ସବୁ ସମୟ ଖବର ସାଥିରେ

ତମ ଗୋଡ ତଳେ ପଡୁଛି ମୋତେ ମୋ ଧନ ଠାରୁ ମତେ ଅଲଗା କରନି…’ କାକୁତି ମିନତୀ ହୋଇ କାନ୍ଦୁଛି ପ୍ରେମିକ, ଫିଲ୍ମ ଷ୍ଟାଇଲରେ ଝିଅକୁ ଉଠେଇ ନେଇଗଲେ ଘର ଲୋକ ଆଉ ଝିଅ ସହିତ ଏମିତି କାମ କଲେ , ଦେଖିଲେ ପାଦତଳୁ ମାଟି ଖସିଯିବ …

0 19

କୁହା ଯାଇଥାଏ କି ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ। ପ୍ରେମ ଏକ ପବିତ୍ର ଭାବନାକୁ ବୁଝାଇଥାଏ। ପ୍ରେମରେ ନଥାଏ ବାଧା ବିଘ୍ନ କି ପ୍ରେମ୍ ଦେଖେନା ଧନୀ କି ଗରିବ ଜାତି କି ଅଜାତି। ଛୁଆଁ ଅଛୁଆଁ ମାନେନ ଏ ପ୍ରେମ୍। ଏମିତିକି ପ୍ରେମ ପାଇଁ ଏଠି ଲୋକେ ସବୁ ସମ୍ପର୍କକୁ ଚ୍ଛିନ୍ନ କରିବା ପାଇଁ ପଛାଇ ଯାଉ ନାହାଁନ୍ତି। କାରଣ ପ୍ରେମ ହେଉଛି ଅନ୍ଧ। କିନ୍ତୁ ଏବେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ସ୍ପଷ୍ଟ କରୁଛି କି ପ୍ରେମର ଏ ସବୁ ସଂଜ୍ଞା ମିଛ। ଏଠି ପ୍ରେମ ମିଛ ପ୍ରେମ୍ ପାପ ଆଉ ପ୍ରେମ୍ କରିଲେ ରାସ୍ତା ଉପରେ ଏମିତି ହଟହଟା ହେବାକୁ ପଡ଼ିଥାଏ। କାରଣ ଆମ ସମାଜରେ ପ୍ରେମକୁ ସିକୃତୀ ଦେଇ ପାରେନା। ପ୍ରେମକୁ ଆମ ସମାଜ ଘୃଣା ଦୃଷ୍ଟିରେ ଦେଖେ। ସେହି ଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଭଲ କରି ଦେଖି ନିଅନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ। ଏ ଦୃଶ୍ୟକୁ ଯିଏ କେହି ବି ଦେଖିବ ସିଏ ପ୍ରେମ କରିବା ଆଗରୁ ନିଶ୍ଚିତ ଭାବେ ଶହେ ଥର ଭାବିବ। କାରଣ ଏଠାରେ ପ୍ରେମ କରି ଏଭଳି ହଟହଟା ହୋଇଛନ୍ତି ପ୍ରେମୀ ଯୁଗଳ। ପ୍ରେମ୍ କରି ପ୍ରେମିକା ଧାଇଁ ଆସିଥିଲେ ପ୍ରେମିକ ଘରକୁ। କିନ୍ତୁ ପ୍ରେମିକା ଥିଲା ଉଚ୍ଚ ଜାତିର ଆଉ ପ୍ରେମିକ ଥିଲା ନୀଚ ଜାତିର। ଯାହାକୁ ସହଜରେ ଗ୍ରହଣ କରି ପାରିଲେ ନାହିଁ ଝିଅର ପରିବାର ଲୋକେ।ଆଉ ଏ ଖବର ଯେତେବେଳେ ପ୍ରେମିକାର ଘର ଲୋକଙ୍କ କାନରେ ପଡ଼ିଲା ସେତେବେଳେ ପରିବାର ଲୋକେ ନାଲି କାର୍ ନେଇ ଆସି ପହଁଚି ଗଲେ ପ୍ରେମିକର ଘର ଆଗରେ।
ଆଉ ଝିଅକୁ ପ୍ରେମିକର ଘରୁ ଘୋଷାରି ଘୋଷାରି ନେଇ କାର୍ ରେ ବସାଇ ଦେଲେ।ଏ ଦୃଶ୍ୟ ହେଉଛି ସେହି ସମୟର। ପୁରା ଫିଲ୍ମ୍ ଷ୍ଟାଇଲରେ କିଭଳି ଝିଅକୁ ଉଠାଇ ନେଉଛନ୍ତି ଟିକିଏ ଦେଖି ନିଅନ୍ତୁ। ଆଉ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ।ପୁରୀ ଜିଲ୍ଲାର ପିପିଲି ବ୍ଲକ ବାଲି ପୋଖରୀ ଅଞ୍ଚଳରେ ଘଟି ଯାଇଛି ଏହି ଦୃଶ୍ୟ। ଯେଉଁ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଉ ଏ ମୋବାଇଲ ରୁ ସେ ମୋବାଇଲକୁ ଘୂରି ବୁଲୁଛି।

ଆଉ ଯେଉଁ ଭିଡିଓ ପ୍ରେମର ସବୁ ସଜ୍ଞାକୁ ଭୁଲ ବୋଲି ପ୍ରମାଣିତ କରିଛି।ତେବେ ଆମ ସମାଜରେ ଜାତିକୁ ନେଇ ଏଭଳି ଶସ୍ତା ମାନସିକତା କଣ ପାଇଁ। ଜାତି ପାଇଁ ଆଜି ପୁଣି ଆଜି ବଳି ପଡ଼ି ଯାଇଛି ଏହି ଦୁଇ ପ୍ରେମୀ ଯୁଗଳଙ୍କ ପବିତ୍ର ପ୍ରେମ। ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।