ସବୁ ସମୟ ଖବର ସାଥିରେ

viral ଭିଡ଼ିଓ – ସିଙ୍ଗର ଅର୍ପିତା କହିଲେ ନିଜ ପ୍ରେମ କାହାଣୀ ଶୁଣିଲେ ହସି ଗଡ଼ିବେ ,ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ!

0 41

ସଙ୍ଗୀତ ଶୁଣିବା ପାଇଁ କାହାକୁ ଭଲ ଲାଗେ ନାହିଁ। ପ୍ରାୟ ସମସ୍ତେ ସଙ୍ଗୀତ ଶୁଣିବା ପାଇଁ ଆଗ୍ରହୀ ରହି ଥାନ୍ତି। କିଛି ଲୋକେ ଗୀତ ଶୁଣିବାକୁ ଭଲ ପାଇଥାନ୍ତି ତ କିଛି ଲୋକେ ଗୀତ ଗାଇବାକୁ ଭଲ ପାଇଥାନ୍ତି। ସ୍ୱର ଆସୁକି ନଆସୁ ଗୀତ କିନ୍ତୁ ସମସ୍ତେ ଗୁଣୁଗୁଣୁ କରିଥାନ୍ତି। ତେବେ ଆମ ଗହଣରେ କିଛି ଏମିତି କଣ୍ଠଶିଳ୍ପୀ ରହିଥାନ୍ତି ଯେଉଁ ମାନଙ୍କ ସ୍ୱରରେ ଏକ ଯାଦୁ ରହିଥାଏ। ଏମାନଙ୍କ ଗୀତ ଶୁଣିବା ସମସ୍ତେ ପାଗଳ ହୋଇ ଉଠନ୍ତି। ଆଜି ଆମେ ସେହି ଭଳି ଏକ ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ବିଷୟରେ କହିବାକୁ ଯାଉଛୁ।

କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓଡ଼ିଆ ସଙ୍ଗୀତ ଜଗତର ଏକ ଜଣାଶୁଣା ନା। ତାଙ୍କର ଗୀତ କଣ୍ଠର ଯାଦୁରେ ସମସ୍ତଙ୍କ ମନରେ ଜାଗା କିଣି ପାରିଛନ୍ତି ଅର୍ପିତା। ଅର୍ପିତା ଯେତିକି ସୁନ୍ଦର୍ ଗୀତଗାଇଥାନ୍ତି ସେତିକି ଅଧିକ ସୁନ୍ଦର୍ ମଧ୍ୟ ଅଟନ୍ତି। ଗୀତ ଗାଇବା ସହ ଡାନ୍ସ ପାଇଁ ମଧ୍ୟ ଖୁବ୍ ରୁଚି ରହିଛି।

ତେବେ ଆପଣ ମାନେ ତାଙ୍କର ଅନେକ ଜବରଦସ୍ତ ଗୀତ ଗାଇଥିବା ର ନିଶ୍ଚୟ ଦେଖିଥିବେ । ସେ ବହୁ ଗୁଡିଏ ଭଜନ ଚଳଚିତ୍ର ଓ ଆଲବମ ରେ ଗୀତ ଗାଇ ଲୋକ ମାନ ଙ୍କୁ ବେସ ମନୋରଞ୍ଜନ କରାଇଛନ୍ତି। ତାଙ୍କର ସବୁ ଗୀତ ଗୁଡ଼ିକକୁ ଅଧିକ ମାତ୍ରାରେ ପସନ୍ଦ କରିଥାନ୍ତି ଦର୍ଶକ।

ପିଲା ଦିନରୁ ସେ ଗୀତ ଶିଖିବା ଆରମ୍ଭ କରିଥିଲେ।ନବମ ଶ୍ରେଣୀ ରେ ପଢୁଥିବା ସମୟ ରେ ଭୟସ ଅଫ ଓଡିଶା ର ଏକ ରିଆଲିଟି ସୋ ରେ ଭାଗ ନେଇଥିଲେ ଓ ସେ ତାଙ୍କ ସୁ ମଧୁର କଣ୍ଠ ରେ ଜବରଦସ୍ତ ଗୀତ ଗାଇ ବେସ ଲୋକ ପ୍ରିୟ ହୋଇ ପାରିଥିଲେ।

 ଏହା ପର ଠାରୁ ଅର୍ପିତା ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ଗୋଟିଏ ପରେ ଗୋଟିଏ ଗୀତରେ କଣ୍ଠଦାନ କରିଛନ୍ତି ଚାଲିଛନ୍ତି ଅର୍ପିତା। ତେବେ ବର୍ତ୍ତମାନ ସମୟରେ ଓଡ଼ିଶାର ସେ ଏକ ଆଗ ଧାଡ଼ିର ଗାଇକା ଭାବରେ ପରିଚିତ।

ତେବେ କିଛିଦିନ ପୂର୍ବରୁ କଳିଙ୍ଗ ଟିଭି ଚ୍ୟାନେଲ ପ୍ରସାରିତ ହେଉଥିବା ଏକ ରିଆଲିଟି ଶୋ ଫେସ୍ ଟୁ ଫେସ୍ କୁ ଗେଷ୍ଟ ଭାବରେ ଆସିଥିଲେ ଅର୍ପିତା। ଓ ଏହି ରିଆଲିଟି ସୋ ର ଆଙ୍କର ତାଙ୍କୁ ବହୁତ ସାରା ପ୍ରଶ୍ନ କରିଥିଲେ।

ଆଙ୍କର ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ଙ୍କୁ କୌଣସି ମ୍ୟୁଜିକ ଡାଇରେକ୍ଟର ଡେଟିଙ୍ଗ ପାଇଁ ପ୍ରପୋଜ କରିଛନ୍ତି କି ଓ ଏହା ଉତ୍ତର ରେ ଅର୍ପିତା କହିଥିଲେ ଯେ ହଁ ଜଣେ ଡାଇରେକ୍ଟର ତାଙ୍କୁ ଡେଟିଙ୍ଗ କରିବା ପାଇଁ ପ୍ରପୋଜ କରିଥିଲେ । ତେବେ ବନ୍ଧୁଗଣ ପ୍ରପୋଜ କରିଥିବା ମ୍ୟୁଜିକ ଡାଇରେକ୍ଟର ଙ୍କ ନାମ କହି ନଥିଲେ ଅର୍ପିତା । ଏଥି ସହିତ ଏହି ଶୋରେ ଅର୍ପିତା ତାଙ୍କର ଅନେକ କିଛି ଅନୁଭୂତି ସେୟାର କରିଥିଲେ। ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।