ସବୁ ସମୟ ଖବର ସାଥିରେ

ଟ୍ରେନ crossing Pamban bridge… ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ… 96 Million ରୁ ଅଧିକ ଲୋକ ଦେଖି ସାରିଲେଣି… –

0 237

ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଯୋଡ଼ିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଆସିଥାଏ ,ତା ମଧ୍ୟରେ କେତେକ ଶିକ୍ଷଣୀୟ ହୋଇଥାଏ ତ କେତେକ ଭିଡିଓ ଆମକୁ ବହୁତ କଷ୍ଟ ଦେଇଥାଏ ତ ପୁଣି କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ତାହା ଆମର କମେଡ଼ି ଭିଡିଓ ସବୁ ଥାଏ ।କିନ୍ତୁ ଏହି ସୋସିଆଲ ମିଡ଼ିଆ ରେ ବେଳେ ବେଳେ ଏହିପରି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହା ଆପଣ କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥାଏ। ଆମେ ତାହାକୁ ବିଶ୍ୱାସ କରି ପାରି ନଥାଉ କି ଏହା କିପରି ସମ୍ଭବ ହୋଇଥାଏ ବୋଲି।

ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ତଥା ବିପଦ ସଂକୁଳ ରେଳ ବ୍ରିଜ ବିଷୟ ରେ ଜଣେଇବୁ ଯାହା ବିଷୟ ରେ ଜାଣିବା ପରେ ଭୟ ରେ ଆପଣ ଙ୍କର ଦେହ ଥରି ଉଠିବ ।ତେବେ ଏହି ରେଳୱେ ବ୍ରିଜ ର ଭିଡ଼ିଓ ଜଣେ ୟୁ ଟ୍ୟୁବର ନିଜ କ୍ୟାମେରା ରେ ରେକର୍ଡ କରିଥିଲେ ଆଉ ଏହାକୁ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଟି ବର୍ତ୍ତମାନ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି, ଆପଣ ମଧ୍ୟ ଏହି ରେଳ ପୋଲ ର ଭିଡ଼ିଓ ଟିକୁ ଦେଖିଲେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ବନ୍ଧୁଗଣ ଏହି ରେଳୱେ ବ୍ରିଜ ର ନାମ ହେଉଛି ପାମବନ ବ୍ରିଜ , ଯାହାକି ପାମବନ ନଦୀ ଉପରେ ନିର୍ମାଣ ହୋଇଛି। ତେବେ ଏହି ରେଳୱେ ବ୍ରିଚ କୁ ଦୁନିଆଁ ର ସବୁଠାରୁ ଖାତରନାକ ବ୍ରିଜ ବୋଲି କୁହାଯାଏ। ତେବେ ଏହି ବ୍ରିଜ ଟି ୧୯୨୯ ମସିହା ରେ ନିର୍ମାଣ କରାଯାଇଥିଲା , ଯଦି ଆପଣ ଏଥିରେ ଭୁବନେଶ୍ୱର ରୁ ରାମେଶ୍ୱରମ କୁ ଟ୍ରେନ ଯୋଗେ ଯାତ୍ରା କରନ୍ତି ତେବେ ରାସ୍ତା ରେ ଏହି ରେଳ ବ୍ରିଜ କୁ ଆପଣ ଦେଖିବାକୁ ପାଇବେ ।ତେବେ ଏହି ବ୍ରିଜ ଟି ପ୍ରାୟ ୧.୨ କିଲୋମିଟର ପର୍ଯ୍ୟନ୍ତ ରହିଛି।

ତେବେ ଏହି ପାମବନ ରେଲୱେ ବ୍ରିଜ କୁ ସବୁଠାରୁ ଖତରନାକ ବା ଭୟଙ୍କର କହିବା ର କାରଣ ଏହା ରହିଛି ଯେ, ଯେଉଁ ବ୍ରିଜ ଦେଇ ଯାତ୍ରୀ ବାହୀ ଟ୍ରେନ ଗତି କରୁଛି ସେହି ସମ୍ପୂର୍ଣ୍ଣ ପୋଲ ର ପାଖରେ ସୁରକ୍ଷା ପାଇଁ କୌଣସି ପାଚେରୀ କିମ୍ବା କଡା ସୁରକ୍ଷା ନାହିଁ। ଆଉ ଯଦି କୌଣସି କାରଣ ରୁ ବ୍ରିଜ ଉପରେ ଟ୍ରେନ ର ଦୁର୍ଘଟଣା ହୋଇଥାଏ ସେଠାରେ କାହାକୁ ବଞ୍ଚି ଫେରିବା ର ଆଶା ନଥାଏ ।

ତେବେ ଏହି ବ୍ରିଜ ଟିକୁ ଅତ୍ୟାଧୁନିକ ଟେକ୍ନୋଲୋଜି ଦ୍ବାରା ଗଠନ କରାଯାଇଛି ଆଉ ଯଦି କୌଣସି ବଡ଼ ଜାହାଜ ଏହି ରାସ୍ତା ଦେଇ ଯାଏ ତେବେ ବ୍ରିଜ ଟି ଆପେ ଆପେ ଉପରକୁ ଉଠିଯାଏ। ତେବେ ଏହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଆପଣ ଏହାକୁ ଥରେ ନିଶ୍ଚିତ ଦେଖନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।