେଣୁ ସେ କିଛି ବୁଝି ପାରୁ ନ ଥିଲା । ଆପଣ ମାନେ ଶୁଣି ଥିବେ ସୌମ୍ୟ ଓ ସୋନାଲି ଙ୍କର ଶେଷ କଲ ରେକର୍ଡ଼ ।

ଯେଉଁ ଥିରେ ସୋନାଲି ସୌମ୍ୟ ଙ୍କୁ ବହୁତ ଖରାପ କଥା କହିଛି । ଏମିତି କି ତାକୁ ଫୋନ କରିବା ପାଇଁ ମଧ୍ୟ ମନା କରି ଦେଇଛି । ଶେଷରେ ନିଜର ଯନ୍ତ୍ରଣା ନ ସହି ପାରି ସୌମ୍ୟ ଆର ପାରି କୁ ଚାଲି ଯାଇ ଛନ୍ତି ।

ତେବେ ଏହା ଠାରୁ ଦୁଃଖ ର ବିଷୟ ଆଉ କଣ ହୋଇ ପାରେ । ଶେଷରେ ଗୋଟେ ନିରୀହ ଜୀବନ କୁ ନଷ୍ଟ କରି ଦେଲା ସୋନାଲି । କିନ୍ତୁ ଆଜି ପର୍ଯ୍ୟନ୍ତ ସୋନାଲି ଙ୍କୁ ଦଣ୍ଡ ମିଳି ପାରିଲା ନାହିଁ । ତେବେ ଆପଣ ମାନେ ସେହି ଭାଇରାଲ ଭିଡିଓ ଟିକୁ ଦେଖନ୍ତୁ ଜାଣି ପାରିବେ । କେମିତି ସୌମ୍ୟ ଙ୍କର ଓଠ କୁ ସେ ପ୍ରସଂସା କରୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।