ସବୁ ସମୟ ଖବର ସାଥିରେ

Braking News – ଟୁଙ୍ଗୁରୁ ପରେ ଆରମ୍ଭ ହେଲା ବର୍ଷା ଭୋଳ ଙ୍କ Music ଭିଡିଓ ସୁଟିଂ,ଗୀତ ର ନାମ ବର୍ଷା କାନ୍ଦୁଛି ଟୁଙ୍ଗୁରୁ ପାଇଁ,ବର୍ଷା କହିଲେ ମୁଁ ଏବେ ହିରୋଇନ ଆଉ ତାପରେ ଯାହା ହେଲା …ଦେଖନ୍ତୁ ଭିଡ଼ିଓ !

0 69

ନମସ୍କାର ବନ୍ଧୁଗଣ,ସୋସିଆଲ ମିଡ଼ିଆରେ ଅନେକ ଘଟଣା ସାମ୍ନା କୁ ଆସିଥାଏ ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ଏହିଠାରେ ନିକଟରେ ଘଟି ଯାଇଥିବା ଏକ ଘଟଣା ବର୍ଷା ଓ ଟୁଙ୍ଗୁର ଭୋଳ ଙ୍କୁ ଏକ ଭିଡ଼ିଓ ନକରକୁ ଆସିଛି। ଆଉ ଏଠାରେ ବର୍ଷା ଏମିତି କିଛି କହିଛନ୍ତି ଯାହା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ।
ଏଠାରେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଏକ ମହିଳା ପ୍ରେମିକ ଟୁଙ୍ଗୁର ଭୋଳ ଙ୍କୁ ଏମିତି କିଛି କହିଛି ଯାହା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ।ନିକଟରେ ଦୁହିଁଙ୍କ ପ୍ରେମ କୁ ନେଇ ସୋସିଆଲ ମିଡ଼ିଆରେ ବେଶ ଚର୍ଚା ଜୋର ଧରିଥିଲା।

ଆଉ ସେମାନେ ଦୁହେଁ ଷ୍ଟାର ମଧ୍ୟ ବନିଗଲେ ଯାହା ଆପଣ ମାନେ ମଧ୍ୟ ଜାଣିଥିବେ। ନିକଟରେ ଦୁହିଁଙ୍କ ପ୍ରେମ କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି ଯେତେବେଳେ ବିଭିନ୍ନ ସମୟରେ ଘଟଣା ସମ୍ପର୍କରେ ସବୁ ଜାଣିବାକୁ ମିଳିଛି। କିଛି ଦିନ ତଳେ ଟୁଙ୍ଗୁର ଭୋଳ ଙ୍କର ଆଲବମ ଗୀତ ମଧ୍ୟ ଶୁଟିଂ ହୋଇଥିଲା ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଏହି ଘଟଣା ଟିକୁ ନେଇ ସମସ୍ତେ ଏବେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଯାହା ଏବେ ଆପଣ ମାନେ ଦେଖିଥିବେ। ଟୁଙ୍ଗୁର ଭୋଳ ଙ୍କର ଗୀତ କୁ ନେଇ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି।

ସେ ବର୍ତ୍ତମାନ ରାଜ୍ୟରେ ସେଲିବ୍ରେଟି ହୋଇ ସାରିଛନ୍ତି । ଆଉ ତାହା ପରବର୍ତ୍ତୀ ସମୟରେ ପ୍ରେମିକା ବର୍ଷା କୁ ନେଇ ଟୁଙ୍ଗୁର ର ଏମିତି ଲୋକ ପ୍ରିୟ ହୋଇଛି ବୋଲି ଯାହା ଭାଇରଲ ହୋଇଥିଲା। ଟୁଙ୍ଗୁର ଭୋଳ ହିରୋ ହେବା କଥା ଶୁଣିବା ପରେ ବର୍ଷା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହିଠାରେ ବର୍ଷା ହିରୋଇନ ହେବା ପାଇଁ ଶୁଣିବା ପରେ ବହୁତ ଖୁସି ହୋଇ ଯାଇଥିଲେ। ଆଉ ଏବେ ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଯେ ଟୁଙ୍ଗୁର ଭୋଳର ପ୍ରେମିକା ଗୀତ ପାଇଁ ଡାକିବା ପରେ ବହୁତ ଖୁସି ହୋଇ ଯାଇଥିଲେ ଯାହା ଆପଣ ମାନେ ଦେଖିବାକୁ ପାଇଥିବେ। ଆଉ ସେ ମଧ୍ୟ ଏଠାରେ କିଛି କହିଛନ୍ତି ଯାହା ଆପଣ ମାନେ ଶୁଣିବାକୁ ପାଇଥିବେ।

ଆଉ ବର୍ଷା ଏଠାରେ କହିଛନ୍ତି ଯେ ତାଙ୍କର ନ୍ଯା ଗୀତ ଆସିଛି ତାକୁ ନେଇ ସେ ବହୁତ ଖୁସି ଅଛନ୍ତି ଏବଂ ତାଙ୍କୁ ଏହି ଗୀତ ପାଇଁ ନିର୍ଦେଶକ ମଧ୍ୟ ଡାକିଥିଲେ ଯାହା ତାଙ୍କୁ ଅଧିକ ଖୁସି ଲାଗିଥିଲା। ଟୁଙ୍ଗୁର ଭୋଳ ପାଇଁ ଏହି ଗୀତ ରେ ଶୁଟିଂ କରିଛନ୍ତି ବୋଲି କହିଥିବାର ସୂଚନା ମିଳିଛି। ଆଉ ମଧ୍ୟ କହିଛନ୍ତି ଯେ ତାଙ୍କର ଭଲ ପାଇବା ଏହିପରି ଟୁଙ୍ଗୁର ଭୋଳ ପାଖରେ ରହିଛି ଏବଂ ଟୁଙ୍ଗୁର ଭୋଳ ଙ୍କର ଅନେକ ଫୋନ ଭାଙ୍ଗିଥିବା ନେଇ କିଛି କହିଛନ୍ତି। ଆଉ ସେହି ଫୋନ ରେ ଯାହା ଥିଲା ସବୁ ଏଠାରେ କହିଛନ୍ତି।