
(Video) ବରମାଳା ପିନ୍ଧାଇବା ବଦଳରେ କନ୍ୟା କଲେ ଏମିତି, ହତବାକ୍ ହୋଇଗଲେ ଦର୍ଶକ, ଦେଖନ୍ତୁ ଭାଇରାଲ ଭିଡିଓ…
ବନ୍ଧୁମାନେ ଆଜିକାଲି ସୋସିଆଲ ମେଡିଆରେ ଖୋଲି ଦେଲେ ଖାଲି ବିବାହର ଭିଡ଼ିଓ ଗୁଡିକ ଦେଖିବାକୁ ମିଳୁଛି ।ତେବେ ଆଜିର ବିବାହ ଗୁଡିକ ଏକ କଂପିଟେସନ ଠାରୁ କମ ନୁହେଁ କାରଣ ଯାହାକୁ ଦେଖିବ ସେ ତାର ବାହାରେ କିଛି ନୂଆ ଓ ୟୁନିକ କରିବାକୁ ଚାହୁଁଛି ।ଆଉ ସେସବୁକୁ ସୋସିଆଲ ମେଡିଆରେ ବି ପୋଷ୍ଟ କରୁଛନ୍ତି ତେବେ ସେହି ଭିଡ଼ିଓ ଗୁଡିକ ଲୋକମାନେ ବି ଖୁବ ପସନ୍ଦ କରୁଛନ୍ତି ।
ଏବେ ମ୍ୟାରେଜ ଗୁଡିକରେ pre wedding photos shoot ଠାରୁ ଆରମ୍ଭ କରି ଅନେକ ପ୍ରକାରର ନୂଆ ରିଛୁଆଲସ ଗୁଡିକ ପାଳନ ହେଉଛି ଯାହା ବିବାହ ସମାରହ କୁ ଖୁବ ଜମେଇ ଦେଉଛି ।
ତେବେ ଏବେ ବିବାହକୁ ସମୟର ଏମିତି କିଛି ମଜାଳିଆ ଭିଡ଼ିଓ ଗୁଡିକ ସୋସିଆଲ ମେଡିଆରେ ଦେଖିବାକୁ ମିଳୁଛି ଯାହା ଦେଖିଲା ପରେ ହସିବା ସୁନିଶ୍ଚିତ ।ଦିନକୁ ଦିନ ସମସ୍ତେ ଚାହାନ୍ତି ପପୁଲର ହେବାକୁ ସେଥିପାଇଁ କିଛି ଘଟଣା ଜାଣି ଶୁଣି କରିଥାନ୍ତି ଆଉ କିଛି ଅଜାଣତରେ ବି ଘଟିଥାଏ ।ତେବେ ସେହିପରି କିଛିଦିନ।ଏକ ଭିଡ଼ିଓରେ ଦେଖିବାକୁ ମିଳିଥିଲା କି ବିବାହ ବେଳେ ବର କନିଆର ଭଉଣୀକୁ ବରଣ ମାଳା ପିନ୍ଧେଇବାର ।ଏମିତି ଆହୁରି ଅନେକ ଘଟଣା ଆମେ ଦେଖିବାକୁ ପାଇଥାଉ ଯାହା ଖୁବ ମଜାଦାର ହେଇଥାଏ ।
ଆଉ ଆଜି ଏମିତି ଗୋଟାଏ ଭିଡ଼ିଓ ସୋସିଆଲ ମେଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ତେବେ ସେହି ଭିଡ଼ିଓରେ ଦେଖିବାକୁ ମିଳିଛି କି ବିବାହର ଜୟମାଳ ସମୟରେ କନ୍ୟା ବରକୁ ଚାପୁଡ଼ା ମାରିବାର ।ତେବେ ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ହାମରିପୁର ଅଞ୍ଚଳରେ ଯେଉଁଠାରେ ଏକ ବିବାହ ସମାରୋହରେ ବର କନ୍ୟାକୁ ଜୟମାଳ ପିନ୍ଧେଇବାକୁ ଆସିଛନ୍ତି କି କନ୍ୟା ବରକୁ ଚାପୁଡ଼ା ଚାପୁଡ଼ା ମାରି ଚାଲିଛନ୍ତି ।ତାପରେ କେହି କିଛି ବୁଝି ପାରିବା ଆଗରୁ କନ୍ୟା ବେଦୀ ଛାଡି ଚାଲି ଯାଉଛନ୍ତି ।
ତେବେ ଦିନକୁ ଦିନ ସମସ୍ତେ ଯାକ ଯମକରେ ବିବାହ କରୁଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ଘଟଣା କିଛି ଏମିତି ଘଟଣା ଘଟିଥାଏ ଯାହା କେହିଁ ବିଶ୍ୱାସ କରି ପାରନ୍ତି ନାହିଁ ।ତେବେ ଆଗରୁ କନ୍ୟା ସବୁବେଳେ ମୁଣ୍ଡ ତଳକୁ କରି ବିବାହରେ ରହୁଥିଲା ଏବେ ଯୁଗ ବଦଳିବା ଅନୁସାରେ ସେମାନେ ବି କିଛି ପଦକ୍ଷେପ ଉଠେଇବାକୁ ପଛଘୁଞ୍ଚା ଦେଉ ନାହାନ୍ତି ।
ତେବେ ଘଟଣା ଭିଡ଼ିଓ ଯିଏ ବି ଦେଖିବେ ସେ ନିଶ୍ଚୟ ଖୁବ ମଜା ନେବେ ଆଉ ଏବେ ସୋସିଆଲ ମେଡିଆରେ ୟୁଜର ମାନେ ଭିଡ଼ିଓଟିକୁ ଦେଖିଲା ପରେ ଖୁବ ମଜା ନେଉଛନ୍ତି ଆଉ ବିଭିନ୍ନ କମେଣ୍ଟ ବି ରଖିଛନ୍ତି ।ତେବେ ଆପଣ ବି ଏତେ ଯାଏ ଏହି ଭିଡ଼ିଓ ଦଦଖି ନଥିଲେ ତୁରନ୍ତ ଦେଖନ୍ତୁ ତାପରେ ଜାଣି ପାରିବେ ଘଟଣା କେମିତି ଥିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।