ସବୁ ସମୟ ଖବର ସାଥିରେ

viral ଭିଡ଼ିଓ – ସାନ ଭାଇର ଶାଳୀକୁ କମେଣ୍ଟ ମାରିବାରୁ ବଡ ଭାଇ କୁ ହତ୍ୟା କଲା ସାନ ଭାଇ ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ!

0 59

ବଲାଙ୍ଗୀର ରୋହିଦାସ ପଡ଼ାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସାନ ଭାଇକୁ ଅତି ନିର୍ଦ୍ଦୟ ଭାବରେ ହତ୍ୟା କରିଛି ବଡ ଭାଇ ଏମିତି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଲା ପରେ ଚମକି ପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦାମାନେ।

ସୂଚନା ଅନୁଯାୟୀ ସାନ ଭାଇର ଶାଳୀକୁ କମେଣ୍ଟ ମାରୁଥିଲା ବଡ ଭାଇ। ସାନ ଭାଇ ବିରୁଦ୍ଧ କରିବାରୁ ସାନ ଭାଇକୁ ଅତି ନିର୍ମମ ଭାବେ ହତ୍ୟା କରିଛି ବଡ ଭାଇ। ବଲାଙ୍ଗୀର ରୋହିଦାସ ପଡ଼ାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଜଣାପଡିଛି ବଡ ଭାଇ ରାଜୀନ ରୋହିଦା ଅତ୍ୟଧିକ ମଦ୍ୟ ପାନ କରିଥିଲେ। ମଦ୍ୟପ ଅବସ୍ଥାରେ ସାନ ଭାଇର ତଣ୍ଟି ଚିପି ହତ୍ୟା କରିଥିଲେ ସାନ ଭାଇକୁ।

 ମୃତ ବ୍ୟକ୍ତି ଜଣଙ୍କ ହେଲେ ଯୋଶେଫ ରୋହିଦା । ପୁଲିସ ବଡ଼ଭାଇ ରାଜୀନ ରୋହିଦାକୁ ଅଟକ ରଖି ପଚରାଉଚରା କରୁଛି। ଯୋସେଫଙ୍କ ଶାଳୀ କୁ ବଡ ଭାଇ ରାଜିନ ମଦ୍ୟ ପାନ କରି ବିଭିନ୍ନ ସମୟରେ କମେଣ୍ଟ ମରିବାସହ ରୀତି ମତ ଭାବରେ ହଇରାଣ କରୁଥିଲେ।ଏନେଇ ଦୁଇ ଭାଇ ମଧ୍ୟରେ ବଚସା ଓ ମାରପିଟ୍ ହୋଇଥିଲା। ଦୁଇ ଭାଇଙ୍କ ମଧ୍ୟରେ ରୀତିମତ ଗଣ୍ଡଗୋଳ ଦେଖିବାକୁ ମିଳୁଥିଲା।

ସାନ ଭାଇଙ୍କ ଶାଳୀକୁ ବଡ ଭାଇ ରାଜିନ ମଦ ପିଇ ଖୁବ ଖରାପ ଭାବରେ ଗାଳି ଗୁଲଜ କରୁଥିଲେ। ଏହାକୁ ଜାଣି ପାରି ସାନ ଭାଇ ଯୋସେଫ ଏବଂ ତାଙ୍କ ପତ୍ନୀ ଏହାକୁ ବିରୋଧ କରୁଥିଲେ। ଏ ନେଇ ଦୁଇ ଭାଇଙ୍କ ମଧ୍ୟରେ ଅସନ୍ତୋଷ ବିବାଦ ଲାଗି ରହିଥିଲା।

ଯେଉଁ ଦିନ ରାତିରେ ଯୋସେଫଙ୍କ ମୃତ୍ୟୁ ହୋଇଛି ସେହି ଦିନ ସନ୍ଧ୍ୟା ସମୟରେ ଦୁଇ ଭାଇଙ୍କ ମଧ୍ୟରେ ବହୁତ ଯୁକ୍ତି ତର୍କ ହୋଇଥିଲା। ଏହାପରେ ରାଜୀନ ଘରଛାଡି ଚାଲି ଯାଇଥିଲେ । ରାତି ସମୟରେ ଅତ୍ୟଧିକ ମଦ୍ୟ ପାନ କରି ରାଗିଯାଇ ମଦ୍ୟପ ଅବସ୍ଥାରେ ସାନ ଭାଇ ଯୋଶେଫଙ୍କ ତଣ୍ଟିଚିପି ଦେଇଥିଲେ।

ଯୋସେଫ ତାଙ୍କ ଝିଅ ସହିତ ବାହାରେ ସୋଇଥିଲେ । ଏତିକି ବେଳେ ବଡ ଭାଇ ରାଜିନ ଆସି ସାନ ଭାଇ ଯୋସେଫଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ପାଖରେ ଶୋଇ ଥିବା ଝିଅ ଅଳ୍ପକେ ଆକ୍ରମଣରୁ ବର୍ତ୍ତି ଯାଇଛି।

ଏହା ପରେ ଯୋସେଫ ତଳେ ପଡ଼ି ଯାଇଥିଲେ । ପରିବାର ଲୋକେ ଯୋଶେଫରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥି ସହିତ ପୋଲିସ ଅଭିଯୁକ୍ତ ବଡ ଭାଇ ରାଜିନ ରୋହିଦାଙ୍କୁ ଗିରଫ କରି ପଚରା ଉଚୁରା ଜାରି ରଖିଛି।

ତେବେ ବର୍ତ୍ତମାନ ସମୟରେ ଆମ ସମାଜରେ ଏମିତି ଅନେକ ଘଟଣା ଗୁଡ଼ିକ ଦେଖିବାକୁ ମିଳୁଛି। ଆଜିର ଏ ସମାଜର ଲୋକ ମାନେ କୁସଙ୍ଗର ବଶବର୍ତ୍ତୀ ହୋଇ ନିଜର ସମାଜିକତା ଭୁଲି ଯିବାକୁ ଲାଗିଲେଣି। ଟିକିଏ ଟିକିଏ ଯୁକ୍ତି ତର୍କରୁ ଏମିତି ଦୃଦୟ ବିଦାରକ ଅଭାବନୀୟ ପରିସ୍ଥିତି ପ୍ରତ୍ୟେକ ଦିନ ସାମ୍ନାକୁ ଆସିବାକୁ ଲାଗୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।