
health tips-ଛୁଆର ରଙ୍ଗ କାହିଁକି କଳା ହୁଏ ଏବଂ ଶିଶୁର ରଙ୍ଗ ସଫା ପାଇଁ ମହିଳାଙ୍କୁ କ’ଣ କରିବାକୁ ପଡିବ?
ମା ହେବା ଜଣେ ନାରୀ ପାଇଁ ସୈାଭାଗ୍ୟ ନେଇ ଆସିଥାଏ। ତେବେ ମାଟିଏ ତା ପିଲାକୁ ନେଇ ବହୁତ ସ୍ବପ୍ନ ଦେଖିଥାଏ। ତା ପିଲା କେମିତି ସୁନ୍ଦର ଓ ସୁସ୍ଥ ରହିବ ସେ ବିଷୟରେ ଚିନ୍ତା କରିଥାନ୍ତି। ତେବେ ପିଲାର ରଙ୍ଗ କଳା ହେବ ନା ଗୋରା ହେବ ସେ ବିଷୟରେ ମଧ୍ୟ ଚିନ୍ତିତ ରହିଥାନ୍ତି । ତେବେ ଆଜି ଆମେ ଜାଣିବା ପିଲାର ରଙ୍ଗ କଣ ପାଇଁ କଳା ହୋଇଥାଏ ଏବଂ କଣ କରିବା ଦ୍ୱାରା ପିଲାର ରଙ୍ଗ ଗୋରା ହୋଇଥାଏ।
ପିଲାର ରଙ୍ଗ କଣ ପାଇଁ କଳା ହୋଇଥାଏ:-
ମଣିଷ ଙ୍କ ଶରୀରରେ ମେଲାଲୀନ ନାମକ ଏକ ହରମୋନ କ୍ଷରଣ ହୋଇଥାଏ ।ଏବଂ ଯେଉଁ ବ୍ୟକ୍ତି ଙ୍କର ଦେହରେ ଏହା ଅଧିକ ମାତ୍ରରେ କ୍ଷରଣ ହୋଇଥାଏ ତାର ରଙ୍ଗ କଳା ହୋଇଥାଏ ଓ ଯାହାଙ୍କ ଶରୀରରେ ମେଲାଲୀନ କମ କ୍ଷରଣ ହୋଇଥାଏ ତାଙ୍କର ରଙ୍ଗ ଗୋରା ହୋଇଥାଏ ।
ତେବେ ପିଲା ମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ହୋଇଥାଏ।ଏଥି ସହିତ ଯଦି ବାପ ମାଙ୍କ ଜିନ ମଧ୍ଯ ପିଲାର ରଙ୍ଗ କଳା ଗୋରା ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯେଉଁ ବାପା ମାଙ୍କ ରଙ୍ଗ କଳା ହୋଇଥାଇ ସେହି କ୍ଷେତ୍ରରେ ମଧ୍ୟ ପିଲା କଳା ହେବାର ଅଧିକ ଚାନ୍ସ ରହିଥାଏ।
କଣ କରିବା ଦ୍ୱାରା ପିଲାର ରଙ୍ଗ ଗୋରା ହୋଇଥାଏ:-
୧.ଆପଣ ଯଦି ଚାହୁଁଛନ୍ତି କି ତାଙ୍କର ପିଲା ଟିକେ ଗୋରା ଓ ସୁନ୍ଦର ହେଉ ବୋଲି ।ତେବେ ଯେତେବେଳେ ଆପଣଙ୍କ ଗର୍ଭ ଧାରଣ କରିବା ସମୟରେ ଭିଟାମିନ A ,ଭିଟାମିନ C ଏବଂ E ଯୁକ୍ତ ଖାଦ୍ୟ ସେବନ କରନ୍ତୁ ।ଏହି ୩ଟି ଭିଟାମିନ ଆମ ଶରୀରରେ ମେଲାଲିନର ମାତ୍ରାକୁ କମ କରିଥାଏ।
ତେଣୁ ଆପଣ ଆପଣଙ୍କର ଖାଦ୍ୟରେ ଭିଟାମିନ A,ଭିଟାମିନ C, ଭିଟାମିନ E କୁ ସାମିଲ କରନ୍ତୁ। ଏହା କରିବା ଦ୍ବାରା ଆପଣଙ୍କ ଗର୍ଭରେ ବଢୁଥିବା ପିଲା ର ରଙ୍ଗ ଗୋରା ହୋଇଥାଏ। ଏଥି ସହିତ ପିଲା ସୁନ୍ଦର ଓ ସୁସ୍ଥ ମଧ୍ୟ ହେଇଥାଏ।
୨.ଗର୍ଭବତୀ ମହିଳା ମାନେ ସମସ୍ତ ପ୍ରକାରର ଫଳ ଖାଇବା ଆବଶ୍ୟକ ଏହା ଦ୍ବାରା ଶରୀରରେ ମେଲାଲୀନ ର କ୍ଷରଣ କମ ହୋଇଥାଏ ଓ ପିଲାର ରଙ୍ଗ ଗୋରା ହୋଇଥାଏ ।ଏହା ସହ ସବୁଜ ପନିପରିବା ଅଧିକ ମାତ୍ରାରେ ଖାଇବା ଉଚିତ । ଡ୍ରାଇଫ୍ରୁଟସ ମଧ୍ୟ ଖାଆନ୍ତୁ।ଗର୍ଭବତୀ ଥିବା ସମୟରେ ମହିଳା ମାନେ ହଳଦିଆ ରଙ୍ଗ ର ଫଳ ଖାଇବା ଦରକାର।
୩.ପ୍ରେଗ୍ନେଟ ଥିବା ମହିଳା ମାନେ ନିୟମିତ କେଶର କ୍ଷୀର ପିଇବା ଫଳରେ ମଧ୍ୟ ପିଲାର ରଙ୍ଗ ଗୋରା ହୋଇଥାଏ କାରଣ ଏଥିରେ ଭିଟାମିନ C ଅଧିକ ପରିମାଣରେ ରହିଥାଏ ।
୩.ମହିଳା ମାନେ ଗର୍ଭବତୀ ହୋଇଥିବା ସମୟରେ ଅଁଳା କୋଳି ,କମଳା ଏବଂ କଦଳୀ ଆଦି ଫଳ ନିୟମିତ ଖାଇବା ଦ୍ବାରା ପିଲାର ରଙ୍ଗ ଗୋରା ହୋଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।