
ଏଥର ସରକାର ଆଣିଲେ ଚାକିରୀ କରୁଥିବା କର୍ମଚାରୀ ଙ୍କ ପାଇଁ ନୂଆ ନିଷ୍ପତି ! 50 ବର୍ଷ ହେଲେ ଚାକିରିରୁ ହେବେ ବିଦା…ଏଥିରେ ଆପଣ ଙ୍କ ମତାମତ କଣ କମେଣ୍ଟ କରନ୍ତୁ.. ..
ଆଜିକାଲି ସରକାରୀ ଚାକିରୀ ପାଇବା ପାଇଁ କଷ୍ଟ ସାଧ୍ୟ ହୋଇ ଥିବାର ଦେଖିବାକୁ ମିଳିଛି | ସରକାରୀ ଚାକିରୀର ଏକ ନିର୍ଦିଷ୍ଟ ସମୟ ସୀମା ପ୍ରତ୍ୟେକ ରାଜ୍ୟରେ ରହି ଅଛି | ଜଣେ ବ୍ୟକ୍ତି ସରକାରଙ୍କ ନିୟମ ଅନୁସାରେ ଏକ ନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାକିରୀ କରନ୍ତି | କିନ୍ତୁ ସରକାରଙ୍କ ନିୟମରେ ଏକ ନୂଆ ନିୟମ ଲାଗୁ ହୋଇଛି | ଆସନ୍ତୁ ଜାଣିବା ସେ ସମ୍ପର୍କରେ
ସରକାରୀ ଚାକିରିଆ ମାନଙ୍କ ପାଇଁ ଉତ୍ତର ପ୍ରଦେଶର ସରକାର ଏକ ନୂଆ ନିୟମ ଲାଗୁ ହୋଇଛି | ଏବଂ ଏହା ସମସ୍ତ ସରକାରୀ ଚାକିରିଆ ମାନଙ୍କ ପାଇଁ ଏକ ନୂଆ ଖବର | ଏଣିକି ପଚାଶ ବର୍ଷ ବୟସରେ ସମସ୍ତ ସରକାରୀ ଚାକିରିଆଙ୍କୁ ଚାକିରିରୁ ନିଲମ୍ବିତ କରିବା ପାଇଁ କଡା ନିର୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟ ନାଥ ଯୋଗୀ | ଚାକିରିଆ ମାନଙ୍କର ଅବସର ସମୟ କମାଇଲେ ସରକାର | ଏଣିକି ଅବସର ବୟସକୁ ପଚାଶ ବର୍ଷ କରା ଗଲା |
ଅର୍ଥାତ ପଚାଶ ବର୍ଷ ପରେ ଆପଣ ଆଉ ଚାକିରୀ କରି ପାରିବେ ନାହିଁ | ପୂର୍ବରୁ ସରକାରୀ ଚାକିରିଆ ମାନଙ୍କର ଚାକିରୀ କରିବାର ସମୟ ଅବଧି ଷାଠିଏ ବା ବାସଠି ରହି ଥିଲା ବେଳେ ବର୍ତମାନ ଏହା ପଚାଶକୁ କମି ଆସିଛି | ଏହି ନିୟମରେ ଏକ ବଡ ଧରଣର ପରିବର୍ତନ ସରକାରଙ୍କ ଦ୍ୱାରା ପ୍ରଣୀତ କରା ଯାଇ ଅଛି | ପଚାଶ ବର୍ଷ ବୟସରେ ଇଚ୍ଛାକୃତ ବା ଅନିଚ୍ଛା କୃତ ଅବସ୍ଥାରେ ସମସ୍ତ ସରକାରୀ ଚାକିରିଆ ମାନଙ୍କୁ ନିଲମ୍ବିତ କରା ଯିବ |
ଏହି ନିୟମ ଉତ୍ତର ପ୍ରଦେଶ ସରକାର ଲାଗୁ କରି ଥିଲା ବେଳେ ଏହା ନେଇ ପୁରା ରାଜ୍ୟରେ ଏବେ ହଇଚଇ ସୃଷ୍ଟି ହୋଇଛି | ଲୋକ ମାନଙ୍କ ଭିତରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ନେଇ ଅସନ୍ତୋଷ ଦେଖା ଦେଇଛି | ସରକାରଙ୍କ ଏହି ନିୟମ ଦ୍ୱାରା କେହି ଚାକିରିଆ ଖୁସି ନାହାନ୍ତି | ଅବସର ସମୟକୁ ପଚାଶ କରି ଥିବା ବେଳେ ସାରା ରାଜ୍ୟ କୋହଳିବାରେ ଲାଗିଛି | ସରକାରୀ ଚାକିରିଆ ମାନଙ୍କୁ ବାଧ୍ୟତା ମୂଳକ ଅବସର ଦେବାକୁ ଯୋଗୀ ସରକାର ନିଷ୍ପତି ନେଇ ଥିବା ବେଳେ ଏଥିରେ ଏହି ନିୟମରେ ଲୋକ ମାନେ ବିବାଦ ସୃଷ୍ଟି କରୁଛନ୍ତି |
ଜୁଲାଇ ଏକ ତିରିଶ ସୁଦ୍ଧା ଦୁର୍ନୀତି ଗ୍ରସ୍ତ କର୍ମଚାରୀ, ଗୁରୁତର ଅସୁସ୍ଥ ଥିବା କର୍ମଚାରୀ, କାର୍ଯ୍ୟ ନ କରିବା ସ୍ଥିତିରେ ଥିବା କର୍ମଚାରୀ ବା କୌଣସି ଯାଞ୍ଚରେ ଫସି ଥିବା କର୍ମଚାରୀ ମାନଙ୍କୁ ବାଧ୍ୟତା ମୂଳକ ଅବସର ଦେଇ ଅଗଷ୍ଟ ପନ୍ଦର ସୁଦ୍ଧା ଅବସର ପ୍ରାପ୍ତ ଥିବା କର୍ମଚାରୀଙ୍କ ବିଷୟରେ ଏକ ରିପୋର୍ଟ ଦାଖଲ କରିବା ପାଇଁ ସାଧାରଣ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ଯୋଗୀ | ଆଉ ଏହି ନିର୍ଦେଶ ପାଇବା ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି |
ଗୁରୁତ୍ୱପୂର୍ଣ କଥା ହେଲା ପଚାଶ ବର୍ଷ ପୂରି ଥିବା ବ୍ୟକ୍ତି ମାନଙ୍କୁ ବାଧ୍ୟତା ମୂଳକ ଅବସର ଦିଆ ଯିବା ନାହିଁ ବରଂ ଯୋଉଁ ମାନେ ଭଲ କାମ କରୁ ନାହାନ୍ତି ଓ ଯୋଉଁ ମାନଙ୍କ ନାମରେ କୌଣସି ଦୁର୍ନୀତି ଅଛି ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରା ଯିବାର ସୂଚନା ମିଳି ଥିବାର ଜଣା ପଡିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।