
shocking ଭିଡ଼ିଓ – ଖେଳୁଥିବା ବେଳ ପିଲା ସହିତ ହେଲା ଏମିତି ଅଘଟଣ ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଆଜି ଏକ ଅଭାବ ନିୟ ଘଟଣା ଟି ଦେଖିବା ପାଇଁ ମିଳିଛି । ତେବେ ଏହି ଘଟଣା ଟି CC TV ରେ ରେକର୍ଡ଼ ହୋଇ ଥିଲା । ଏବେ ଏହି ଭିଡିଓ ଟି ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଟି ମା ମାନେ ଦେଖିବା ନିହାତି ଦରକାର । କାରଣ ଏହି ଭିଡିଓ ଟି ମା ମାନେ ଦେଖିଲେ , ପିଲାଙ୍କ ପ୍ରତି ଟିକେ ସତର୍କ ହୋଇ ପାରିବେ । ଘଟଣା ଟି ଦିନ 12 ଟା ବେଳେ ଘଟି ଥିଲା ।
ଯେଉଁ ଘଟଣା ରେ ଦେଖିବା ପାଇଁ ମିଳି ଥିଲା ତିନି ଜଣ ସାଙ୍ଗ ଗାଟିଏ ରାସ୍ତା କଡ଼ ରେ ଖେଳୁ ଥିଲେ । କିଛି ସମୟ ଯିବା ପରେ ପିଲା ଟିର ମା ଯାଇ ସେଠାରେ କୁରୀକୁରି ଦେଇ ଥିଲା ପିଲା ମାନକୁ ।
ତେବେ ପିଲା ମାନେ ପୁଣି ଖେଳିବା ରେ ଲାଗି ଥିଲେ । କିଛି ସମୟ ଯିବା ପରେ ଦେଖିବା ପାଇଁ ମିଳିଲା । ଗୋଟିଏ ପିଲା ଆସି ଆଉ ଗୋଟେ ପିଲା ମୁଣ୍ଡ ରେ ଗୋଟିଏ ଷ୍ଟିଲ ହାଣ୍ଡି ଆଣି ପୁରେଇ ଦେଲା । ଯାହା ଫୋଳରେ ପିଲା ଟି ସିନା ଖୁସି ରେ ହାଣ୍ଡି ଟି ପୁରେଇ ଦେଇ ଥିଲା ।
କିନ୍ତୁ ସେହି ହାଣ୍ଡି ଟି କାଢି ପାରି ନ ଥିଲା । ତେବେ ଦୁଇ ଜଣ ସାଙ୍ଗ ଯେତେ ଚେଷ୍ଟା କଲେ ମଧ୍ୟ ପିଲାଟି ବେକ ରୁ ହାଣ୍ଡି ଟି ଖୋଲି ପାରି ନ ଥିଲେ । ପିଲାଟି ମଧ୍ୟ ନିଶ୍ଵାସ ପ୍ରଶ୍ୱାସ ନେବା ରେ ବହୁତ କଷ୍ଟ ଅନୁଭବ କରି ଥିଲା । ଏହି ସମୟ ରେ ତାର ମା ଆସି ସେଠାରେ ପହଂଚି ଯାଇ ଥିଲା ।
ଆଉ ତାର ମା ମଧ୍ୟ ହାଣ୍ଡି ଟି ମୁଁହ ରୁ ଖୋଲିବା ପାଇଁ ବହୁତ ଚେଷ୍ଟା କରି ଥିଲା । କିନ୍ତୁ ସେ ମଧ୍ୟ ଖୋଲି ପାରି ନ ଥିଲା । ତେବେ ପିଲାଟି ବହୁତ ଜୋର ରେ କାନ୍ଦିବା ପାଇଁ ଲାଗି ଥିଲା । ଶେଷରେ ମା କଣ କରିବ ବୋଲି ଭାବି ରାସ୍ତା ରେ ଯାଉ ଥିବା ଲୋକଙ୍କୁ ଡାକି ଥିଲା । ସେହି ସମୟ ରେ ଜଣେ ଲୋକ ଆସି ଥିଲା ଆଉ ପିଲାଟି ମୁଁହ ରୁ ହାଣ୍ଡି ଟିକୁ କାଟି ଦେଇ ଥିଲା ।
ଯାହା ଫୋଳ ରେ ହାଣ୍ଡି ଟି ବାହାରି ଆସି ଥିଲା । ଆଉ ପିଲାଟି ଅଳ୍ପକେ ବର୍ତି ଯାଇ ଥିଲା । ଆଉ କିଛି ସମୟ ଯାଇ ଥିଲେ ହୁଏତ ପିଲାଟି ଆଜି ନ ଥାନ୍ତା । ଯଦି ପିଲାଟି ଖେଳୁ ଥିଲା , ମା ଯଦି ତା ସାଥିରେ ଥାନ୍ତା , ତାହାଲେ ହୁଏତ ପିଲା ଟିର ଆଜି କିଛି ହୋଇ ନ ଥାନ୍ତା ।
ଏଣୁ ମା ମାନକୁ ଅନୁରଧ କେବଳ ପିଲା ଜନ୍ମ ଦେଇ ଦେଲେ କେହି କେବେ ମା ହୁଏନି । ପିଲା ର ଠିକ ଯତ୍ନ ନେବାକୁ ମା କୁହା ଯାଏ । ଜୀବନ ଟି ବହୁତ ଛୋଟ , ତାକୁ ଠିକ ଭାବରେ ଉପଯୋଗ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।