ସବୁ ସମୟ ଖବର ସାଥିରେ

viral news – ଏହି ପୁରୁଣା ୨ ଟଙ୍କିଆ ମୁଦ୍ରାଟିଏ ଆପଣଙ୍କୁ ଲକ୍ଷପତି କରିଦବ, 5 ଲକ୍ଷ ଟଙ୍କା ମିଳିବ ଜାଣନ୍ତୁ କେମିତି ପାଇବେ ଟଙ୍କା ,ଆଉ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ।

0 107

ବନ୍ଧୁଗଣ ସବୁବେଳେ ଗୋଟିଏ କଥା କୁହାଯାଏ କି,”ଅଲଡ଼ ଇଜ ଗୋଲଡ଼” ଯାହାର ଅର୍ଥ ହେଉଛି ସମସ୍ତ ପୁରାତନ ଜିନିଷ ଆମ ପାଇଁ ସୁନା ସଦୃଶ କାରଣ ଆବଶ୍ୟକ ସମୟରେ ଉଚିତ ନିଷ୍ପତ୍ତି ନେବା ଦ୍ବାରା ଏହି ଜିନିଷ ଆପଣଙ୍କ ର ଜୀବନ କୁ ବଦଳେଇ ଦେଇପାରେ ଆଉ ଆପଣଙ୍କୁ ରାତାରାତି ସାଧାରଣ ମଣିଷ ରୁ ଜଣେ ଲକ୍ଷ ପତି ମଧ୍ୟ ବନେଇବ। ତେବେ ଆପଣ ମାନେ ଜାଣିଛନ୍ତି କି ପୁରୁଣା ମୁଦ୍ରା ବିକ୍ରି କରି ବର୍ତ୍ତମାନ ଲୋକମାନେ ବହୁତ ଟଙ୍କା ଆୟ କରୁଛନ୍ତି ବୋଲି।

ତେବେ ଆମେ ଆପଣଙ୍କୁ ଆଜି ଏମିତି ଏକ ତଥ୍ୟ ଜଣାଇବୁ ଯାହା ଦ୍ୱାରା ଆପଣଙ୍କ ପାଖରେ ଥିବା ପୁରୁଣା ମୁଦ୍ରା (୨ ଟଙ୍କିଆ ଓ ୧ ଟଙ୍କିଆ କଏନ) ଥିଲେ ତାହାକୁ ବିକ୍ରିକରି ଲକ୍ଷ ଲକ୍ଷ ଟଙ୍କା କମାଇ ପାରିବେ।

ବନ୍ଧୁଗଣ ପୂର୍ବରୁ ଲୋକଙ୍କ ର ଏକ ଗୁଣ ରହିଥାଏ କି ପୁରୁଣା ଜିନିଷ ତଥା ଟଙ୍କା ପଇସା କୁ ସାଇତି ରଖିବା ର ।ତେବେ ବର୍ତ୍ତମାନ ସେହିଭଳି ବ୍ୟକ୍ତି ମାନେ ସେହି ଟଙ୍କା କୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି ଭାବରେ ଆପଣ ଏହାର ବିକ୍ରି କରିବେ ଏବଂ କଣ କଣ ସବୁ କାର୍ଯ୍ୟ ଆପଣଙ୍କୁ କରିବାକୁ ହେବ।

କେଉଁ ମସିହାର ଟଙ୍କା ଥିଲେ ହେବେ ଲକ୍ଷପତି:-

ବନ୍ଧୁଗଣ ବର୍ତ୍ତମାନର ସୂଚନା ଅନୁସାରେ, ଯଦି ଆପଣ ଙ୍କ ର ପାଖରେ ୧୯୯୪ ମସିହା ର ଦୁଇ ଟଙ୍କିଆ କଏନ ରହିଛି , ଯାହାର ପଛ ପାର୍ଶ୍ଵ ରେ ଭାରତ ମାନଚିତ୍ର ସହ ଆମ ଜାତୀୟ ପତାକା ର ଚିନ୍ହ ରହିଛି। ତେବେ ସେହି ଟଙ୍କା କୁ ବିକ୍ରି କରି ଆପଣ ଙ୍କୁ ୫ ଲକ୍ଷ ଟଙ୍କା ମିଳିବ। ଆଉ ଯଦି ଆପଣ ଙ୍କ ପାଖରେ ୧୯୯୪ ମସିହାରେ ୧ ଟଙ୍କିଆ କଏନ ରହିଛି ତେବେ ଏକ ଲକ୍ଷ ଟଙ୍କା। ଆଉ ଯଦି ବ୍ରିଟିଶ ଜମାନା ର ୧ ଟଙ୍କିଆ ଆପଣ ଙ୍କର ପାଖରେ ରହିଥାଏ ତେବେ ତାହାକୁ ବିକ୍ରି କରି ଆପଣ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଆୟ କରିପାରିବେ।

କିପରି ଭାବରେ ଏହାର ସେଲ କରିବେ:-

ତେବେ ଏହି ପୁରୁଣା କଏନ ଗୁଡିକ ଆପଣ ଅନଲାଇନ ମାଧ୍ୟମରେ ରେ ବିକ୍ରି କରି ପାରିବେ। ତେବେ ବନ୍ଧୁଗଣ ଯଦି ଆପଣଙ୍କ ପାଖରେ ଏହି ଦୁଇ ଟଙ୍କିଆ କଏନ ରହିଛି, ତେବେ ଆପଣ କ୍ୱକର ଆପ୍ଲିକେସନ ରେ ନିଜର ଆକାଉଣ୍ଟ ଖୋଲନ୍ତୁ। ଏବଂ ଏହି ଆପ ରେ ଯାଇ ଇ- କମର୍ସ ରେ କ୍ଲିକ କରି ନିଜ ପାଖରେ ଥିବା ଦୁଇ ଟଙ୍କିଆ କଏନ କୁ ବିକ୍ରି କରି ପାରିବେ ଆଉ ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ। ତେବେ ଯଦି ଆପଣ ଙ୍କର ପାଖରେ ଏହି ଟଙ୍କା ରହିଛି ତେବେ ଆଜି ହିଁ ଏହାକୁ ବିକ୍ରି କରନ୍ତୁ ଏବଂ ରାତାରାତି ହୋଇଯିବେ କୋଟିପତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।