
Viral ଭିଡ଼ିଓ -70 ବର୍ଷୀୟ ମାଆ ଉପରେ ଇଟା ଫିଙ୍ଗିଲା ବହୁ । ଏମିତି ଅଭାବନୀୟ ଘଟଣା ଆପଣ କେବେ କୋଉଠି ଦେଖି ନ ଥିବେ …ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ସମ୍ପତି ବିବାଦ କୁ ନେଇ ବହୁ ଫିଙ୍ଗିଲା ମା ଉଅରେ ଇଟା । ଏଇ ବିଦାରକ ଦୃଶ୍ୟ ଦେଖିଲେ ଆପଣ ଙ୍କ ଆଖିରୁ ଲୁହ ଆସି ଯିବ । ଘଟଣା ଟି ଘଟିଛି ଯାଜପୁର ଜିଲ୍ଲା ର ଫିଙ୍ଗରି ଗ୍ରାମ ପଂଚାୟତ ର ଦଶରଥ ପୁର ଗ୍ରାମ ରେ ଏ ଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି । ସୂଚନା ଅନୁସାର ଭାଇ ଭାଇ ଜମି ବଣ୍ଟା ବିବାଦ ରେ ମା ଉପରକୁ ଇଟା ଫିଙ୍ଗି ଥିଲେ ବହୁ । ତେବେ ମାଆ ଆମ ପାଇଁ ଏତେ କଷ୍ଟ କରି ଦଶ ମାସ ସାତ ଦିନ ଗର୍ଭ ଧାରଣ କରି ଆମକୁ ଜନ୍ମ ଦେଇ ଥାଏ ।
ପୁଣି ନିଜେ ନ ଖାଇ ନ ପି ଆମକୁ କୋଳେଇ କାଖେଇ ମଣିଷ କରି ଥାଏ । କାରଣ ପିଲାଟି ବଡ଼ ହେଲେ ମୋ ମୁଁହ ରେ ନିଆଁ ଦେଵ । ମୁଁ ବୁଢ଼ୀ ହେଇ ଗଲେ ମର ସେବା ଯତ୍ନ କରିବ । ଏହା ତାର ସବୁ ଠାରୁ ବଡ଼ ଆଶା ଥାଏ । ତେଣୁ ସେ ନିଜେ ନ ଖାଇ ନ ପି ପିଲାଙ୍କୁ ଖାଇବା ପାଇଁ ଦେଇ ଥାଏ । କିନ୍ତୁ ପିଲା ଆଜି କରୁଛି କଣ , ଏହା ଏକ କଳଙ୍କ କାମ ।
କିନ୍ତୁ ଏତେ କଷ୍ଟ କଲା ପରେ ମଧ୍ୟ ପିଲା କୁ କିଛି ମାଗି ନ ଥାଏ । ଏବଂ ଏତେ କରିବା ପଛରେ ମଧ୍ୟ ମା କିଛି ସ୍ୱାର୍ଥ ରଖି ନ ଥାଏ । ହେଲେ ପିଲା ନିଜ ସ୍ୱାର୍ଥ ପାଇଁ ମା କୁ ହୋତାଦାର କରୁଛି । 70 ବର୍ଷ ମା ମଧ୍ୟ କଣ କରି ପାରିବ । ପିଲା ଛୋଟ ଥିବା ସମୟ ରେ ତାକୁ ପିଟି ପାରୁ ଥିଲା ଗାଳି କରି ପାରୁ ଥିଲା ।
ଏବେ ତ ପିଲା ବଡ଼ ହେଇ ଗଲାଣି ନା । ତେବେ ଆପଣ ଏହି ଦୃଶ୍ୟ କୁ ଦେଖଲେ ଆପଣ ଆଖିରେ ଲୁହ ଆସି ଯିବ । ଦେଖନ୍ତୁ ଭିଡିଓ ରେ ବୁଢ଼ୀ ମା ଟି କେମିତି କାନ୍ଦୁଛି ଆଉ ତାର ବହୁ ତା ଉପରେ କେମିତି ଇଟା ଗୁଡିକ ଆଣି ଲଦି ଦେଉଛି । ଆଉ ବୁଢ଼ୀ ମଣିଷ ଟି କାନ୍ଦୁଛି । ହେଲେ ମଧ୍ୟ ପୁଅ ମାନେ କେହି ଶୁଣୁ ନାହାନ୍ତି ।
ଏମିତି ଦୃଶ୍ୟ ଆପଣ ମାନେ କେବେ ହେଲେ ଦେଖି ନ ଥିବେ । ଯିଏ ନିଜ ମା କୁ ଶାନ୍ତି ରେ ରଖି ପାରୁନି ସେ ଜୀବନ ରେ କେବେ ବଡ଼ ମଣିଷ ହୋଇ ପାରିବ ନାହିଁ । ଆଉ ସେ କେବେ ଶାନ୍ତି ରେ ରହିବ ନାହିଁ ।
କାରଣ ମା କୁ ଯିଏ କଷ୍ଟ ଦେଇଛି ତାର ଜୀବନ ରେ କେବେ ଉନ୍ନତି ନାହିଁ । ଯିଏ ଯେମିତି କରିବ ସେ ସେମିତି ଫୋଳ ପାଇବ । ତାହା ଆପଣ ମାନେ ମଧ୍ୟ ବହୁତ ସ୍ଥାନ ରେ ଦେଖି ଥିବେ । ତେଣୁ କାହାରି ଆପଣ ଅନିଷ୍ଟ କରନ୍ତୁ ନାହିଁ , କାହାରି ମନରେ ଦୁଃଖ ଦିଅନ୍ତୁ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।