ସବୁ ସମୟ ଖବର ସାଥିରେ

viral ଭିଡ଼ିଓ – OMG ! ରାସ୍ତା ମଝିରେ କାର ଉପରେ ଚାଲିଛି ଡ୍ୟାନ୍ସ। ସାଙ୍ଗରେ ମଧ୍ୟ ଜଣେ ମହିଳା ଅଛନ୍ତି,ଯାହାକୁ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ video!

0 29

ଆଜି କାଲି ଦୁନିଆ ରେ ମଦ ରାଜ କରୁଛି । କାରଣ ମଦ ପିଉଛି ସେ ନିଜକୁ ରାଜା ବୋଲି ଭାବୁଛି । ଥରେ ମଣିଷ ପାଟିରେ ମୋଦ ପଡି ଗଲା ପରେ। ସେ ମଣିଷ ଭାବେ ମୁଁ ଭଗବାନ । ମୁଁ ଯାହା ଚାହିଁବି ତାହା ହେବ । ତେଣୁ ସେ ନିଜେ ନିଜକୁ ଭୁଲି ଆଉ କାହାକୁ ମାନେ ନାହିଁ କି କାହାକୁ ଡରେ ନାହିଁ । ସେ ଯାହା ଚାହିଁବ ତାହା କରିବ । ତେବେ ଏମିତି ଏକ ଦୃଶ୍ୟ ଆଜି ଭାଇରାଲ ହୋଇଛି , ଯାହା ଆପଣ ମାନେ ଦେଖିଲେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ । ଘଟଣା ଟି ମଧ୍ୟ ରାତ୍ରି ରେ ଘଟିଛି ଏବଂ ଘଟଣା ଟି ଉତ୍ତର ପ୍ରଦେଶ ରେ ଘଟିଛି ବୋଲି ସୂଚନା ମିଳୁଛି ।

ପ୍ରଥମେ ଦେଖିବା ପାଇଁ ମିଳି ଥିଲା । ନେସନାଲ ରାସ୍ତା ରେ ଦୁଇ ଜଣ ଯୁବକ କାର ଉପରେ ଠିଆ ହୋଇ , ନାଚୁ ଥିଲେ । ଆଉ ଅସଭ୍ୟ ଭାଷା ମଧ୍ୟ ବ୍ୟବହାର କରୁ ଥିଲେ । ରାତି 12 ଏମାନଙ୍କୁ ବା କିଏ କଣ କହିବ । ତେଣୁ ସମସ୍ତେ ନିଜ ଜୀବନ କୁ ବଞ୍ଚାଇ ସେଠାରୁ ପଳାଇ ଆସୁ ଥିଲେ କେହି କିଛି କହୁ ନ ଥିଲେ ।

 କେବଳ ଏ ଦୃଶ୍ୟ ସେତିକି ନ ଥିଲା । କାର ଭିତରେ ମଧ୍ୟ ଗୋଟେ ଯୁବତୀ ଙ୍କୁ ମଧ୍ୟ ଦେଖିବା ପାଇଁ ମିଳି ଥିଲା । ତେବେ ଆପଣ ମାନେ ଚିନ୍ତା କରନ୍ତୁ ଏଠି କଣ ଚାଲି ଥିଲା । ଏଠି କେହି କିଛି କହୁ ନ ଥିଲେ । କିନ୍ତୁ ଜଣେ ଲୋକ ନ ଡରି ଏହି ଦୃଶ୍ୟ କୁ କ୍ୟାମେରା ରେ କଏଦୀ କରି ଥିଲା । ଉତ୍ତର ପ୍ରଦେଶ ରେ ପୁଣି ଏମିତି ହବ ଏହା କେବେ କେହି ଚିନ୍ତା କରି ନ ଥିବେ ।

ଯେଉଁ ଠାରେ ଗୁଣ୍ଡା ମାନଙ୍କ ର ରାଜ ଚାଲି ଥିଲା । ଉତ୍ତର ପ୍ରଦେଶ ର ମୁଖ୍ୟ ମନ୍ତ୍ରୀ ୟଗି ଆଦିତ୍ୟ ନାଥ , ସବୁ ଗୁଣ୍ଡା ଗୁଡିକୁ ସାବାଡ଼ କରି ଦେଇ ଥିଲେ । ସେଠି ପୁଣି ଏମିତି ଚାଲିଛି । ଏହି ତିନୋଟି ଲୋକ କୁ ପୋଲିସ ତଦନ୍ତ କରି ଧରି ସାରିଛି । ତେବେ ଏବେ ଜାଣିବା କଣ ଚାଲି ଥିଲା ସେଠାରେ ।

ଆପଣ ମାନେ ଭିଡିଓ ରେ ବସି ଥିବା ଝିଅ ଟିକୁ ଦେଖନ୍ତୁ , କେମିତି ମୁହଁ ଲୁଚାଇ ବସିଛି । ଏଥିରୁ ଜଣା ପଡୁଛି ଏମାନେ ରାତି ର ଦେହ ଯିବି । ଆଜି କିନ୍ତୁ ପାଟିରେ ଟିକେ ମଦ ପଡି ଯାଇ ଥିବାରୁ ଏମାନେ ଏମିତି ହେଉ ଛନ୍ତି । ନଜର ହସ କୁ ଉଡାଇ କାର ଉପରେ ନାଚୁ ଛନ୍ତି ।

ଲାଗୁଚି ଏମାନେ ବହୁତ ଧନୀ ଘର ଲୁକ। କାରଣ ଏମାନଙ୍କ ପାଖରେ କାର ଅଛି । ଭଲ ଡ୍ରେସ ମଧ୍ୟ ପିନ୍ଧି ଛନ୍ତି । କିନ୍ତୁ ରାସ୍ତା ମଝିରେ ଏମିତି ହେବା ଆଇନ ଅନୁଯାଇ ଅପରାଧ ଅଟେ । ଏହା ହେଉଛି ମଦ ର କମାଲ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।