ସବୁ ସମୟ ଖବର ସାଥିରେ

ସ୍ତ୍ରୀ ର ଏହି ୩ଟି ଅଭ୍ୟାସ ସ୍ବାମୀଙ୍କୁ କରିଥାଏ ( କୋଟିପତି ) ଜାଣନ୍ତୁ କେଉଁ ସବୁ ଅଭ୍ୟାସ …

0 6

ବନ୍ଧୁଗଣ କେତେକ ଝିଅ ଅଛନ୍ତି ସେମାନେ ବହୁତ ସୌଭାଗ୍ୟବତୀ ହୋଇଥାନ୍ତି |ସେମାନଙ୍କ ପାଖରେ ଏମିତି କିଛି ଗୁଣ ଦେଖାଯାଏ ଯଉଁଥିପାଇଁ ସମସ୍ତେ ସେମାନଙ୍କୁ ଭଲ ପାଆନ୍ତି,ଏପରି ଝିଅ ଯଉଁ ଘରକୁ ବିବାହକରି ଯାଏ ସେ ସେହି ଘରକୁ ସର୍ଗ କରିଦେଇଥାଏ |ଭବିଷ୍ୟ ପୂରାଣ ଅନୁସାରେ ଆପଣ ଯଦି ସୁଖ ଗୃହସ୍ତ ଜୀବନ ଚାହୁଁଛନ୍ତି ତେବେ ପୁରୁଷମାନେ ବିଶେଷ ଗୁଣଥିବା ମହିଳାମାନଙ୍କୁ ବିବାହ କରିବା ଉଚିତ |ଏପରି ମହିଳାମାନେ ମାତା ଲଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି, ଏମାନେ ଯାହା ଘରକୁ ଯାଇଥାନ୍ତି ସେ ଘରେ ସର୍ବଦା ହସ ଖୁସି ଲାଗି ରହିଥାଏ ଏବଂ ସେ ଘରେ କେବେ ଟଙ୍କା ପଇସାର ଅଭାବ ରହିନଥାଏ |ମୁଁ ଆଜି ଆପଣକୁ ସ୍ତ୍ରୀମାନଙ୍କର ତିନୋଟି ଗୁଣ ବିଷୟରେ କହିବି ଯେଉଁ ଗୁଣ ଥିଲେ ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି ଏବଂ ସମସ୍ତଙ୍କର ଅତି ପ୍ରିୟ ମଧ୍ୟ ହୋଇପାରନ୍ତି |ତେବେ ଆସନ୍ତୁ ଜାଣିବା ଏହି ଗୁଣ ଗୁଡିକ ବିଷୟରେ ଯାହା ଦ୍ଵାରା ସ୍ତ୍ରୀଲୋକମାନେ ଭାଗ୍ୟଶାଳୀ ହୋଇଥାନ୍ତି |
1 -ଯେ ସ୍ତ୍ରୀଲୋକ ମାନେ ଧର୍ମର ମାର୍ଗରେ ଚାଲିଥାନ୍ତି ଏବଂ ଆଗକୁ ବଢିବାପାଇଁ ଚେଷ୍ଟା କରିଥାନ୍ତି ଏବଂ ଈଶ୍ୱରଙ୍କ ଉପରେ ଭରସା କରିଥାନ୍ତି ସେହିପରି ସ୍ତ୍ରୀମାନେ ସୌଭାଗ୍ୟବତୀ ହୋଇଥାନ୍ତି |ଏମାଙ୍କର ଏହି ଗୁଣ ଯୋଗୁଁ ଘରେ ସବୁବେଳେ ହସ ଖୁସି ଲାଗିରହିଥାଏ,ଏହିପରି ସ୍ତ୍ରୀଲୋକମାନେ ମାତା ଲଷ୍ମୀଙ୍କ ପ୍ରଥମ ପସନ୍ଦ ହୋଇଥାନ୍ତି |ଏପରି ସ୍ତ୍ରୀ ଘରେ ଥିଲେ ମାତା ଲଷ୍ମୀ ଘରେ ସର୍ବଦା ବାସ କରନ୍ତି ଏବଂ ସେ ଘରେ କେବେ ଧନର ଅଭାବ ମଧ୍ୟ୍ୟ ଦେଖାଯାଏ ନାହିଁ |
2-ଯେଉଁ ମହିଳାମାନଙ୍କର ଇଚ୍ଛା ସିମିତ ରହିଥାଏ ତେବେ ତାଙ୍କର ସ୍ୱାମୀମାନେ ବହୁତ ଖୁସିରେ ରହିଥାନ୍ତି,ଏହାଛଡା ଯେଉଁ ସ୍ତ୍ରୀ ସବୁବେଳେ ସବୁ ପରିସ୍ଥିତିରେ ସ୍ୱାମୀ ପାଖରେ ରହିଥାଏ ସେପରି ଦମ୍ପତି ସବୁବେଳେ ସୁଖମୟ ଜୀବନ ଅତିବାହିତ କରିଥାନ୍ତି |ତେଣୁ ପ୍ରତ୍ୟେକ ପୁରୁଷ ସବୁବେଳେ ଏହିପରି ସ୍ତ୍ରୀ ପାଇବା ପାଇଁ ଚେଷ୍ଟା କରିଥାନ୍ତି ଯିଏକି ସର୍ବଦା ହସ ଖୁସିରେ ରହୁଥିବେ, ବିନା କାରଣରେ ରାଗୁନଥିବ ଏବଂ ସର୍ବଦା ସନ୍ତୁଷ୍ଟ ରହିଥିବ |ଏପରି ସ୍ତ୍ରୀ ମାନେ ଘରର ଲଷ୍ମୀ ହୋଇଥାନ୍ତି, ତାହା ସହିତ ଏପରି ସ୍ତ୍ରୀ ଥିଲେ ଘରର ସୁଖ ଶାନ୍ତି ସର୍ବଦା ବଜାଇ ରହିଥାଏ |
-ଯେଉଁ ସ୍ତ୍ରୀର କଥା ଏବଂ ଭାଷା ମଧୁର ରହିଥାଏ ତେବେ ସେ ଘରେ ସର୍ବଦା ଖୁସିର ବାତାବରଣ ଦେଖାଯାଏ କିନ୍ତୁ କେତେକ ପତ୍ନୀମାନେ ଘରେ ସର୍ବଦା କଟୁ କଥା କହିଥାନ୍ତି ଏବଂ ବିବାଦ ମଧ୍ୟ କରିଥାନ୍ତି ଏପରି କଲେ ଘରେ ସର୍ବଦା ଅଶାନ୍ତି ଦେଖାଯାଏ |ଘରେ ଶାନ୍ତିର ପରିବେଶ ପାଇଁ ଘରର ମହିଳା ମାନେ ସବୁବେଳେ ମଧୁର ବଚନ କହିବା ଉଚିତ ଯାହା ଦ୍ଵାରା ଘରେ ସମସ୍ତେ ଖୁସି ରହିବେ |ଏପରି ସ୍ତ୍ରୀମାନେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥାନ୍ତି ଏବଂ ଏମାନଂକୁ ସମସ୍ତେ ବହୁତ ଭଲ ମଧ୍ୟ୍ୟ ପାଇଥାନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।