
viral ଭିଡ଼ିଓ – shocking ଭିଡ଼ିଓ ହଠାତ ଘରୁ ବାହାରିଲା ଏକା ସାଙ୍ଗରେ ନାଗ ନାଗୁଣୀ ଯେଉଁ ଭଳି ଭାବରେ ଉଦ୍ଧାର କରାଗଲା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ |
ତେବେ ସାପ ଏକ ଏପରି ପ୍ରାଣୀ ଏହାକୁ ଯିଏ ବି ଦେଖି ଥାଏ ସେ ନିଶ୍ଚିତ ରୂପେ ଭୟଭୀତ ହୋଇ ଯାଇ ଥାଏ | ସାପ ଅନେକ ପ୍ରଜାତି ର ରହିଛି କେଉଁ ସାପ ବିଷଧର ହୋଇ ନଥାଏ ତ ଆଉ କେଉଁ ସାପ ବହୁତ ଭୟଙ୍କର ଦେଖା ଯାଇ ବିଷଧର ହୋଇ ଥାଏ | ତେବେ ଏହି ସାପ ଥରେ ଯାହାକୁ ଚଟ ମାରିଛି ତାର ଜୀବନ ବଞ୍ଚିବା ବହୁତ କଷ୍ଟକର, କାରଣ ତାର ବିଷ ଦଂଶନ ରେ ଜଣେ ବ୍ୟକ୍ତି ଜୀବନ ମଧ୍ୟ ଚାଲି ଯିବାର ସମ୍ଭାବନା ରହିଛି ଏବଂ ଅନେକ ଙ୍କର ଏହା ଦ୍ୱାରା ଜୀବନ ଚାଲି ଯିବାର ଆପଣ ଶୁଣିବାକୁ ମଧ୍ୟ ପାଇ ଥିବେ |
ଏହା ମଧ୍ୟ ଯେ ସତ ଯେ ସାପ କାହାର ମଧ୍ୟ କ୍ଷତି କରିବାକୁ ଚାହିଁ ନଥାନ୍ତି ବାସ ନିଜ ଜୀବନ ବଞ୍ଚାଇବା ପାଇଁ ସେମାନେ ଅନ୍ୟ ଉପରେ ଆକ୍ରମଣ କରି ଥାଆନ୍ତି | ସମସ୍ତ ସାପ ଠାରୁ ସବୁଠୁ ଗୋଖର ସାପ ବା ନାଗ ସାପ ଅଧିକ ବିଷଧର ହୋଇ ଥାଏ ବୋଲି ମଧ୍ୟ କୁହାଯାଏ | ତେବେ ସରୀସୃପ କୁ ନେଇ ଆପଣ ଅନେକ ଘଟଣା ସୋସିଆଲ ମିଡ଼ିଆ ରେ ଦେଖି ଥିବେ, ଆଜି ପୁଣି ଏକ ସାପ ର ଘଟଣା ଆଖି ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇ ଯିବେ |
ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି ଯେଉଁଥିରେ ସାପ ଧରାଳି ଉଭୟ ନାଗ ଓ ନାଗୁଣୀ ଏକ ଘର ଭିତରୁ ଉଦ୍ଧାର କରିଛି | ସୂଚନା ଅନୁଯାଇ ଉତ୍ତରପ୍ରଦେଶ ର ଏକ ଗ୍ରାମରେ ଗ୍ରାମ ବାସୀ ମାନେ ଦୁଇ ନାଗ ନାଗୁଣୀ ଙ୍କୁ ହଠାତ ଆଖି ସାମ୍ନାରେ ଦେଖି ଖୁବ ଭୟଭୀତ ହୋଇ ଯାଇ ଥିଲେ | ଆଉ ପରେ ସେହି ଗ୍ରାମବାସୀ ମାନେ ଦୁଇ ବିଷଧର ସାପ କୁ କ୍ଷୀର ପିଇବା ପାଇଁ ଦେଇ ଥିଲେ କିନ୍ତୁ ସାପ ଦୁଇଟି କ୍ଷୀର ପିଇ ନଥିଲେ, ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ସେହି ସାପ କ୍ଷୀର ପିଅନ୍ତି ନାହିଁ |
ଏହା ମଧ୍ୟ ଗୋଟେ ପ୍ରକାର ସତ ଯେ ସାପ ମାନେ ମାଂସାସୀ ଅଟନ୍ତି ସେମାନେ କେବଳ ବେଙ୍ଗ, ମୂଷା ଆଦି ଶିକାର କରି ଖାଇ ଥାଆନ୍ତି ତେଣୁ ଏତେଟା ସାପ କ୍ଷୀର ପିଅନ୍ତି ନାହିଁ | ତେବେ ଘଟଣା ଅନୁଯାଇ ପରେ ସାପ ଟି ଖୁବ ରାଗି ଯାଇ ଫଁ ଫଁ ହେଉ ଥିବାର ଦେଖି ଗ୍ରାମବାସୀ ସାପ ଧରାଳିଙ୍କୁ ଯୋଗାଯୋଗ କରି ଥିଲେ | ଫଳରେ ମୁରଲୀୱାଲେ ହୁସଲା ନାମକ ଜଣେ ବ୍ୟକ୍ତି ସେହି ନାଗ ନାଗୁଣୀ ଙ୍କୁ ନିଜ ବିଦ୍ୟା ର କୌଶଳ କ୍ରମେ ଉଦ୍ଧାର କରିବାରେ ସକ୍ଷମ ହୋଇ ଥିଲେ | ଆପଣ ମାନେ ମଧ୍ୟ ଯେଉଁଠି ବିଷଧର ସାପ ଦେଖୁଛନ୍ତି ତାକୁ ନମାରି ସାପ ଧରାଳିଙ୍କ ସହ ଯୋଗାଯୋଗ କରନ୍ତୁ |