ସବୁ ସମୟ ଖବର ସାଥିରେ

0:01 / 2:53 ଭାଇରାଲ ହଉଛି ଏହି ଅଙ୍ଗନୱାଡି ରେ ପଢୁଥିବା କୁନି ଛୁଆ ଭିଡ଼ିଓ !! କାନ୍ଦି କାନ୍ଦି କହିଲେ ଏମିତି କଥା ଶୁଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ

0 18

ଆଜି କାଲି ସମସ୍ତେ ଅଳ୍ପ ବହୁତ ସୋସିଆଲ ମିଡିଆ ରେ କିଛି ନା କିଛି ପୋଷ୍ଟ କରିଥାନ୍ତି ଓ ଏହା ମଧ୍ୟ ଭାଏରାଲ ହବାରେ ଲାଗିଛି । ସୋସିଆଲ ମିଡିଆ ଏମିତି ଗୋଟିଏ ମାଧ୍ୟମ ଯେଉଁଥିରେ କି ଛୋଟିଆ ରୁ ଛୋଟିଆ ବାର୍ତ୍ତା ଖୁବ୍ ଅଳ୍ପ ସମୟରେ ବିଶ୍ଵ ସାରା ବ୍ୟାପି ଥାଏ । ଲୋକ ମାନେ କିଛି ନା କିଛି କାର୍ଯ୍ୟ କରିବା ରେ ପାରଙ୍ଗମ କିନ୍ତୁ ତାଙ୍କୁ ତାଙ୍କ ଦକ୍ଷତା ଦେଖେଇବା ପାଇଁ ସୋସିଆଲ ମିଡ଼ିଆ ଏକ ସୁବର୍ଣ୍ଣ ସୁଯୋଗ ଦେଇଛନ୍ତି ।

ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ କିଛି ଦେଖିବାକୁ ମିଳିଥାଏ କେତେବେଳେ ଦୁଃଖ ତ କେତେବେଳେ ସୁଖ ଆଉ କେତେବେଳେ ମଜ୍ଜଳିଆ ଭିଡ଼ିଓ ଦେଖିକି ଖୁସି ଅନୁଭବ କରିଥାଉ ।

ଆଜି କାଲି କ ପିଲାମାନଙ୍କୁ ଭବିଷ୍ୟତର ରୋବର୍ଟ କହିଲେ କାମ ହେବନି କାରଣ ସେମାନେ ଏତେ ସ୍ମାର୍ଟ ଓ ଅନେକ କଳା ରେ ଭରପୁର ହେଇଥାଏ ତାହାକୁ କେବଳ ବାହାର କରିବାର ଅଛି । ତେବେ ଏହି ଛୋଟ ପିଲା ମାନକର ବହୁତ ଭିଡିଓ ଖୁବ୍ ଭାଇରାଲ ହେଇଥାଏ । ତେବେ ଛୋଟ ପିଲା ମାନଙ୍କ ର ଭିଡ଼ିଓ ବହୁତ ମଜାଦାର ହେବା ସଙ୍ଗେ ସଙ୍ଗେ ଆପଣମାନଙ୍କୁ ବହୁତ୍ ଆନନ୍ଦ ଦେଇଥାଏ ଓ ଖୁବ୍ ଶୀଘ୍ର ଭିଡ଼ିଓ ସାରା ବିଶ୍ବରେ ପ୍ରସାରିତ ହେଇଥାଏ । ତେବେ ଏହି କୁନି ପିଲାଟିର ଭିଡିଓ ଟି ବହୁତ୍ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେବାରେ ଲାଗିଛି ।

ଛୋଟ ପିଲାଟି ଜଣେ ଅଙ୍ଗନବାଡ଼ି ପିଲା ବୋଲି ତାଙ୍କ ଡ୍ରେସ୍ ରୁ ଜଣାଯାଏ । ତେବେ ଅଙ୍ଗନବାଡ଼ି ଦିଦି କିଛି ପ୍ରଶ୍ନ ପଚାରିବେ ବୋଲି ପିଲାଟି କୁ ତାଙ୍କ ପାଖକୁ ଡାକିଥିଲେ ଆଉ ସେହି ସମୟରେ ପିଲାଟି ଯାହା କହିଲା ଆପଣ ଶୁଣିଲେ ଚକିତ ହେଇଯିବେ । ତେବେ ପିଲାଟି କାନ୍ଦି କାନ୍ଦି କହୁଛି “ମୁଁ ତା ଏକ ଦୁଇ ଡାକିଛି ମୋର ମା କହିଥିଲା,ମୁ ତ ପାଠ ଲେଖିଥିଲି ।


ଅଙ୍ଗନବାଡ଼ି ଦିଦି କହିଛନ୍ତି ତୁ କାନ୍ଦୁଛୁ କଣ ପାଇଁ ପିଲା ଟି କହୁଛି ମୁଁ ତ ପାଠ ପଢ଼ୁଥିଲି ତୁଇ ମୋତେ ମାରିବୁ ବୋଲି ମୁଁ କାନ୍ଦୁଛି । ଆହୁରି କହୁଛି କି ମୋ ମା ତା କହିଛି ମୁଁ ପାଠ ପଢିଲେ ବଡ଼ ଚାକିରୀ କରିବି ଆଉ ଚକଲେଟ୍ ଆଉ କୁରକୁରି ଖାଇବି ସମସ୍ତେ ମୋତେ ଭଲ ପାଇବେ ବୋଲି କାନ୍ଦି କାନ୍ଦି କହିଛନ୍ତି ।

ତେବେ ପିଲା ଟି ଯେଉ ଭାବରେ ଓ ସାହାସ ସହ ଏଇ କହିଥିଲେ ତାହା ଆପଣ ମାନେ ଦେଖିଲେ ଆଚାର୍ଯ୍ୟ ହେଇଯିବେ ଓ ହସି ହସି ଗଡିଯିବେ । ଆଧୁନିକ ଯୁଗର ପିଲା ମାନେ ବହୁତ୍ କିଛି କରିପାରିବେ । ସେମାନେ ସୋସିଆଲ ମିଡିଆ ରେ ବହୁତ୍ ଭାଇରାଲ ହେବାରେ ଲାଗିଛି ।ଏହି ପିଲା ମାନକର ଭିଡିଓ ଟି ବହୁତ୍ ଲୋକମାନେ ବିଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳିଥାଏ ଓ ସେମାନେ ବହୁତ୍ ଜଲଦି ଭାଇରାଲ ହେବା ରେ ଲାଗିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।