ସବୁ ସମୟ ଖବର ସାଥିରେ

ପୁଣି ମାର୍କେଟ ଘାଣ୍ଟିଲା” mr dev “ଙ୍କ ଜବରଦସ୍ତ ରୋମାଣ୍ଟିକ କମେଡି Scene ” ଆମ ଘର ଜ୍ବାଇଁ “…. ଦେଖିଲେ ହସି ହସି ଗଡ଼ିଯିବେ…

0 4

ଅଧୁନା ଟେକ୍ନୋଲୋଜିର ସବୁଠାରୁ ବଡ ଦାନ ହେଉଛି ସୋସିଆଲ ମିଡ଼ିଆ। ସୋସିଆଲ ମିଡ଼ିଆ ମନୋରଞ୍ଜନର ଏକ ଭିନ୍ନ ଦୁନିଆ। ଯେଉଁଠି ଆପଣ ମାନେ ସବୁ ପ୍ରକାର ମନୋରଞ୍ଜନ ଭିତ୍ତିକ କଣ୍ଟେଣ୍ଟ ଦେଖି ପାରିବେ। ଆପଣ ମାନେ ମନୋରଞ୍ଜନ ପାଇଁ ସୋସିଆଲ ମିଡିଆରେ ବ୍ୟବହାର ନିଶ୍ଚିତ ଭାବେ କରୁଥିବେ ଏବଂ ସୋସିଆଲ ମିଡିଆରେ ଆପଣ ପ୍ରତିଦିନ ଅନେକ ପ୍ରକାର ଭିଡିଓ ଦେଖିବାକୁ ପାଉଥିବେ ଆଉ ପସନ୍ଦ ମଧ୍ୟ କରୁଥିବେ।

ତେବେ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ର ସବୁଠାରୁ ଲୋକପ୍ରିୟ ଆପ୍ଲିକେସନ ହେଉଛି ୟୁଟ୍ୟୁବ।ୟୁଟ୍ୟୁବରେ ନିଜ ମନ ମୁତାବକ ଭିଡିଓ ଦେଖି ପାରିବା ଏହା ସହିତ ଆମ ମନ ମୁତାବକ ଭିଡିଓ ପୋଷ୍ଟ ମଧ୍ୟ କରି ପାରିବା। ଆଜିର ଦିନରେ ଯୁବ ପିଢି ମାନେ ସୋସିଆଲ ମିଡ଼ିଆକୁ ନିଜ ରୋଜଗାରର ପନ୍ଥା ଭାବେ ଚୟନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇ ପାରୁଛନ୍ତି।
ତେବେ ଆପଣ ମାନେ ୟୁଟ୍ୟୁବରେ ଅନେକ ପ୍ରକାର ଭିଡିଓ ଦେଖିଥିବେ ଆଉ ଏହି ସବୁ ଭିଡ଼ିଓ ଆପଣଙ୍କୁ ଖୁବ୍ ପସନ୍ଦ ମଧ୍ୟ ଆସୁଥିବ। ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ବାବଦରେ ଜଣାଇବୁ ଯାହା ଦେଖିଲେ ଆପଣ ହସି ହସି ଆପଣଙ୍କ ପେଟ ଦରଜ ହୋଇଯିବ। ଭିଡିଓ ଏତେ ମଜାଦାର ରହିଛି ଯାହା ଆପଣ କଳ୍ପନା ମଧ୍ୟ କରି ପାରିବେ ନାହିଁ। ତେବେ ଏହି ଭିଡିଓଟି ଦେଖିବାକୁ ମିଳିଛି ବିକି ରିକି ୟୁଟ୍ୟୁବ ଚ୍ୟାନେଲ୍ ରେ।

ଆପଣ ମାନେ ବିକି ରିକି ୟୁଟ୍ୟୁବ ଚ୍ୟାନେଲର ଅନେକ ଭିଡିଓ ଦେଖିଥିବେ। ଆଉ ଖୁସି ମଧ୍ୟ ହେଉଥିବେ। ଏମାନଙ୍କ ସବୁ ଭିଡିଓରେ ଖୁବ୍ କମେଡି ରହିଥାଏ। ଯାହାକୁ ଦର୍ଶକ ମାନେ ଦେଖିବା ପାଇଁ ଖୁବ୍ ପସନ୍ଦ କରନ୍ତି। ତେବେ ନିକଟରେ ବିକି ରିକି ୟୁଟ୍ୟୁବ ଚ୍ୟାନେଲର ଏକ ଭିଡିଓ ଦର୍ଶକ ମାନଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛି। ଭିଡ଼ିଓଟିରେ ଏତେ ମାତ୍ରାରେ କମେଡି ଭରି ରହିଛି ଯାହା ଦର୍ଶକ ମାନଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିଛି।

ଭିଡ଼ିଓ ଟିର ନା ରହିଛି ‘ଆମ ଘର ଜ୍ବାଇଁ’।ଆଉ ଭିଡିଓରେ ଦେଖା ଯାଇଛି କି କିଭଳି ଭାବରେ ଜଣେ ଘର ଜ୍ବାଇଁ ଶଶୁର ଏବଂ ସ୍ତ୍ରୀ ଦ୍ଵାରା ଅତ୍ୟାଚାରିତା ହେଉଛି। ଯାହାକୁ ଅତି ମଜାଦାର ଢଙ୍ଗରେ ଦେଖା ଯାଇଛି। ଘର ଜ୍ବାଇଁ ହୋଇ ଶଶୁର ଘରେ ରାଜା ଭଳି ରହିବାର ସ୍ବପ୍ନ ଜ୍ବାଇଁଙ୍କର ଭାଙ୍ଗି ଯାଇଛି। ରାଜା ହେବା ବଦଳରେ ସେ ଘରର ଚାକର ସହିତ ସମାନ ହୋଇ ଯାଇଛନ୍ତି ଘର ଶଶୁର ଓ ସ୍ତ୍ରୀଙ୍କ ସେବା କରିବା ସହ ଘର ସବୁ କାମ କରିବାକୁ ପଡ଼ୁଛି। ଯାହା ଖୁବ୍ ମଜାଦାର ରହିଛି। ତେବେ ଆପଣ ମଧ୍ୟ ଏହି ଭିଡିଓକୁ ଦେଖନ୍ତୁ ଆପଣଙ୍କୁ ଏହା ନିଶ୍ଚିତ ଭାବେ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।