
viral ଭିଡ଼ିଓ -ରାସ୍ତାରେ ପୋଲିସ duty କରୁଥିବା ସମୟ ରେ , ପଛରେ ଷଣ୍ଢ ଆସି ଉଠାଇ ଫିଙ୍ଗି ଦେଲା । ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ପଲିସ ଡିଉଟି କରୁ ଥିବା ସମୟ ରେ ଷଣ୍ଢ ମାରିଲା ପଛରେ ନାତ । ଘଟଣା ଟି ଏତେ ଭୟଙ୍କର ଥିଲା ଆପଣ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ । ପୋଲିସ ଆମ ପାଇଁ ରକ୍ଷା କବଚ ଅଟେ । ଲୋକ ମାନକୁ ଠିକ ବାଟକୁ ଆଣିବା ପାଇଁ ପୋଲିସ ଖରା ବର୍ଷା କିଛି ନ ମାନି ସବୁ ସମୟ ରେ ଡିଉଟି କରି ଥାଏ । ପୋଲିସ ସମସ୍ତଂକୁ ସୁରକ୍ଷା ଦେଇ ଥାଏ ।
କରନା ମହା ମାରି ସମୟ ରେ ପୋଲିସ ନିଜ ଜୀବନ କୁ ବାଜି ଲଗାଇ । ବଜାର ରେ ଡିଉଟି କରୁ ଥିଲା । ଲୋକ ମାନକୁ ସତର୍କ କରୁ ଥିଲା । ବାହାରକୁ ବାହାର ନାହିଁ । କିନ୍ତୁ ସେ ନିଜ ଜୀବନ କୁ ବାଜି ଲଗେଇ ବାହାରେ ବୁଲୁ ଥିଲା । ଲୋକଙ୍କ ମଧ୍ୟ ରେ ଭିଡ଼ କରିବା ପାଇଁ ଦେଉ ନ ଥିଲା । କିନ୍ତୁ ଆଜିର ଏହି ଦୃଶ୍ୟ ଦେଖିଲେ ଆପଣ ମାନେ ମଧ୍ୟ ଡରି ଯିବେ । ତେବେ ଆପଣ ଏହାକୁ ଦେଖିବା ପରେ କେବେ ଷଣ୍ଢ ଆଗକୁ ଯିବେ ନାହିଁ । ତେବେ ଆସନ୍ତୁ ସେହି ଘଟଣା ବିଷୟ ରେ ଜାଣିବା ।
ତେବେ ଏହି ଘଟଣା ଟି ଦିଲ୍ଲୀ ରେ ଘଟି ଥିଲା । ପୁରୁଷ ପୋଲିସ ଜଣଙ୍କ ଡିଉଟି କରୁ ଥିବା ସମୟ ରେ , ଏକ ଷଣ୍ଢ ଆସି ପଛ ପଟୁ ଆକ୍ରମଣ କରି ଥିଲା । ଯାହା ଫୋଳରେ ଲୋକ ଟି ଉପରକୁ ଉଠି ଫିଲ୍ମ ଷ୍ଟାଇଲ ରେ ପଡି ଯାଇ ଥିଲା । ତେବେ ଷଣ୍ଢ ଟି ସିଙ୍ଘ ରେ ଉପରକୁ ଟେକି ଦେଇ ଥିଲା । ଲୋକ ଟି ଉପରକୁ ଉଠି ତଳେ ପଡି ଯାଇ ଥିଲା । ଯାହା ଫୋଳରେ ତାର ମୁଣ୍ଡ ରେ ରକ୍ତ ବାହାରୁ ଥିଲା ।
ସେହି ସମୟ ରେ ଅନ୍ୟ ଜଣେ ପୋଲିସ ଆସି ତାଙ୍କୁ ସେଠାରୁ ଉଦ୍ଧାର କରି ଥିଲା । ଆଉ ତାଙ୍କୁ ହସ୍ପିଟାଲ ରେ ଭର୍ତି କରି ଥିଲା । ଏହି ଘଟଣା ଟି ସେଠାକାର ଲୋକ ଦେଖି ସାରିବା ପରେ ଡରି ଯାଇ ଥିଲେ । ତେଣୁ ସେମାନେ ସେହି ସମୟ ରେ ପୋଲିସ ଟିକୁ ରକ୍ଷା କରିବା ପାଇଁ ଯାଇ ନ ଥିଲେ । କିନ୍ତୁ ଅନ୍ୟ ଜଣେ ପୋଲିସ ସାହସ କରି ତାଙ୍କୁ ଉଦ୍ଧାର କରି ଥିଲେ ।
ଠିକ ସେହି ଭଳି ଗୋଟେ ଘଟଣା ଘଟି ଥିଲା ଗୁଜୁରାଟ ରେ । ଗୁଜରାଟ ରେ ଏମିତି ହୋଇ ଥିଲା । କିନ୍ତୁ ସେଠାରେ ଲୋକ ମାନେ ପୋଲିସ ଟିକୁ ବଞ୍ଚାଇ ଥିଲେ । ତେଣୁ ବିପଦ ଏମିତି ଆସେ କେହି ଜାଣି ପାରେନା ।
ହଟାତ ଆସିବ ଆଉ ସବୁ କିଛି ସର୍ବନାଶ କରି ଦେଵ । ଆଉ ତା ପରେ ସେ ତା ବାଟରେ ଚାଲି ଯିବ । ତେଣୁ ଆପଣ ମାନେ ଯିଏ ଯେଉଁ ବିପଦ ରେ ପଡି ଥାଉ ତାକୁ ସାହାର୍ଯ୍ୟ କରନ୍ତୁ , ଦେଖିବେ ଆପଣ ବିପଦ ରେ ପଡି ଥିଲେ ଆପଣଂକୁ ବି କିଏ ସାହାର୍ଯ୍ୟ କରିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।