
ଭିଡିଓର climax ଆଶ୍ଚର୍ଯ୍ୟକର ଅଟେ :- ଦେଖନ୍ତୁ video ନିଜ ପ୍ରେମିକ ଉପରେ ବିଶ୍ବାସ କରି ଗଛରୁ ତଳକୁ ଡିଆଁ ମାରୁଥିଲେ ମହିଳା ତା’ପରେ
ଆଜିର ସମୟରେ ଯୁବପିଡିଙ୍କ ଭିତରେ କିଛି ଥାଉ କି ନଥାଉ ସେମାନେ ଭଲପାଇବା ବାପ୍ରେମ ସମ୍ପର୍କରେ ନିଶ୍ଚିତ ରହି ଥାଆନ୍ତି ।ଆଉ ଆଜିର ଭଲପାଇବାରେ ବିନା ସ୍ୱାର୍ଥରେ କେହି କାହାର ନୁହେଁ ଆଉ ଯାହାର ପରିଣାମ ବି ନୀତିଦିନ ଘଟୁଥିବା ଘଟଣା ଗୁଡିକରୁ ଜାଣି ପାରୁଥିବେ ।ତେବେ ପ୍ରକୃତ ଭଲପାଇବାରେ କୌଣସି ସ୍ୱାର୍ଥ ରହି ନଥାଏ,ସେଥିରେ ରହିଥାଏ ତ୍ୟାଗ,ସମର୍ପଣ,ପରସ୍ପର ପ୍ରତି ସମ୍ମାନ ଓ ବିଶ୍ୱାସ ।
ଯାହା ଆଜିର ସମୟରେ ଦେଖିବାକୁ ପାଇବା ଅସମ୍ଭବ ଅଟେ କିନ୍ତୁ ଏବେ ଦେଖିବାକୁ ମିଳିଛି କି ଜଣେ ପ୍ରେମିକା ନିଜ ପ୍ରେମିକ ଓ ଭଲପାଇବା ପ୍ରତି କେତେ ବିଶ୍ୱାସ ରହିଛି ପ୍ରମାଣ କରିବାକୁ ଯାଇ ଗଛ ଉପରୁ ଡେଇଁ ପଡିଛି ।
ତେବେ ଗୋଟିଏ ସମ୍ପର୍କରେ ବିଶ୍ୱାସ ଗୋଟିଏ ଜିନିଷ ଯାହା ସେହି ସମ୍ପର୍କକୁ ମଜବୁତ ବି କରିପାରେ ଓ ଭାଙ୍ଗି ବି ଦେଇପାରେ ।ଆଉ ଜାଣିଛନ୍ତି ଯଦି ଆପଣ ଙ୍କ ଉପରେ କେହି ବିଶ୍ୱାସ କରୁଛନ୍ତି ତେବେ ତାହାର ବିଶ୍ୱାସ କେବେ ଭାଙ୍ଗନ୍ତୁ ନାହିଁ କାରଣ ଜଣଙ୍କ ର ବିଶ୍ୱାସ ଥରେ ଭାଙ୍ଗିଗଲେ ସେ ଜୀବନରେ ଆଉ କେବେ କାହା ଉପରେ ବିଶ୍ୱାସ କରିପାରେ ନାହିଁ । ତେବେ ଏବେକାର ଯୁବପିଡ଼ି ମାନଙ୍କ ଭିତରେ ଏହି ବିଶ୍ୱାସ ଦେଖିବାକୁ ମିଳୁନାହିଁ ଆଉ ଯଦି ଜଣେ ନିଜ ସାଥି ଉପରେ ଭରସା କରୁଛି ତେବେ ତାର କେତେବେଳେ ଧୂଳିସାତ କରି ଦିଆ ଯାଉଛି ସେ ନିଜେ ଯସନୀ ପାରୁ ନାହିଁ ।ତେବେ ଏହି ବିଶ୍ୱାସ ଓ ଭରଷା କୁ ପ୍ରମାଣ କରିବାକୁ ଯାଇ ଜଣେ ଯୁବତୀ ଯାହା କରୁଛନ୍ତି ତାହା ବୋଧେ ଆଗରୁ ଦେଖି ନଥିବେ ।
ତେବେ ଯୁବକ ଓ ଯୁବତୀ ପରସ୍ପରକୁ ଭଲ ପାଉଥିଲେ ଆଉ ଗୋଟିଏ ଜାଗାରେ ବଡି କଥା ହେଉଥିଲେ ତେବେ କଣ ଭାବୁ କେଜାଣି ଯୁବକ୍ୟୀ ଯୁବତୀଙ୍କୁ କହିଥିଲେ ତୁମେ ମୋତେ ସତରେ ଭଲପାଅ ନା, ତ ଯୁବତୀ କହିଥିଲେ ହଁ ମୁଁ ସ୍ତ୍ରେ ତୁମକୁ ବହୁତ ଭଲପାଏ ।ତାପରେ ଯୁବକ କହିଥିଲେ ତୁମ ଭଲପାଇବା ଉପରେ କେତେ ବିଶ୍ୱାସ ରହିଛି ଆଉ ଏଥର ଯୁବତୀ କହିଥିଲେ ନିଜ ଠାରୁ ବି ଅଧିକ ଭରଷା ରହିଛି ମୋ ଭଲପାଇବା ଉପରେ ।ଆଉ ସେତେବେଳେ ଯୁବତୀ ଯୁବକ କହିଥିଲେ ତୁମର ଯଦି ଏତେ ବିଶ୍ୱାସ ମୋ ଉପରେ ରହିଛି ତେବେ ମୁଁ ଯାହା କହିବି ତାହା କରି ପାରିବ କି ?
View this post on Instagram
ଆଉ ସେତେବେଳେ ଯୁବତୀ କହିଥିଲେ ମୋର ପୁରା ଭରଷା ଅଛି ତୁମ ଉପରେ ତୁମେ ଯାହା କହିବ ତାହା କରିବି,ସେତେବେଳେ ଯୁବକ କହିଥିଲେ ଏଇ ପାଖରେ ଥିବାଗଛକୁ ଚଡ଼ି ଯାଇ ସେହି ଡାଲରୁ ପଛକୁ ହେଇ ତଳକୁ ଡେଇଁପଡ଼ ।ଆଉ ଯୁବତୀ ବି ଠିକ ସେଇଆ କଲେ ଆଉ ଏପଟେ ଯୁବକ ଜଣଙ୍କ ତଳେ ଯୁବତୀଙ୍କୁ ଧରିବା ପାଇଁ ରେଡି ହେଇ ଯାଇଥିଲେ ଆଉ ଯେତେବେଳେ ଯୁବତୀ ତଳକୁ ଡେଇଁଲେ ଯୁବକ ତାଙ୍କୁ ଧରି ନେଇଥିଲେ ଆଉ ଉଭୟ ସୁରକ୍ଷିତ ରହିଥିଲେ ।ତେବେ ଏହି ଘଟଣା ସୋସିଆଲ ମେଡିଆରେ ଭାଇରଲ ହେବା ପରେ ଲୋକମାନେ ବିଭିନ୍ନ କମେଣ୍ଟ ଦେଇଛନ୍ତି ଆଉ ଉଭୟଙ୍କ ଭଲପାଇବାକୁ ପ୍ରକୃ ଭଲପାଇବା ବୋଲି କହିଛନ୍ତି ।କିନ୍ତୁ ଆମେ କହିବୁ ଏପରି କରିବା ଉଚିତ ନୁହେଁ କାରଣ କେତେବେଳେ ଛୋଟ ଭୁଲଟେ ବି ହେଇଗଲେ ପୁରା ଜୀବନ ପସ୍ତେଇ ବାକୁ ପଡିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।