
Video – ଜାଣନ୍ତୁ ଅସଲି ସତ୍ୟ !! ହୀରାକୁଦ ରେ ଦେଖିବାକୁ ମିଳିଲା 10 କୁଇଣ୍ଟାଲ ଓଜନର ଏକ ବିରାଟକାୟ ମାଛ ଯାହାକୁ ଦେଖିବାକୁ ପ୍ରବଳ ଭିଡ
ବନ୍ଧୁଗଣ ସୋସିଆଲ ମିଡ଼ିଆ ବର୍ତ୍ତମାନ ର ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ଆମେ ସମସ୍ତେ ପ୍ରତ୍ୟକ୍ଷ ବା ପରକ୍ଷ ଭାବରେ ଜଡିତ ।ଏହି ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଫୋଟ ଓ ଭିଡ଼ିଓ ଆପଣ ଦେଖିବା କୁ ପାଇଥାଉ ତା ମଧ୍ୟ ରୁ କେତେକ ଭିଡ଼ିଓ ଶିକ୍ଷଣୀୟ ହୋଇଥାଏ ତ ଆଉ କେତେକ ଭିଡ଼ିଓ ହାସ୍ୟାସ୍ପଦ ହୋଇଥାଏ ତ ପୁଣୀ କେବେ ଏହିଭଳି ହୃଦୟ ଜିତିବା ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ତାହାକୁ ଦେଖିଲେ ଆମ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ। ତେବେ ଆଜି ଆମେ ଆପଣ ଙ୍କୁ ଏହିପରି ଏକ ବିସ୍ମୟକର ଘଟଣା ଟି ବିଷୟରେ ଜଣେଇବୁ ଯାହା ଆଗରୁ ବହୁତ କମ ଆପଣ ଦେଖିଥିବେ।
ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଇଛି ଓଡ଼ିଶାର ହୀରାକୁଦ ଜଳଭଣ୍ଡାର ରେ ଯାହା ସମସ୍ତ କୁ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ।
ତେବେ ଘଟଣା ଟି କିଛି ଏହିପରି ଥିଲା ଯାହା ଆପଣ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣା ଟି କିଛି ଏମିତି ରହିଛି କି ହୀରାକୁଦ ଜଳଭଣ୍ଡାର ରେ ଏକ ବିଶାଳକାୟ ତଥା ରହସ୍ୟମୟ ମାଛ ଦେଖିବାକୁ ମିଳିଛି ଯାହାର ଓଜନ ୧୦ କେଜି ଟନ ର ବୋଲି ଅନୁମାନ କରାଯାଉଛି। ତେବେ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ଏହି ମାଛ ଆସିଲା କୋଉଠୁ କାରଣ ପୂର୍ବରୁ ଏହା କେବେ ଦେଖିବା କୁ ମିଳିନାହିଁ।
ତେବେ ବନ୍ଧୁଗଣ ଏହି ଘଟଣା ଟିର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ଭୟଭୀତ ହୋଇଛନ୍ତି ମଧ୍ୟ। ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ହୀରାକୁଦ ଜଳଭଣ୍ଡାର ଟି ଏକ ଦୀର୍ଘତମ ଜଳଭଣ୍ଡାର ଅଟେ ଯାହାକି ପ୍ରାୟ ୨୫ କିଲୋମିଟର ରୁ ଅଧିକ ଲମ୍ବ ର ଅଟେ। ଏହି ଜଳଭଣ୍ଡାର ୧୯୪୮ ମସିହାରେ ଆରମ୍ଭ ହୋଇ ୧୯୫୭ ମସିହାରେ ଶେଷ ହୋଇଥିଲା ଏବଂ ଏହାର ଉଦଘାଟନ ଭାରତ ର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କରିଥିଲେ। ଏହି ଜଳଭଣ୍ଡାର ଟି ଉଭୟ ଜଳ ଏବଂ ବିଦ୍ୟୁତ ପାଇଁ ଉପଯୋଗ କରାଯାଏ।
ତେବେ ପ୍ରଥମ ଥର ପାଇଁ ହୀରାକୁଦ ଜଳଭଣ୍ଡାର ରେ ଏକ ବିଶାଳକାୟ ମାଛ କୁ ଦେଖିବା କୁ ମିଳିଛି ଯାହାର ଓଜନ ୧୦ କେଜ ଟନ ହେବ ବୋଲି କୁହାଯାଇଛି।ତେବେ ଅନୁମାନ କରାଯାଉଛି କି ଏହି ମାଛ ଟି ବଧେ ଛତିଶଗଡ଼ ରୁ ଆସିଛି କାରଣ ଏହା ଏକ ସାମୁଦ୍ରିକ ମାଛ ଅଟେ। ତେବେ କିଛି ଲୋକେ ହୀରାକୁଦ ରେ ଜାଲ ପକାଇବା ବେଳେ ପାଣି ର ସ୍ରୋତ କୁ କୌଣସି ଏକ ଜୀବ ଚିରୀ ଦେବାର ଦେଖିବାକୁ ପାଇଥିଲେ ଆଉ ପାଖକୁ ଯାଇ ଦେଖିଥିଲେ କି ଏହା ଏକ ବିଶାଳ କାୟ ମାଛ ଥିଲା। ଯାହାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ଏବଂ ଏହାର ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକି ବର୍ତ୍ତମାନ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ଏହି ଭିଡ଼ିଓ ଟିକୁ ଆପଣ ମଧ୍ୟ ଥରେ ଦେଖନ୍ତୁ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।