
Vivekam Kids ଦ୍ୱାରା ବହୁତ ସୁନ୍ଦର ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି….
ସୋସିଆଲ ମିଡ଼ିଆ ଆଜିର ଯୁବପିଢିଙ୍କ ପ୍ରଥମ ପସନ୍ଦ ହୋଇ ପାରିଛି। ସମସ୍ତେ ସୋସିଆଲ ମିଡିଆରେ ସମୟ ବିତାଇବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ସୋସିଆଲ ମିଡିଆରେ ମାଧ୍ଯମରେ ଲୋକେ ନିଜର ସ୍ଵତନ୍ତ୍ର ପରିଚୟ ତିଆରି କରି ପାରୁଛନ୍ତି।ଅନେକ ଲୋକ ଏମିତି ରହିଥାନ୍ତି ଯେଉଁ ମାନଙ୍କ ଭିତରେ ପ୍ରତିଭା ଭରି ହୋଇ ରହିଥାଏ। କିନ୍ତୁ ସେମାନଙ୍କୁ ସଠିକ ସୁଯୋଗ ନ ମିଳିବାରୁ ସେମାନଙ୍କ ପ୍ରତିଭା ସବୁ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ହୋଇ ରହି ଯାଉଛି। କିନ୍ତୁ ସୋସିଆଲ ମିଡ଼ିଆ ମାଧ୍ୟମରେ ସେହି ସବୁ ଲୁଚି ରହିଥିବା ପ୍ରତିଭା ଗୁଡ଼ିକ ଲୋକ ଲୋଚନ କୁ ଆସି ପାରୁଛି। ଯାହା ଦ୍ଵାରା ଆମେ ସେଇ ସବୁ ପ୍ରତିଭା ବାବଦରେ ଜାଣି ପାରୁଛୁ।
ତେବେ ସୋସିଆଲ୍ ମିଡିଆରେ ମାନେ କୁନି କୁନି ପିଲାମାନଙ୍କୁ ନେଇ ଅନେକ ପ୍ରକାର ଭିଡିଓ ଭାଇରାଲ୍ ହେଉଥିବାର ଆପଣମାନେ ଦେଖିଥିବେ। କୁନି କୁନି ପିଲାମାନଙ୍କ କୌତୁକିତ କଥାବାର୍ତ୍ତା ନାଚ ଗୀତ ଆମକୁ ଖୁବ୍ ଖୁସି ଦେଇଥାଏ। କୁନି କୁନି ପିଲାଙ୍କ ମିଠା ମିଠା ହସ ସେମାନଙ୍କ କୌତୁକିଆ ଥଟ୍ଟା ତାମସା ସେମାନଙ୍କ ସରଳ ମୁଁହ ଖୁବ୍ ଚମତ୍କାର। ଯେଉଁ ଘରେ ଛୋଟ ପିଲାମାନେ ରହିଥାନ୍ତି ସେହି ଘର ହସ ଖୁସିରେ ଫାଟି ପଡୁଥାଏ।ତେବେ ବିଭିନ୍ନ ସମୟରେ କୁନି ପିଲା ମାନଙ୍କର ଏହିଭଳି ଅନେକ ଭିଡିଓ ଲୋକ ଲୋଚନକୁ ଆସିବାର ଦେଖା ଯାଇଥାଏ।
ଠିକ୍ ସେହି ଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ଖୁବ୍ ଖୁସି ହେବେ। ଏହି ଭିଡ଼ିଓକୁ ଥରେ ଭଲ ଭାବରେ ଦେଖି ନିଅନ୍ତୁ। ଭିଡିଓ ରେ ଦେଖିବାକୁ ମିଳୁଛି ଛୋଟ ଛୋଟ ପିଲା ମାନେ କିଭଳି ଅତି ସୁନ୍ଦର୍ ଭାବରେ ନାଚୁଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି କିଛି କୁନି କୁନି ଝିଅମାନେ ଏକ ଷ୍ଟେଜ୍ ରେ ସୁନ୍ଦର୍ ଭାବେ ଡାନ୍ସ କରୁଛନ୍ତି। ସମସ୍ତେ ନୀଳ ରଙ୍ଗର ଡ୍ରେସ ପିନ୍ଧିଛନ୍ତି। ଆଉ ସମସ୍ତେ ଖୁବ୍ ସୁନ୍ଦର୍ ଭାବେ ନୃତ୍ୟ ପରିବେଷଣ କରୁଛନ୍ତି।ଏହି କୁନି କୁନି ଝିଅ ମାନଙ୍କ ତାଳମେଳ ଠିକ୍ ହେଉନାହିଁ ସତ କିନ୍ତୁ ଏତେ କମ୍ ବୟସରେ ପିଲା ମାନଙ୍କ ଏ ପ୍ରଚେଷ୍ଟାକୁ ଦର୍ଶକମାନେ ଖୁବ୍ ପ୍ରଶଂସା କରିଛନ୍ତି।
ଏହି କୁନି କୁନି ପିଲା ମାନଙ୍କ ଡାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ସୁନ୍ଦର୍ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ଦଶ ମିଲିୟନ ଦର୍ଶକ ଦେଖି ସାରିଲେଣି। ଭିଡିଓଟି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି ଏଥି ସହିତ ଦର୍ଶକ ମାନେ ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି। ତେବେ ଆପଣ ମଧ୍ୟ ଏହି କୁନି କୁନି ପିଲାମାନଙ୍କ ଏହି ଡାନ୍ସ ଦେଖି ନିଅନ୍ତୁ। ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।