ସବୁ ସମୟ ଖବର ସାଥିରେ

Exclusive – ସ୍ୱାମୀର ଛିତା ଲିଭିନି ସ୍ତ୍ରୀ ପ୍ରେମିକ ସହ ଫେରାର,ଏବେ ସ୍ୱାମୀ ତ ମରିଗଲା….ଚାଲ ଜେଲରେ କରିବା ରାସଲୀଳା !ଦେଖନ୍ତୁ video …

0 39

ସ୍ୱାମୀଙ୍କ ଚିତା ଲିଭି ନ ଥିବା ସମୟରେ ପ୍ରେମିକଙ୍କ ସହ ସୁଖର ସଂସାର କରିବା ପାଇଁ ସ୍ତ୍ରୀ ପ୍ରେମିକଙ୍କ ସହ ପଳାଇ ଯାଇଥିଲେ ଏବଂ ନିଜର ଚାରି ପିଲାଙ୍କୁ ଅନାଥ କରି ଦେଇ ଥିଲେ | ଏବେ କିଛି ଦିନ ହେବ ଗଣ ମାଧ୍ୟମରେ କେବଳ ଗୋଟିଏ ଖବର ଚର୍ଚ୍ଚାର ବିଷୟ ପାଲଟିଛି | ତାହା ହେଉଛି ସ୍ୱାମୀଙ୍କ ମୃତ୍ୟୁ ପରେ ପ୍ରେମିକଙ୍କ ସହ ଫେରାର ହୋଇ ଯାଇଥବା ଯୁବତୀଙ୍କ ବିଷୟରେ | ସ୍ୱାମୀଙ୍କ ଚିତା ଲିଭି ନ ଥିବା ସମୟରେ ପ୍ରେମିକଙ୍କ ସହ ସୁଖର ସଂସାର କରିବା ପାଇଁ ସ୍ତ୍ରୀ ପ୍ରେମିକଙ୍କ ସହ ପଳାଇ ଯାଇଥିଲେ | ଏହି ଘଟଣାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ |

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ରାଜ କନିକା ଥାନା ଭାମଣ୍ଡା ଗ୍ରାମରେ ଏହି ମହିଳା ଜଣଙ୍କ ନିଜର ସ୍ୱାମୀଙ୍କ ହତ୍ୟା କରି ହଜିଯାଇଥିବାର ଅଭିଯୋଗ କରି ଥିଲେ କିନ୍ତୁ ସେ ନିଜ ସ୍ୱାମୀଙ୍କୁ ହତ୍ୟା କରି ପାଖରେ ଥିବା ଏକ କେନାଲରେ ଫୋପାଡ଼ି ଦେଇ ଥିଲେ | ଏହି ମହିଳାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଥିଲା ବେଳେ ସେମାନେ ମଧ୍ୟ ମାଆଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି କି ସେମାନଙ୍କ ମାଆ ହିଁ ବାପାଙ୍କୁ ମାରି ଦେଇଛନ୍ତି |

ହେଲେ ଆଜି ଏକ ଭିଡିଓରେ ଦେଖିବାକୁ ମିଳିଛି କି ଜଣେ ମହିଳାଙ୍କର ସ୍ୱାମୀଙ୍କ ମୃତ୍ୟ ଘଟିଛି କିନ୍ତୁ ସ୍ତ୍ରୀଙ୍କ ମନରେ ଦୁଃଖ ନାହିଁ | କାରଣ ସ୍ୱାମୀଙ୍କ ପରେ ସେ ତାଙ୍କର ପ୍ରେମିକଙ୍କ ସହିତ ରହିବାର ନିଷ୍ପତି କରି ସାରିଛନ୍ତି | ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କର ପ୍ରେମିକ ଆସି ତାଙ୍କ ଶାଶୂଘର ଆଗରେ ପରିଚୟ ଦେଇଛି କି ମୁଁ ତାର ସ୍ୱାମୀ | ମହିଳା ଜଣଙ୍କ ସ୍ୱାମୀଙ୍କ ଥିବା ସମୟରେ ତାଙ୍କ ସହ ସମ୍ପର୍କରେ ଥିଲେ ଏବଂ ଏବେ ବିଧବା ହେବାକୁ ମନା କରୁଛନ୍ତି | ଏହି ମହିଳାଙ୍କ ନାମ ରତ୍ନାମଣୀ ଦାସ | ସ୍ୱାମୀ ରଙ୍ଗାଧର ଦାସଙ୍କ ମୃତ୍ୟୁ ପରେ ସେ ହଜି ଯାଇଥିବା ନେଇ ଏକ ଅଭିଯୋଗ ଥାନାରେ କରି ଥିଲେ |

ଏହି ସବୁ ଘଟଣାକୁ ଆଧାର କରି ଗତ କାଲି ପୋଲିସ ଉଭୟ ମହିଳା ଓ ତାଙ୍କର ପ୍ରେମିକଙ୍କୁ ହତ୍ୟା ଅଭିଯୋଗରେ ଆରେଷ୍ଟ କରିଛି | ମାଆଙ୍କ ବିରୁଦ୍ଧରେରେ ତାଙ୍କ ପିଲା ମାନେ ପ୍ରମାଣ ଦେବେ ବୋଲି କହିଛନ୍ତି | ବାପାଙ୍କୁ ହରାଇ ପିଲା ମାନେ ବେସାହାରା ପାଲଟି ଯାଇଛନ୍ତି | ମାଆଙ୍କର ଏହି ଯୁବକଙ୍କ ସହିତ ଅବୈଧ ସମ୍ପର୍କ କାରଣରୁ ତାଙ୍କ ପିଲାମାନେ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ |ଏହି ଯୁବକ ଜଣଙ୍କ ହେଉଛନ୍ତି ଅସିତ ଶତପଥୀ | ଦୁଇଟି ପରିବାରକୁ ନଷ୍ଟ କରିଥିବା ଏହି ପ୍ରେମିକ ପ୍ରେମିକାଙ୍କୁ ଗତକାଲି ପୋଲିସ ଆରେଷ୍ଟ କରିଛି |

ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ସହିତ ସେହି ଗାଁ ପାଇଁ ଏକ ନିନ୍ଦନୀୟ ଘଟଣା ହୋଇ ଥିଲା ବେଳେ ଏମିତି ମହିଳା ପୁରା ନାରୀ ଜାତି ପାଇଁ କଳଙ୍କ ବୋଲି ସମସ୍ତେ କହିଛନ୍ତି | ଏମିତି ଲୋକ ମାନଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ନିହାତି ଦରକାର |

ତେବେ ଆଉ ଦେଖିବାକୁ ରହିଲା ଜେଲ ଗଲା ପରେ କୋର୍ଟ ସେମାନଙ୍କ ପାଇଁ କେମିତି ଦଣ୍ଡ ବିଧାନ କରା ଯିବ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।