
viral ଭିଡ଼ିଓ -ଶାଳୀ ଅଧା ଘରବାଲି! ଶାଳୀ ପ୍ରେମରେ ବାୟା ହୋଇ ଭିଣେଇ କଲା ଏମିତି କାଣ୍ଡ ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ବର୍ତ୍ତମାନ ସମୟରେ ଏମିତି ଏକଖବର ଗଣ ମାଧ୍ୟମରେ ପ୍ରକାଶ ପାଇବାରେ ଲାଗିଛି ଯାହା ଆପଣ କେବେ ଚିନ୍ତା କରି ନଥିବେ।କଥାରେ ରହିଛି ଶାଳୀ ଅଧା ଘରବାଲି। ସ୍ତ୍ରୀର ଯେତିକି ଭାଗ ଅଧିକାର ରହିଛି ତାର ଅଧା ଭାଗ ଶାଳୀ ପାଖରେ ରହିଥିବାର ଦେଖିବାକୁ ମିଳୁଛି। ଦ୍ୱିତୀୟ ସ୍ତ୍ରୀ ପାଖରେ ୨ କୋଟି ଟଙ୍କା ରହିଥିବା ବେଳେ ଶାଳୀ ପାଖରେ ରହିଛି ଏକ କୋଟି ଟଙ୍କା। ସ୍ତ୍ରୀ ପାଖରେ ୮୦୦ ଗ୍ରାମର ସୁନା ରହିଥିବା ବେଳେ ଶାଳୀ ପାଖରେ ରହିଛି ୪୦୦ ଗ୍ରାମର ସୁନା।କେବଳ ଏତିକି ନୁହେଁ ସ୍ତ୍ରୀ ପାଖରେ ୨ଟି ଫ୍ଲାଟ୍ ରହିଥିବା ବେଳେ ଶାଳୀ ପାଖରେ ରହିଛି ଗୋଟିଏ ଫ୍ଲାଟ୍।
ଭଞ୍ଜନଗର ଜଳ ସମ୍ପଦ ବିଭାଗର ସହକାରୀ କର୍ମୀ କାର୍ତ୍ତିକଚନ୍ଦ୍ର ରାଉତଙ୍କ ଚାରିଶହ ବିସ୍ ଶାଳୀ। କଥାରେ ରହିଛି ଶାଳୀ ଅଧା ଘରବାଲି କାହା ପାଇଁ ଏହି ବକ୍ୟର ଅର୍ଥ କଣ ହୋଇପାରେ।
କିନ୍ତୁ ଏଠାରେ ଏହି ବାବୁ ଜଣକ ତାଙ୍କ ଶାଳୀକୁ ସ୍ତ୍ରୀର ଅଧା ଭାଗ ଦେବାରେ ଟିକେହେଲେ କୁଣ୍ଠାବୋଧ କରି ନାହାନ୍ତି। ବାବୁଙ୍କ ଶାଳୀ ପ୍ରେମରୁ ଏହା ସମ୍ପୁର୍ଣ୍ଣ ରୂପେ ଜଣା ପଡ଼ିଛି ଯେ ଶାଳୀ ଓ ଭିଣୋଇଙ୍କ ମଧ୍ୟରେ ନିବିଡତା କେତେ ଗଭୀର ରହିଛି।
ରାଜଧାନୀର ଶାଲିଆସାହି ବସ୍ତିରେ ରୁହନ୍ତୁ ଇଞ୍ଜିନିୟର ବାବୁଙ୍କ ଶାଳୀ ଉର୍ବଶୀ ପ୍ରଧାନ। ପୂର୍ବରୁ ସେ ଏଠାରେ ରହୁ ନଥିଲେ। ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଦେବା ପରେ ଇଞ୍ଜିନିୟର ବାବୁଙ୍କ ପ୍ରଥମ ସ୍ତ୍ରୀ କଳ୍ପନା ପ୍ରଧାନ ତିନି ଦିନ ତଳେ ତାଙ୍କ ଭଉଣୀଙ୍କୁ ଏଠାରେ ଛାଡି ଯାଇଥିଲେ।
ସାଥିରେ ଟଙ୍କା ଓ ସୁନା ଗହଣା ମଧ୍ୟ ନେଇ ଆସିଥିଲେ। ତେବେ ଭିଜିଲାନ୍ସ କଉଠୁ ଖବର ପାଇ ଚଢ଼ଉ କରିଦେଲା ତାହା ବିଷୟରେ ଟିକେ ହେଲେ ସୁରାକ ପାଇନଥିଲେ ଇଞ୍ଜିନିୟର।
ତେବେ ସବୁଠାରୁ ବଡ଼ କଥା ହେଉଛି ଭିଜିଲାନ୍ସତ୍ ଚଢ଼ାଉ ପରେ ଯାହା ମିଳିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ତ୍ରୀ ପାଖରେ ଯେତିକି ପରିମାଣରେ ଟଙ୍କା ସୁନା ମିଳିଛି ତର ଅଧା ଶାଳୀ ଶାଳୀ ଠାରେ ଦେଖିବାକୁ ମିଳୁଛି।
ଦ୍ୱିତୀୟ ସ୍ତ୍ରୀ ପାଖରେ ୨ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ଶାଳୀ ପାଖରୁ ୧ କୋଟି ଟଙ୍କା ଜବତ କରାଯାଇଛି। ସେହିଭଳି ସ୍ତ୍ରୀ ପାଖରେ ୮୦୦ ଗ୍ରାମର ସୁନା ଗହଣା ଜବତ କରା ଯାଇଥିବା ବେଳେ ଶାଳୀ ପାଖରୁ ମଧ୍ୟ ୪୦୦ ଗ୍ରାମର ସୁନା ଗହଣା ଜବତ କରାଯାଇଛି।
ପୂର୍ବରୁ ଦୁଇ ଭଉଣୀ ସାଲିଆସାହିରେ ରହୁଥିଲେ। ହେଲେ ବିବାହ ପରେ ଟାଟା ଆରୀୟନାକୁ ଯାଇଥିଲେ। ବଡ ଭଉଣୀ ଅର୍ଥାତ୍ ଇଞ୍ଜିନିୟରଙ୍କ ଦ୍ୱିତୀୟ ସ୍ତ୍ରୀ କଳ୍ପନା ଦିନ ମଜୁରିଆ ଭାବେ କାମ କରୁଥିଲେ। ସିମେଣ୍ଟ କଂକରିଟ କାମ କରି ଘର ଚଳାଉ ଥିଲେ। ହେଲେ ସେମାନଙ୍କ ନାରେ ୩ଟି କୋଠା ରହିଛି ତାବି ପୁଣି ଭିଆଇପି ଅଞ୍ଚଳରେ। ଯାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।