
viral ଭିଡ଼ିଓ – ନବମ ଶ୍ରେଣୀର ଛାତ୍ର ସହ ଫେରାର ହେଲେ ଶିକ୍ଷୟିତ୍ରୀ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଆଜିର ଦୁନିଆରେ ଲୋକ ମାନେ ଦିନକୁ ଦିନ ତଳକୁ ଖସି ବାକୁ ଲାଗିଲେଣି। ସମ୍ପର୍କର ମୂଲ୍ୟକୁ ବୁଝିବା ପାଇଁ ଏମାନେ ପ୍ରସ୍ତୁତ ନୁହଁନ୍ତି। ବେଳେବେଳେ ଏମିତି କିଛି ଘଟଣା ସାମ୍ନାକୁ ଆସୁଛି ଯାହା ଖୁବ୍ ଲଜ୍ୟା ଜନକ। ପବିତ୍ର ସମ୍ପର୍କରେ ଏମାନେ କଳଙ୍କ ଲଗେଇ ଦେଉଛନ୍ତି। ପୁଣି ଥରେ ସେମିତି ଏକ ଲଜ୍ୟା ଜନକ ପରିସ୍ଥିତି ଦେଖିବାକୁ ମିଳୁଛି। ତେବେ ଏଠାରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଏଠାରେ ଗୁରୁ ଓ ଶିଷ୍ୟର ପବିତ୍ର ସମ୍ପର୍କକୁ ଲାଜ୍ଜିତ କରିଛି।
ହରିୟାଣାର ପାନିପତ ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି l ଏଠାରେ ଏକ ମହିଳା ଶିକ୍ଷୟିତ୍ରୀଙ୍କ ଉପରେ ଅଣା ଯାଇଛି ଏକ ସଙ୍ଗୀନ ଅଭିଯୋଗ।ଏହି ପରିପ୍ରେକ୍ଷୀରେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ସମ୍ପର୍କ କଳଙ୍କିତ ହୋଇଛି l
ଅଭିଯୋଗଅନୁଯାୟୀ ଜଣେ ଶିକ୍ଷୟିତ୍ରୀ ତାଙ୍କର ଜଣେ ୧୪ ବର୍ଷର ଛାତ୍ର ସହିତ ଫେରାର ହୋଇ ଯାଇଛନ୍ତି। ପୁରା ଖବର ଅନୁଯାୟୀ ଏହି ମହିଳା ଶିକ୍ଷୟିତ୍ରୀ ଜଣକ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷାଦାନ କରନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଏହି ମହିଳା ଶିକ୍ଷୟିତ୍ରୀ ଜଣକ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେବା ପରେ ନିଜ ବାପ ଘରେ ରହି ଆସୁଥିଲେ। ଏହି ଘଟଣା ହରିୟାଣାର ପାନିପତ ଦେଶରାଜ୍ କୋଲନି ରେ ଦେଖିବାକୁ ମିଳିଥିଲା। ପୋଲିସକୁ ଦିଆ ଯାଇଥିବା ଅଭିଯୋଗରେ ଛାତ୍ର ଜଣକ ପରିବାର ଲୋକେ କହିଛନ୍ତି ଯେ ତାଙ୍କ ପୁଅ ପୂର୍ବପରି ମେ 29 ରେ ପାଠ ପଢ଼ିବା ପାଇଁ ଉକ୍ତ ଶିକ୍ଷୟିତ୍ରୀଙ୍କ ଘରକୁ ଯାଇଥିଲେ। କିନ୍ତୁ ସେ ସେଦିନ ଘରକୁ ଆଉ ଫେରି ନ ଥିଲେ l
ଏହା ପରେ ଯେତେବେଳେ ପିଲା ଘରକୁ ନ ଫେରିବାର ଦେଖି ପିଲାର ପରିବାର ଲୋକେ ଉକ୍ତ ଶିକ୍ଷୟିତ୍ରୀଙ୍କ ଘର ଲୋକଙ୍କୁ ଏ ବିଷୟରେ ପଚରା ଗଲା ସେତେବେଳେ ଶିକ୍ଷୟତ୍ରୀ ମଧ୍ୟ ନିଖୋଜ ହୋଇ ଯାଇଥିବା ବିଷୟରେ ସୂଚନା ଦେଇଥିଲେ ତାଙ୍କ ପରିବାର ସଦସ୍ୟ।
ପୋଲିସକୁ ଦିଆଯାଇଥିବା ସୂଚନା ଉପରେ କାର୍ଯ୍ୟ କରି ପୋଲିସ ଶିକ୍ଷୟିତ୍ରୀଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରିବା ସହିତ ଉଭୟ ଶିକ୍ଷୟତ୍ରୀ ଏବଂ ଛାତ୍ରଙ୍କୁ ଖୋଜୁଛି। ଏ ପର୍ଯ୍ୟନ୍ତ ଉଭୟ ଶିକ୍ଷୟତ୍ରୀ ଓ ଛାତ୍ରଙ୍କ ବାବଦରେ କିଛି ବିଶେଷ ତଥ୍ୟ ମିଳି ପାରି ନାହିଁ ଏଥି ସହିତ ଉଭୟ ତାଙ୍କର ମୋବାଇଲକୁ ବନ୍ଦ ରଖିଥିବାର ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ ଛାତ୍ର ଜଣକ ନବମ ଶ୍ରେଣୀରେ ପଢନ୍ତି ଏବଂ ତାଙ୍କ ବାୟସ ୧୪ ବର୍ଷ। ଶିକ୍ଷୟିତ୍ରୀ ଜଣକ ତାଙ୍କର ଶ୍ରେଣୀ ଶିକ୍ଷକ ଥିଲେ।
ତେବେ ଏହି ନାବାଳକ ଜଣକ ଗତ ଦୁଇ ବର୍ଷ ଧରି ଏହି ଶିକ୍ଷୟିତ୍ରୀଙ୍କ ପାଖରେ ଟ୍ୟୁସନ୍ ହେବା ପାଇଁ ତାଙ୍କ ଘରକୁ ଯାଉଥିଲେ l ତାଲାବନ୍ଦ ହେତୁ ସ୍କୁଲ ବନ୍ଦ ହେତୁ ଛାତ୍ରି ଜଣକ ପ୍ରତିଦିନ ଚାରି-ଚାରି ଘଣ୍ଟା ପାଠ ପଢ଼ିବା ପାଇଁ ଶିକ୍ଷକଙ୍କ ଘରକୁ ଯାଉଥିବାର ସୂଚନା ମିଳିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।