
କେବଳ ୧୦ ଦିନରେ ସମସ୍ତ ବନ୍ଧ ଶିର ଖୋଲିଯିବ, ହାର୍ଟ ବ୍ଳକେଜ ( Heart Blockage ) ଦୁରେଇ ଯିବ , କରନ୍ତୁ ଏହି ଘୋରାଇ ଉପାୟ..
ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ନିୟୁରୋ ପ୍ରୋବ୍ଲେମ ବା ଶିର ସମସ୍ୟା ଦେଖିବାକୁ ମିଳୁଛି | ସେଥି ପାଇଁ ଆଜି ଆମେ ଆପଣଙ୍କୁ ଦୁଇଟି ଘରୋଇ ଉପଚାର ବିଷୟରେ ଜଣାଇବାକୁ ଯାଉଅଛୁ ଯାହାକୁ ପ୍ରୟୋଗ କଲେ ଆପଣଙ୍କର ବନ୍ଦ ସିରା ସବୁ ଦିନ ପାଇଁ ଖୋଲିଯିବ ତ ସହିତ ରକ୍ତ ପତଳା ହେବ|
ରକ୍ତ ପତଳା ହେଲେ ହାର୍ଟ ପ୍ରୋବ୍ଲେମର ସମସ୍ୟା କମ ଦେଖା ଯାଇଥାଏ କାରଣ ଧମନୀରେ ରକ୍ତ ଜମାଟ ବାନ୍ଧି ନ ଥାଏ | ଯଦି ଆପଣଙ୍କର କଲେସ୍ତୋରଳ ବଢ଼ି ଅଛି ତାହେଲେ ଏହି ରେମେଡିଟିକୁ ଘରେ ନିହାତି ବ୍ୟବହାର କରନ୍ତୁ | ଏହା ସମ୍ପୂର୍ଣ ଭାବେ ଏକ ଘରୋଇ ଉପଚାର ଅଟେ | ଏଥିରେ ସମସ୍ତ ଘରୋଇ ଜିନିଷର ବ୍ୟବହାର କରାଯିବ ଓ ଏହାର କୌଣସି ସାଇଡ ଏଫେକ୍ଟ ନାହିଁ | ତେବେ ଆସନ୍ତୁ ଜାଣିବା ଏହି ରେମେଡି ଗୁଡିକ ବିଷୟରେ |
ପ୍ରଥମ ଉପଚାର ପାଇଁ ଆବଶ୍ୟକ ଉପକରଣ :-
1.ଆପେଲ
2.ଲେମ୍ବୁ
3.ଲବଙ୍ଗ
4. ଗୋଲମରିଚ
5.ରସୁଣ
6. ଅଦା
ପ୍ରସ୍ତୁତି ପ୍ରଣାଳୀ :-ପ୍ରଥମେ ଏକ ପାତ୍ରରେ ଦୁଇ ଗ୍ଲାସ ପାଣି ନେଇ ଗ୍ୟାସରେ ବସାଇ ଗରମ କରନ୍ତୁ | ସେଥିରେ ଏକ ଆପେଲକୁ ଛୋଟ ଛୋଟ ଖଣ୍ଡରେ କାଟି ସେହି ପାଣିରେ ପକାଇ ଦିଅନ୍ତୁ | ତାପରେ ସେଥିରେ ଏକ ଫାଳ ଲେମ୍ବୁକୁ କାଟି ଚୋପା ସହ ସେହି ପାଣିରେ ପକାଇ ଦିଅନ୍ତୁ | ଏହା ପରେ ଦୁଇଟି ଲବଙ୍ଗ ପକାନ୍ତୁ ଯଦି ଲବଙ୍ଗ ନାହିଁ ତାହେଲେ ଚାରୋଟି ଗୋଲମରିଚକୁ ସେଇ ଥିରେ ପକାଇ ଫୁଟାନ୍ତୁ | ତାପରେ ଏଥିରେ ଦୁଇ କଲା ରସୁଣ ଓ କିଛି ଅଦା ଖଣ୍ଡ ଏହି ଗରମ ପାଣିରେ ମିଶାନ୍ତୁ | ଏହି ଫୁଟି ଫୁଟି ଏକ ଗ୍ଲାସ ହୋଇ ଗଲେ ଏହାକୁ ଛାଣି ନିଅନ୍ତୁ |
ଦ୍ୱିତୀୟ ଉପଚାର ପାଇଁ ଆବଶ୍ୟକ ଉପକରଣ :-
1.ଆପେଲ
2.ଲେମ୍ବୁ
3.ଲବଙ୍ଗ
4. ଗୋଲମରିଚ
5.ରସୁଣ
6. ଅଦା
ପ୍ରସ୍ତୁତି ପ୍ରଣାଳୀ :-
ଏକ ଗ୍ରାଇଣ୍ଡି ଜାରରେ ଗୋଟିଏ ଆପେଲକୁ ଛୋଟ ଖଣ୍ଡ କରି କାଟି ନିଅନ୍ତୁ | ଏଥିରେ ଏକ ଫାଳ ଲେମ୍ବୁକୁ ଛୋଟ ଛୋଟ ଖଣ୍ଡରେ କାଟି ପକାଇ ଦିଅନ୍ତୁ | ଦୁଇଟି ଲବଙ୍ଗ ଦୁଇଟି ରସୁଣ ଓ କିଛି ଅଦା ଖଣ୍ଡ ଏଥିରେ ମିଶାଇ ଏହାକୁ ଭଲ ଭାବେ ଗ୍ରାଇଣ୍ଡି କରି ଦିଅନ୍ତୁ | ଏବେ ଏହି ଥିରେ ଏକ ଛୋଟ ଚାମଚର ହଳଦୀ ଗୁଣ୍ଡ ମିଶାନ୍ତୁ | ଏବେ ଏହି ରେମେଡିଟି ବନି ପ୍ରସ୍ତୁତ ହୋଇ ଗଲା |
ବ୍ୟବହାର :- ଏହି ଦୁଇଟି ଘରୋଇ ଉପଚାର ଗୁଡିକୁ ଆପଣ ମାନେ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ବ୍ୟବହାର କରିବେ | ମାତ୍ର ଦଶ ଦିନରେ ଆପଣ ଫରକ ନଜର କରି ପାରିବେ | ଏହି ରେମେଡି ଆପଣଙ୍କର ଓଜନ କମାଇବା ସହ ଇମ୍ୟୁନିଟିକୁ ଠିକ ରଖିବ | ଏହା ସହ ଉଚ୍ଚ ରକ୍ତ ଚାପ, କଲେସ୍ତୋରଲ, ଡାଇବେଟିସ ଆଦି ରୋଗକୁ ନିୟନ୍ତ୍ରଣରେ ରଖିବ ଏବଂ ଆପଣଙ୍କ ପେଟ ଜନିତ ସମସ୍ୟା ଦୂର କରିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।