ସବୁ ସମୟ ଖବର ସାଥିରେ

viral ଭିଡ଼ିଓ – ପ୍ରେମ ପାଇଁ ଚାଲିଗଲା ଯୁବତୀ ଙ୍କର ଜୀବନ……ବୟସ ରେ ବଡ଼ ହୋଇଥିବା ରୁ ବିବାହ ପାଇଁ ମନା କରିଦେଲା ପ୍ରେମିକ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ!

0 62

ଯୁବତୀ ଙ୍କ ପାଇଁ ପ୍ରେମ କାଳ ହୋଇଗଲା। ଯେଉଁ ପ୍ରେମ କୁ ନେଇ ଦିନେ ସୁନାର ସଂସାର କରିବାର ସ୍ୱପ୍ନ ଦେଖିଥିଲେ ଆଜି ସେହି ପ୍ରେମ ହିଁ ଯୁବତୀ ର ମୃତ୍ୟୁ ର କାରଣ ହୋଇଯାଇଛି। ତେବେ ବନ୍ଧୁଗଣ ଏହିଭଳି ଏକ ଘଟଣା ବର୍ତ୍ତମାନ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ରେ ଦେଖିବାକୁ ମିଳିଛି ,ଯେଉଁ ଘଟଣା ଟି ବିଷୟ ରେ ଜାଣିଲେ ଆପଣ ମୁଣ୍ଡ ରେ ହାତ ଦେବେ। ତେବେ ଘଟଣା ଟି କିଛି ଏହିପରି ରହିଛି କି ଜଣେ ଧକାବାଜ ପ୍ରେମିକ ନିଜ ପ୍ରେମିକା କୁ ବିବାହ କରିବାକୁ ମନା କରିବାରୁ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି, ବର୍ତ୍ତମାନ ପୋଲିସ ଯୁବତୀ ଙ୍କର ମୃତ ଦେହ ଉଦ୍ଧାର କରିଛି।

ତେବେ ଏବେର ପ୍ରେମ ଏକ ପ୍ରକାରର ସାମାଜିକ ରୋଗ ପରି ବ୍ୟାପୀ ରହିଛି ଯାହାର କି କୌଣସି ସୀମା ମଧ୍ୟ ଆପଣ ନିଧାରଣ କରିପାରିବେ ନାହିଁ । ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି ।

ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା ।

ତେବେ ଘଟଣା ଟି କିଛି ଏହିପରି ଥିଲା କି, ବିଶ୍ଵଜିତ ନାମକ ଜଣେ ଯୁବକ ଭୁବନେଶ୍ୱର ର ଏକ ଘରୋଇ କମ୍ପାନୀରେ ରେ କାମ କରୁଥିଲେ।ତେବେ ଏହି ମଧ୍ୟରେ ସେଠାରେ ବିଶ୍ଵଜିତ ଙ୍କର ସୁରେଖା ନାମକ ଜଣେ ଜଣେ ଯୁବତୀ ଙ୍କ ସହ ପ୍ରେମ ହୋଇଥିଲା। ତେବେ ଉଭୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ ହେବାକୁ ଲାଗିଲା ,ଆଉ ସୁରେଖା ବିଶ୍ଵଜିତ ଙ୍କୁ ବିବାହ କରିବା କୁ ଚଂହୁଥିଲେ ।ମାତ୍ର ବିଶଜିତ ସୁରେଖା ଙ୍କୁ ବିବାହ କରିବାକୁ ଚାଁହୁ ନଥିଲେ କାରଣ ସୁରେଖା ତାଙ୍କ ଠାରୁ ବୟସ ରେ ବଡ଼ ଥିଲେ।


ତେବେ ଏହି ମାମଲା କୁ ନେଇ ଉଭୟ ଙ୍କ ମଧ୍ୟରେ ପାଟି ତୁଣ୍ଡ ଆରମ୍ଭ ହୋଇଥିଲା , କିନ୍ତୁ ସୁରେଖା ଙ୍କର ଗୋଟିଏ ମାତ୍ର ଜିଦି ଥିଲା କି ସେ ବିଶ୍ଵଜିତ ଙ୍କୁ ବିବାହ କରିବାକୁ।କିନ୍ତୁ ବିଶ୍ଵଜିତ ନିଜ ସାଙ୍ଗ ମାନଙ୍କ କଥା ରେ ପଡି ସୁରେଖା ଙ୍କୁ ବିବାହ କରିବାକୁ ଚାଁହୁ ନଥିଲେ।ତେବେ ଏହି କଥାକୁ ନେଇ ମାନସିକ ସ୍ତରରେ ସୁରେଖା ଦୁର୍ବଳ ହୋଇଯାଇ ଥିଲେ ଆଉ ଆତ୍ମହତ୍ୟା କରିବା କୁ ନିଷ୍ପତ୍ତି ନେଇଥିଲେ ।

ତେବେ ସୁରେଖା ଙ୍କୁ ଆତ୍ମହତ୍ୟା କରିବା ଦେଖି ବିଶ୍ଵଜିତ ଦୁଇ ବନ୍ଧୁଙ୍କ ସହ ମିଶି ସ୍କାଇ ଲାଇଟ ଭାଙ୍ଗି ଘରେ ପଶିଥିଲେ ମାତ୍ର ସୁରେଖା ଙ୍କୁ ବଞ୍ଚାଇ ପାରିନଥିଲେ ।ତେଣୁ ସେ ସମସ୍ତ ପ୍ରମାଣ କୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ଏବଂ ସୁରେଖା ଙ୍କର ମୃତ ଦେହ କୁ ଲୁଚାଇବା କି ଚେଷ୍ଟା କରିଥିଲେ। କିନ୍ତୁ ପରେ ପୋଲିସ ହାତରେ ଧରା ପଡିଯାଇଥିଲେ ଆଉ ବର୍ତ୍ତମାନ ଜେଲ ରେ ଅଛନ୍ତି ବିଶ୍ଵଜିତ ଓ ତାଙ୍କର ଦୁଇ ବନ୍ଧୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।