
Vastu Shastra – ମହିଳା ମାନଙ୍କର ଏହି 3 ଟି ଭୁଲ ସ୍ୱାମୀକୁ କରିଦିଏ ଦରିଦ୍ର
ସମସ୍ତଙ୍କ ଘରେ ପ୍ରତିଦିନ କିଛି ନା କିଛି ଅସୁବିଧା ଲାଗି ରହିଥାଏ। ତେଣୁ ଯଦି ଘରେ କୌଣସି ଅସୁବିଧା ଆସିବାର ଥିବ ଘରେ ଥିବା ତୁଳସୀ ଗଛ ରେ ପ୍ରଥମେ ପ୍ରଭାବ ପଡ଼ିଥାଏ। ତୁଳସୀ ର ଗଛ ଶୁଖିଯାଏ। ଯାହା ଘରେ ଦାରିଦ୍ର୍ୟତା ଅସୁବିଧା ଆସିବାର ସଙ୍କେତ ମାନା ଯାଇଥାଏ। ଯଦି ଆପଣଙ୍କ ଘରେ ଲାଗିଥିବା ଗଛ ପତ୍ର ତୁରନ୍ତ ଶୁଖିବାକୁ ଲାଗେ ,ତାହେଲେ ତୁରନ୍ତ କାଟି ଦିଅନ୍ତୁ। ଘରେ ଲାଗିଥିବା ଗଛ ପତ୍ର ସବୁବେଳେ ହରାଭରା ହେବା ଦରକାର। ଆଜି ଆମେ ଆପଣଙ୍କୁ ଏମିତି କିଛି କାର୍ଯ୍ୟ ବିଷୟରେ ଜଣେଇବୁ ଯାହାକୁ ମହିଳା ମାନେ ଆଦୌ କରିବା ଉଚିତ୍ ନୁହେଁ।
୧- ଝାଡ଼ୁ
ଘରେ ଝାଡ଼ୁ ଲକ୍ଷ୍ମୀ ଙ୍କ ସୂଚକ ହୋଇଥାଏ। କାହିଁକିନା ଝାଡ଼ୁ ଘରର ଦାରିଦ୍ର୍ୟତା ବାହାରକୁ ବାହାର କରିଥାଏ। ଏହାଦ୍ୱାରା ଘରକୁ ସୁଖ ସମୃଦ୍ଧି ଧନ ଦୌଲତ ଆସିଥାଏ ।ଝାଡ଼ୁ ଉପରେ ପାଦ ରଖିବା ଉଚିତ୍ ନୁହେଁ। ଏହାଦ୍ୱାରା ମାତା ଲକ୍ଷ୍ମୀ ଙ୍କ ଅପମାନ ହୋଇଥାଏ। ସୂର୍ଯ୍ୟ ଅସ୍ତ ପରେ ଘରେ ଝାଡ଼ୁ ମାରିବା ଉଚିତ୍ ନୁହେଁ। ବାସ୍ତୁ ବିଜ୍ଞାନ ଅନୁସାରେ ଯେଉଁ ଲୋକ ଝାଡ଼ୁ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ନ ରଖି କେଉଁଠି ବି ଝାଡ଼ୁ ଏମିତି ରଖି ଦିଅନ୍ତି ସେମାନଙ୍କ ଆର୍ଥିକ ସଙ୍କଟ ର ସାମ୍ନା କରିବା ପାଇଁ ପଡ଼ିଥାଏ। ଏହାଦ୍ୱାରା ଖର୍ଚ୍ଚ ବଢ଼ିଥାଏ। ଆର୍ଥିକ ଅସୁବିଧା ର ସାମ୍ନା କରିବାକୁ ପଡ଼ିବ।
୨- କ୍ଷୀର ଉତୁରିବା
ଯେଉଁ ଘରେ କ୍ଷୀର ଉତୁରି ପଡ଼ିଥାଏ ,ସେହି ଘରେ ହଠାତ୍ ଘରର ଖର୍ଚ୍ଚ ବଢ଼ିଥାଏ। ଘରର ଲୋକ ମାନେ ରୋଗରେ ପଡ଼ିଥାନ୍ତି। ଯଦି ଘରେ ବାରମ୍ବାର କ୍ଷୀର ଉତୁରି ପଡ଼ିଥାଏ ସବୁବେଳେ ଦୈନିକ ଜୀବନ ରେ ଶୁଭ ନୁହେଁ। ତେଣୁ ଆପଣ ମାନେ ସେଥିପ୍ରତି ସର୍ବଦା ସତର୍କ ରହିବା ଉଚିତ୍।
୩- ଝିଟିପିଟି ଦେଖିବା
ଯଦି ଆପଣ କୌଣସି କାମରେ ବାହାରକୁ ଯାଇଥାନ୍ତି, ଏବଂ ଘରକୁ ଫେରିବା ପରେ ସବୁଠୁ ପ୍ରଥମେ ଝିଟିପିଟି ର ଦର୍ଶନ ହୋଇଥାଏ ,ତେବେ ଜାଣି ରଖନ୍ତୁ ଆପଣଙ୍କର ଖରାପ ସମୟ ଆରମ୍ଭ ହେବାକୁ ଯାଉଛି। ଘରେ ଝିଟିପିଟି ଦେଖିବା ଏମିତିରେ ବି ଶୁଭ ହୋଇଥାଏ ।କିନ୍ତୁ ଯଦି ଆପଣ ନୂଆ ଘର ନେଇଛନ୍ତି ଏବଂ ସେଠାରେ ମରିବା ଝିଟିପିଟି ମିଳିଯାଏ ତେବେ ଘରେ ପ୍ରବେଶ କରିବା ପୂର୍ବରୁ ଏହି ଘରେ ପୂଜା କରିବା ଉଚିତ୍। ଯଦି ଆପଣ ଏମିତି କରୁ ନାହାଁନ୍ତି, ତେବେ ସେହି ଘରେ ରହୁଥିବା ବ୍ୟକ୍ତି ର ରୋଗୀମୁକ୍ତ ହୋଇ ନଥାଏ।
୩- ମହିଳାଙ୍କ ଆଖି ଡେଇଁବା
ମହିଳାଙ୍କ ଆଖି ଡେଇଁବା ର ଅର୍ଥ ହେଉଛି ଆପଣଙ୍କ ଜୀବନରେ କିଛି ଭଲ ହେବାକୁ ଯାଉଛି। ଏହା ଶୁଭ ସଙ୍କେତ ର ଇଶାରା ଦେଇଥାଏ। ପୁରୁଷ ମାନଙ୍କର ବାମ ଆଖି ଡେଇଁବା ର ଅର୍ଥ ହେଉଛି ଆପଣଙ୍କ ଜୀବନରେ ଆହୁରି କଷ୍ଟ କରିବାକୁ ସମୟ ପାଖାପାଖି ଆସୁଛି ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।