ସବୁ ସମୟ ଖବର ସାଥିରେ

ପ୍ରଥମ ଥର ପାଇଁ ଧୂମ ଧାମରେ ସୋମାଲିନଙ୍କ (Somalin) ଙ୍କ ଜନ୍ମଦିନ ପାଳନ କରିଲେ ସ୍ଵାମୀ ନିଶିଥ” Nishith “-ଦେଖନ୍ତୁ ଏହି viral ଭିଡ଼ିଓ …

0 3

ତେବେ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ ସୋମଲିନ ଆଉ ଜ୍ୟାଙ୍କଲିନ ଙ୍କୁ | ଦୁଇଜଣ ଟୁଇନ୍ସ ସିଷ୍ଟର ଭାବରେ ସମସ୍ତେ ଜାଣିଥିବେ | ଆଉ ତାହା ସହିତ ସୋମଲିନ ମେରେଜ କରିଥିବା ନିଶିଥ ଙ୍କୁ | ଆଉ ଯାହା କୁହାଯାଉଛି କି ସୋମଲିନ ଙ୍କର ଜନ୍ମଦିନ ଅବସରରେ ସ୍ୱାମୀ ନିଶିଥ ଙ୍କ ସହିତ ତଥା ତାଙ୍କ ସାଙ୍ଗ ସାଥି ପରିବାର ସହିତ କେମିତି ସେ ତାଙ୍କର ଜନ୍ମଦିନ କୁ ପାଳନ କରିବାକୁ ଲାଗିଛନ୍ତି ଓ ଜନ୍ମଦିନ ରେ ମଜା ନେଇଛନ୍ତି ସେ ବିଷୟରେ ମଧ୍ୟ ଦେଖିବାକୁ ମିଳିଛି ଏହି ଭିଡିଓ ଟିରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |
ତେବେ ଯାହା ଦେଖିବାକୁ ମିଳିଛି କି ପ୍ରଥମେ ତାଙ୍କର ଜନ୍ମଦିନ ରେ ସୋମଲିନ ଠାକୁରଙ୍କ ପାଖରେ ଯାଇ ପୂଜା ଅର୍ଚନା କରିଛନ୍ତି | ଆଉ ତାହା ପରେ ତାଙ୍କ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଯିଏ ଆଗ ଝଗଡା କରିବ ସେ କୁମ୍ପି ରେ ପଇସା ପୁରେଇବା କଥା ମଧ୍ୟ କହିଛନ୍ତି | ଆଉ ତାହା ପରେ ସୋମଲିନ ଆଉ ତାଙ୍କ ସ୍ୱାମୀ ମିଶିକି ବାହାରି ଯାଇଛନ୍ତି କଟକ ରେ ଥିବା କାଳୀ ଙ୍କ ମନ୍ଦିରକୁ ସେଠାରେ ପୂଜା ଅର୍ଚନା କରିବା ପାଇଁ | ଆଉ ସେଠାରେ ମଧ୍ୟ ସେ ପୂଜା ସାରିବା ପରେ ଯାଇଛନ୍ତି ଗରିବ ଲୋକ ମାନଙ୍କୁ ସାହାଯ୍ୟ କରି ସେମାନଙ୍କୁ କିଛି ପଇସା ଦେବା ପାଇଁ |

ଆଉ ତାହା ପରେ ସେମାନେ ତାଙ୍କର ସାଙ୍ଗରେ ଦହିବରା କିଣିକି ଘରକୁ ନେଇ ଯାଇଥିଲେ ଆଉ ତାହାକୁ ଖାଇ ସାରିବା ପରେ ରେଡି ହୋଇଯାଇଥିଲେ ବୁଲିଯିବା ପାଇଁ ଫେମିଲି ସହିତ ଓ ଲଞ୍ଚ ମଧ୍ୟ କରିବା ପାଇଁ ବାହାରକୁ ଯାଇଥିଲେ | ଆଉ ସେଠାରେ ଫେମିତି ସହିତ ଖିଆ ପିଆ ସରିଲା ପରେ ଘରକୁ ଆସିଥିଲେ | ଆଉ ସୋନାଲି ଓ ଆଉ ଜଣେ ତାଙ୍କର ସାଙ୍ଗ ଙ୍କ ସହିତ ମିଶିକି ନିଜ ର ଜନ୍ମଦିନ ର କେକ କୁ କାଟି ଘରେ ବର୍ଥ ଡେ କୁ ସେଲିବ୍ରେସନ କରିଥିଲେ | ଆଉ ତାହା ପରେ ସେମାନେ ପାର୍ଲର କୁ ଯାଇଥିଲେ |

ଆଉ ସେଠାରେ ସୋମଲିନ ମେକପ ମଧ୍ୟ ନେଇଥିଲେ ଆଉ ଏକ ନୂଆ ଲୁକ ରେ ଆସିଥିଲେ | ଆଉ ସେଠାରେ ପାର୍ଟି ର ବ୍ୟବସ୍ଥା ମଧ୍ୟ ହୋଇଥିଲା | ଆଉ ଫ୍ରେଣ୍ଡ ମାନଙ୍କ ସହିତ ପାର୍ଟି ମଧ୍ୟ ମୋନାଇଥିଲେ ସୋମଲିନ ଆଉ ତାହା ପରେ ଫୋଟ ସୁଟ ହୋଇଥିଲା | ତାହା ପରେ ବର୍ଥ ଡେ ରେ ତାଙ୍କର କେକ ମଧ୍ୟ କାଟିଥିଲେ ସୋମାଲିନ | ଆଉ ବହୁତ ଖୁସି ରେ ନିଜର ଜନ୍ମଦିନ କୁ ପାଳନ କରିଥିଲେ | ଆଉ ତାଙ୍କର ଜନ୍ମଦିନ ସେଲିବ୍ରେସନ ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।