
viral ଭିଡ଼ିଓ – OMG ! ଅଭିନେତ୍ରୀ ପୂଜା ହେଗଡେଙ୍କସହ ସୁପରଷ୍ଟାର ଅଲୁ ଅର୍ଜ୍ଜୁନଙ୍କ ଝିଅ ଅଲୁ ଆର୍ଦ୍ଧାଙ୍କ କ୍ୟୁଟେଷ୍ଟ ମୁହୂର୍ତ୍ତ ,ଯାହାକୁ 55 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ video!
ସାଧାରଣତଃ ଦେଖିବାକୁ ମିଳିଥାଏ ଯେ ସାଧାରଣ ଲୋକ ମାନେ ସଦାସର୍ବଦା ସେଲିବ୍ରେଟିି ମାନଙ୍କ ଉପରେ ନଜର ରଖିଥାନ୍ତି। ସେମାନଙ୍କ ଲାଇଫଷ୍ଟାଇଲ ସେମାନଙ୍କ ବ୍ୟକ୍ତିଗତ ଜୀବନ ବାବଦରେ ଜାଣିବାକୁ ଚେଷ୍ଟା କରିଥାନ୍ତି। ସେମାନେ ତାଙ୍କ ପ୍ରଫେସନାଲ ଲାଇଫ ଓ ବ୍ୟକ୍ତିଗତ ଜୀବନରେ କଣ କରୁଛନ୍ତି। ତାଙ୍କ ପାରିବାରର କିଏ କିଏ ଅଛନ୍ତି ଏମିତି ବିଭିନ୍ନ କଥା ଜାଣିବାକୁ ଚେଷ୍ଟା କରିଥାନ୍ତି ସାଧାରଣ ଲୋକମାନେ। ତେବେ ସେଲିବ୍ରେଟି ମାନଙ୍କ ପିଲାମାନଙ୍କ ଉପରେ ଏକ ବିଶେଷ ନଜର ଥାଏ କାରଣ ଆମେ ଆଶା ରଖି ଥାଉ କି ତାଙ୍କ ପିଲାମାନେ ବି ଆଗାମୀ ଦିନର ଷ୍ଟାର୍ ହୁଅନ୍ତୁ।
ଛୋଟ ପିଲା ମାନଙ୍କର ପ୍ରତ୍ୟେକଟି କଥା ଭାବନା ବାସ୍ତବରେ ଖୁବ୍ ଆକର୍ଷଣୟ ଓ ହୃଦୟସ୍ପର୍ଶୀ ହୋଇଥାଏ। ବେଳେ ବେଳେ ଏମାନଙ୍କର ସୃଜନଶୀଳତା, କଥାବାର୍ତ୍ତା, ବୁଦ୍ଧି ଚିନ୍ତାଧାରା ଆଦି ଆମକୁ ବହୁତ ଆଶ୍ଚର୍ଯ୍ୟ କରିବା ସହିତ ଆନନ୍ଦିତ ମଧ୍ୟ କରି ଥାଏ। କୁନି କୁନି ପିଲାମାନଙ୍କର କାର୍ଯ୍ୟ କଳାପ ଦେଖିବାକୁ ଖୁବ୍ ମନଛୁଆଁ ହୋଇଥାଏ।
ସେମାନଙ୍କର କଥା,ବାର୍ତ୍ତା,ନୃତ୍ୟ, ଗୀତ, ଖେଳ କୁଦ, ମଜା ମସ୍ତି ଆଦି ବହୁତ୍ ଆକର୍ଷଣୟ ହୋଇଥାଏ। ସେମାନଙ୍କ ନାଚକୁ ଦେଖିବାକୁ ଖୁବ୍ ଭଲ ଲାଗିଥାଏ। ତାଙ୍କ କୁନି କୁନି ମୁହଁର ଖିଲି ଖିଲି ହସ, ସୁନ୍ଦର ଅଙ୍ଗ ଭଙ୍ଗୀ ଦେଖିବାକୁ ଖୁବ୍ ଭଲ ଲାଗେ। ସେମାନଙ୍କର କଣ୍ଠରେ ଏକ ଭିନ୍ନ ଧରଣର ଯାଦୁ ରହିଥାଏ, ଯାହା ଶୁଣିବାକୁ ବହୁତ ମଜା ଲାଗେ।
ନିକଟରେ ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା ଯାହା ସାଉଥ ସୁପରଷ୍ଟାର ଅଲୁ ଅର୍ଜ୍ଜୁନଙ୍କ କୁନି ଝିଅର ଥିଲା। ସେ ଭିଡିଓରେ ଦେଖିବାକୁ ମିଳିଥିଲା ସୁପରଷ୍ଟାର ଅଲୁ ଅର୍ଜ୍ଜୁନଙ୍କ କୁନି ଝିଅ ଅଲୁ ଆର୍ଧା ଅଭିନେତ୍ରୀ ପୂଜା ହେଗଡେଙ୍କ ସହ ମଜା ମସ୍ତି କରିବାର। ଏହି କ୍ୟୁଟ ଭିଡିଓ ଟିକୁ ବହୁତ ଲୋକ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି।
ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଏକ ଷ୍ଟେଜରେ ସୁପରଷ୍ଟାର ଅଲୁ ଅର୍ଜ୍ଜୁନ ଏବଂ ଅଭିନେତ୍ରୀ ପୂଜା ହେଗଡେ ଏକାଠି ପାଖା ପାଖି ବସିଛନ୍ତି। ସେହି ସମୟରେ ଅଭିନେତା ଅଲୁ ଅର୍ଜ୍ଜୁନଙ୍କ ଝିଅ ଅଲୁ ଆର୍ଦ୍ଧା ଆସି ପୂଜା ହେଗଡେ କୋଳରେ ବସିଯାଉଛନ୍ତି।
ଏବଂ ତାଙ୍କ ସହିତ ଖେଳୁଛନ୍ତି। ଅଭିନେତ୍ରୀ ପୂଜା ହେଗଡେ ମଧ୍ୟ ଅଲୁ ଆର୍ଦ୍ଧା କୋଳରେ ବସେଇ ଗେହ୍ଲା କରୁଛନ୍ତି। ଯେଉଁ ମୁହୂର୍ତ୍ତ କି ଦେଖିବାକୁ ଖୁବ ଆକର୍ଷଣୟ ଥିଲା କାରଣ ଅଲୁ ଅର୍ଜ୍ଜୁନଙ୍କ କୁନି ଝିଅ ବହୁତ କ୍ୟୁଟ ଏବଂ କୁନି ଝିଅର ଏକ୍ସପ୍ରେଶନ ବହୁତ ସୁନ୍ଦର।ଏହି ଭିଡିଓଟି ସମସ୍ତଙ୍କୁ ବହୁତ ପସନ୍ଦ ଆସୁଥିବା ଦେଖାଯାଇଛି।
ପ୍ରକୃତରେ କୁନିଝିଅ ମାନେ ସୁନ୍ଦର ହରକତ ଆଗରେ ସବୁକିଛି ତୁଛ । ଏମାନଙ୍କ ମନ ବହୁତ ସଫା ହୋଇଥାଏ ସେଥିପାଇଁ ଏମାନଙ୍କର ସବୁ ହରକତ ଆମକୁ ଭଲ ଲାଗିଥାଏ। ଅଲୁ ଅର୍ଜ୍ଜୁନଙ୍କ ଝିଅଙ୍କୁ ମଧ୍ୟ ବହୁତ ଭଲପାଇବା ମିଳୁଛି କାହିଁକିନା ତାଙ୍କ ଝିଅ ଆଗାମୀ ଦିନର ଷ୍ଟାର୍ ହୁଅନ୍ତୁ ବୋଲି ସମସ୍ତେ ଆଶା ରଖିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।