
viral news – ଟୁଙ୍ଗୁରୁ ଭୋଳ ପ୍ରେମିକା ବର୍ଷା ଜଣେ ସେ-କ୍ସ୍ ପେସେଣ୍ଟ… ଦେଖନ୍ତୁ ଏହି ଭିଡ଼ିଓ !
ନମସ୍କାର ବନ୍ଧୁଗଣ,ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି ଘଟଣା ସବୁ ନଜରକୁ ଆସିଥାଏ ଯାହା ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିଥାଏ। ଏବେ ନିକଟରେ ଏହିପରି ଏକ ଘଟଣା ନଜରକୁ ଆସିଥିଲା ଯେଉଁଠି ଟୁଙ୍ଗୁର ଭୋଳ ଓ ବର୍ଷା ନାମକ ଦୁଇ ପ୍ରେମୀ ଯୁଗଳ ଙ୍କ ପ୍ରେମ ସମ୍ପର୍କ ରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲ। ଆଉ ଏଠାରେ ଜଣେ ବ୍ୟକ୍ତି ବର୍ଷା କୁ ନେଇ ଏମିତି ଏକ ବୟାନ ଦେଲେ ଆସନ୍ତୁ ଜାଣିବା। ଏଠାରେ ଏବେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଜଣେ ବ୍ୟକ୍ତି ଟୁଙ୍ଗୁର ଭୋଳ ଓ ବର୍ଷା ଭୋଳ ଙ୍କର ପ୍ରେମ କୁ ନେଇ ଏମିତି କିଛି କହିଲେ ଯାହା ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି।
ଏବେ ନିକଟରେ ଏକ ଘଟଣା ନଜରକୁ ଆସିଥିଲା ଯେଉଁଠି ଟୁଙ୍ଗୁର ଭୋଳ ନାମକ ଏକ ଅଟୋ ଚାଳକ ଜଣେ ବିବାହିତ ମହିଳା ଙ୍କ ସହିତ ପ୍ରେମ ହୋଇଥିଲା। ଆଉ ସେହି ମହିଳା ଜଣଙ୍କ ହେଲେ ବର୍ଷା ଭୋଳ ଏବଂ ତାଙ୍କର ସ୍ୱାମୀ ଓ ଦୁଇଟି ପିଲା ମଧ୍ୟ ରହିଛନ୍ତି। ଆଉ ଏହି ସମୟ ରେ ବର୍ଷା ଭୋଳ ଟୁଙ୍ଗୁର ଙ୍କୁ ବିବାହ କରିବା ପାଇଁ ଥାନାରେ ଜିଦି ଧରି ବସିଥିଲେ ଯାହା ର ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରଲ ହୋଇଥିଲା।ପରବର୍ତ୍ତୀ ସମୟରେ ଟୁଙ୍ଗୁର ଭୋଳ ସାରା ରାଜ୍ୟରେ ଲୋକ ପ୍ରିୟ ହୋଇ ଯାଇଥିଲେ ।
ଯାହା ପାଇଁ ସେ ମଧ୍ୟ ହିରୋ ହୋଇ ସେଲିବ୍ରେଟି ମଧ୍ୟ ହୋଇ ଯାଇଥିଲେ ଏବଂ ଏପଟେ ବର୍ଷା ମଧ୍ୟ ଷ୍ଟାର ହୋଇ ଯାଇଥିଲେ ଯାହାର ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଇଥଆଉ ବର୍ତ୍ତମାନ ସମୟ ରେ ଯୁବ ପିଢ଼ି ମାନେ ଏହିପରି ସବୁ କାର୍ଯ୍ୟ ରେ ଲିପ୍ତ ରହିଥିବାର ଘଟଣା ସବୁ ସାମ୍ନା କୁ ଆସୁଛି। ଅଧିକାଂଶ ସମୟରେ ବିବାହିତ ମହିଳା ମାନେ ନିଜର ସମସ୍ତେ ରହିଥିଲେ ମଧ୍ୟ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିବା ପାଇଁ ଇଚ୍ଛୁକ ରହି ଥାଆନ୍ତି ଯାହା ସୋସିଆଲ ମିଡ଼ିଆରେ ଅନେକ ସମୟରେ ସାମ୍ନା କୁ ଆସିଥାଏ। ଆଉ ଏଠାରେ ଜଣେ ବ୍ୟକ୍ତି ଏମିତି କିଛି କହିଛନ୍ତି ଯାହା ଶୁଣିବା ପରେ ଚମକି ପଡିବେ।
ବ୍ୟକ୍ତି ଜଣଙ୍କ ଏଠାରେ କହିଛନ୍ତି ଯେ ବର୍ତ୍ତମାନ ସମୟ ରେ ବିବାହିତ ମହିଳା ମାନେ ପରକ୍ରିୟା ପ୍ରୀତି କୁ ଅଧିକ ଆପଣେଇ ଥାଆନ୍ତି।ଆଉ ନିକର ସ୍ୱାମୀ ରହିଥିଲେ ମଧ୍ୟ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିବା ପାଇଁ ଇଚ୍ଛା କରି ଥାଆନ୍ତି। ସେମାନେ ସବୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଇଚ୍ଛା କରି ଥାଆନ୍ତି।
ଆଉ ଏବେ ନିକଟରେ ବର୍ଷା ଓ ଟୁଙ୍ଗୁର ଭୋଳ ଘଟଣା ମଧ୍ୟ ସାମ୍ନା କୁ ଆସିଥିଲା ଯେଉଁଠି ସେହି ମହିଳା ଜଣଙ୍କ ସ୍ୱାମୀ ରହିଥିଲେ ମଧ୍ୟ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିଥିଲେ। ଆଉ ସେ କହିଛନ୍ତି ମଧ୍ୟ ସେମାନେ ସବୁ ସେକ୍ସ ମୋତିଭେଟେଡ଼ ଯାହା ସବୁ ବେଳେ ଇଚ୍ଛା ହୋଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।