ସବୁ ସମୟ ଖବର ସାଥିରେ

ତୁଳସୀ ଗଣନାଟ୍ୟ ର Sad Love Song ” ସରୁନି ଗପ କି ସରୁନି ପାପ “… ମାତ୍ର 4 ଘଣ୍ଟାରେ 80 Million ରୁ ଅଧିକ ଲୋକ ଦେଖି ସାରିଲେଣି.

0 14

ଯାତ୍ରା ଜଗତର ଅନେକ ନାମୀ ଦାମୀ କଳାକାର ମାନେ ନିଜର ଦମଦାର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ହୃଦୟରେ ରାଜ କରୁଛନ୍ତି। ଯାତ୍ରା ଜଗତରେ ଅଭିନୟ କରୁଥିବା କଳାକାର ମାନଙ୍କ ଅଭିନୟ ସିନେମା ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅନେକ ଯାତ୍ରା ପ୍ରେମୀ ରହିଛନ୍ତି ଯେଉଁମାନେ କି ସିନେମା ଅପେକ୍ଷା ଯାତ୍ରା ଦେଖିବା ପାଇଁ ଅଧିକ ପସନ୍ଦ କରିଥାନ୍ତି। ଯାତ୍ରା ଜଗତର କଳାକାର ମାନଙ୍କ ଜୀବନଶୈଳୀ ଖୁବ୍ ନିଆରା। ଅନେକ ଯାତ୍ରା ପ୍ରେମୀ ରହିଛନ୍ତି ଯେଉଁ ମାନେ କି ଯାତ୍ରା କଳାକାର ମାନଙ୍କ ବାବଦରେ ଜାଣିବା ପାଇଁ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। ନିଜର ପ୍ରିୟ କଳାକାର ମାନଙ୍କୁ ଅନୁ ସରଣ ମଧ୍ୟ କରିଥାନ୍ତି।
ଯାତ୍ରା ଜଗତରେ ଏମିତି କିଛି କଳାକାର ରହିଛନ୍ତି ସେମାନେ ନିଜର ଦମଦାର ଆକ୍ଟିଂ ଓ ଆକର୍ଷଣୀୟ ଲୁକ୍ସକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ଏଭଳି ଦୁଇ ଜଣ ଯାତ୍ରା କଳାକାରଙ୍କ ବାବଦରେ ଜଣାଇବୁ ଯେଉଁ ମାନଙ୍କ ଅଭିନୟ ଯାଦୁ ସମସ୍ତଙ୍କୁ କିମିଆ କରି ଦେଇଛି। ତେବେ ସେହି ଦୁଇ ଲୋକପ୍ରିୟ କଳାକାର ହେଉଛନ୍ତି ଅଭିନେତ୍ରୀ ସୋନାଲି ଏବଂ ଅଭିନେତା ସୁଶୀଲ। ତେବେ ଆପଣ ଏହି ଦୁଇ ଯୋଡି କୁ ନିଶ୍ଚିତ ଭାବେ ଯାତ୍ରା ମଞ୍ଚ ଉପରେ ଦେଖିବାକୁ ପାଇ ଥିବେ। ଏମାନଙ୍କର ଅଭିନୟକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରନ୍ତି।

ତେବେ ନିକଟରେ ଅଭିନେତ୍ରୀ ସୋନାଲି ଏବଂ ଅଭିନେତା ସୁଶୀଲ ଏକ ସୁନ୍ଦର୍ ଅଭିନୟ ସାମ୍ନାକୁ ଆସିଛି। ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ଭିଡିଓରେ ସୋନାଲି ଓ ସୁଶୀଲଙ୍କ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଇମୋସନାଲ୍ ଦୃଶ୍ୟଟି ବେଶ୍ ମନ ଛୁଆଁ ହୋଇ ପାରିଛି।ଯାହା ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି। ତେବେ ଏହି ଭିଡ଼ିଓଟି ଦେଖା ଯାଉଥିବା ଦୃଶ୍ୟଟି ତୁଳସୀ ଗଣନାଟ୍ୟ ର ‘ସରୁନି ରାତି କି ସରୁନି ପାପ’ ର ଇମୋଶନାଲ ସିନ। ତେବେ ଏହି ଦୃଶ୍ୟଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଏହି ଇମୋସନାଲ୍ ଦୃଶ୍ୟକୁ ଅତି ସୁନ୍ଦର ଭାବେ ଦୃଷ୍ୟପଟ କରି ପାରିଛନ୍ତି ଅଭିନେତ୍ରୀ ସୋନାଲି ଏବଂ ଅଭିନେତା ସୁଶୀଲ। ଯାହା ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ପାରିଛି ଏହି ଇମୋସନାଲ୍ ଦୃଶ୍ୟକୁ ଦେଖିବା ପରେ ଦର୍ଶକ ମାନେ ମଧ୍ୟ ଇମୋସନ ରେ ଭରପୁର ଦୃଶ୍ୟ ଦେଖିଲେ ଆପଙ୍କ ଆଖିରୁ ମଧ୍ୟ ଲୁହ ବାହାରି ଆସିବ। ତେବେ ଏହି ସୁନ୍ଦର୍ ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଦର୍ଶକ ମାନେ ଏହାକୁ ଦେଖୁଛନ୍ତି ଏବଂ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ଆପଣ ମଧ୍ୟ ଏହି ଇମୋସନ ରେ ଭରପୁର ଦୃଶ୍ୟଟିକୁ ଦେଖନ୍ତୁ। ଆପଣଙ୍କୁ ଏହା ନିଶ୍ଚିତ ଭାବେ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।