ସବୁ ସମୟ ଖବର ସାଥିରେ

viral ଭିଡ଼ିଓ -collage ଭିତରେ sigaret ଟାଣି ଟିକଟକ କରି ସୋସିଆଲ ମିଡ଼ିଆ ରେ ସେୟାର କରିବା ଛାତ୍ରୀଙ୍କୁ ମହଙ୍ଗା ପଡିଗଲା ତାପରେ ଯାହା ହେଲା ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ !

0 99

ଆଜି କାଲି ର ଯୁବ ପିଢ଼ି ସମସ୍ତେ ପ୍ରାୟ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି ଆଉ ଯୁଗ ମଧ୍ୟ ଏଭଳି ହେଲାଣି ଯେ ବିନା ସ୍ମାର୍ଟ ଫୋନ ରେ ଚାଲିବା ମୁସ୍କିଲ | କାରଣ ଏହି ସ୍ମାର୍ଟ ଫୋନ ଅଫିସ କାର୍ଯ୍ୟ ରୁ ଆରମ୍ଭ କରି ପିଲା ଙ୍କ ପାଠ ପଢିବା କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରି ଥାଏ | ତେବେ ସ୍ମାର୍ଟ ଫୋନ ଦ୍ୱାରା କିଛି ଏଭଳି ମଧ୍ୟ ଦୃଶ୍ୟ ଆସି ଥାଏ ଯାହା ବହୁତ ଲଜ୍ୟା ଜନକ ମଧ୍ୟ ହୋଇ ଥାଏ |

ଆଜି କାଲି ସମସ୍ତ ଯୁବ ପିଢ଼ି ମୋବାଇଲ ମାଧ୍ୟମ ରେ ରିଲ୍ସ ଭିଡ଼ିଓ କରୁଛନ୍ତି ଆଉ ଭିଡ଼ିଓ ମାଧ୍ୟମ ରେ ଭାଇରାଲ ମଧ୍ୟ ହେଉଛନ୍ତି, କିଏ ଭଲ କୁ ନେଇ ଭାଇରାଲ ହେଉଛନ୍ତି ତ ଆଉ କିଏ ଖରାପ କୁ ନେଇ ଭାଇରାଲ ହେଉଛନ୍ତି | କିଛି ଯୁବ ପିଢ଼ି ଏମିତି ମଧ୍ୟ ଅଛନ୍ତି ଯେଉଁ ମାନେ ପାଠ ପଢିବା ସମୟରେ କିଛି ଏଭଳି କାର୍ଯ୍ୟ କରୁଛନ୍ତି ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ ଏବଂ ତାହାକୁ ପୁଣି ସେ ନିଜେ ହିଁ ସୋସିଆଲ ମିଡ଼ିଆ ରେ ଉପଲୋଡ କରୁଛନ୍ତି ଆଉ ପରେ ପରିଣାମ ତାଙ୍କୁ ହିଁ ଭୋଗିବାକୁ ପଡୁଛି | ତେବେ ଆଜି ସେଭଳି ଏକ ଦୃଶ୍ୟ ସମ୍ପର୍କ ରେ କହିବୁ ଯାହା ଏଭଳି ଯୁବ ପିଢ଼ି ଙ୍କର ଏକ ଉଦାହରଣ ଅଟେ |

କିଛି ଦିନ ତଳେ ଏକ ଭିଡ଼ିଓ ରେ ଦେଖିବା ପାଇଁ ମିଳି ଥିଲା କି ଜଣେ କଲେଜ ର ଛାତ୍ରୀ ସିଗାରେଟ ଟାଣି ଏକ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି | ତାହା ପୁଣି ସେ କଲେଜ ଡ୍ରେସ ରେ ଥାଇ ଗୁଣ୍ଡା ଷ୍ଟାଇଲ ରେ ସିଗାରେଟ ଟାଣି ଧୂଆଁ ଛାଡ଼ୁଛନ୍ତି | ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ କି ସେ କେବଳ ଗୁପଚୁପ ଖାଇବା ନିଶା ରେ ସାଙ୍ଗ ସହ ଚ୍ୟାଲେଞ୍ଜ କରି ସିଗାରେଟ ଟାଣି ଥିଲେ ଆଉ ତାହାର ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଦେଇ ଥିଲେ | କିନ୍ତୁ ଭିଡ଼ିଓ ଟି ସୋସିଆଲ ମିଡ଼ିଆ କୁ ଗଲା ପରେ କିଛି ଏପରି ହୋଇ ଥିଲା ଯାହା ସେହି ଯୁବତୀ ଜଣଙ୍କ ଭାବି ମଧ୍ୟ ନଥିଲେ |

ଏହି ଭିଡ଼ିଓ ଲୋକ ମାନଙ୍କ ସାମ୍ନା କୁ ଆସିବା ପରେ ଏହାକୁ ନେଇ ଖୁବ ସମାଲୋଚନା ଚାଲି ଥିଲା ଏବଂ ଯୁବତୀ ଜଣଙ୍କୁ ସମସ୍ତେ ନିନ୍ଦା କରିବାକୁ ଲାଗିଲେ | ପରେ ପରେ ପୁଣି ସେହି ଯୁବତୀ ଜଣଙ୍କ ଆଉ ଏକ ଭିଡ଼ିଓ ମାଧ୍ୟମ ରେ ସମସ୍ତ ଙ୍କୁ କ୍ଷମା ମାଗିଲେ ଆଉ ସେହି ଭିଡ଼ିଓ ଟିକୁ ଭାଇରାଲ ନ କରି ଡିଲିଟ କରି ଦେବା ପାଇଁ ସମସ୍ତ ଙ୍କୁ ହାତ ଯୋଡ଼ି ଅନୁରୋଧ କରି ଥିଲେ | ତେବେ ଆଜି କାଲିର ଏଭଳି କିଛି ଯୁବକ ଯୁବତୀ ଅଛନ୍ତି ଯେଉଁ ମାନେ କିଛି ମଧ୍ୟ ବୁଝି ପାରୁ ନାହାଁନ୍ତି ଆଉ ଯେଭଳି ଭାବେ ପାରୁଛନ୍ତି ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଦେଉଛନ୍ତି ଯାହାର ପରିଣାମ ତାଙ୍କୁ ସାମ୍ନା କରିବାକୁ ପଡୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।