ସବୁ ସମୟ ଖବର ସାଥିରେ

ତିର୍ତ୍ତୋଲ “MLA” ବିଜୟ ଶଙ୍କର ଦାସଙ୍କ ନାମରେ ପ୍ରେମିକା”GF” ଆଣିଲେ ସାଂଘାତିକ ଅଭିଯୋଗ, କହିଲେ କିଛି ଏମିତି ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

0 12

ବନ୍ଧୁଗଣ ଆପଣ ମାନେ ଭୁବନେଶ୍ୱର ର ବହୁ ଚର୍ଚ୍ଚିତ ବିଧାୟକ ଓ ଲୋ କଲେଜ ଛାତ୍ରୀ ଙ୍କର ଭିନ୍ନ ପ୍ରେମ -ପ୍ରତାରଣ ଓ ପରେ ବିବାହ ର ମାମଲା ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ। ତେବେ ଏହା ମଧ୍ୟ ଆପଣ ଜାଣିଥିବେ କି ବିଧାୟକ ଙ୍କର ସେହି ଯୁବତୀ ଙ୍କ ସହ ଫୋଟ ଓ କିଛି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ବିଧାୟକ ବିଜୟ ଶଙ୍କର ତ୍ରିପାଠୀ ତାଙ୍କୁ ବିବାହ କରିବାକୁ ହଁ କହିଥିଲେ। ମାତ୍ର ରେଜିଷ୍ଟ୍ରୀ ବିବାହ ପାଇଁ ଆବେଦନ ସରିବା ପରେ ମଧ୍ୟ ବିବାହ କରିବାକୁ ଆସି ନାହାନ୍ତି ବିଧାୟକ ଜଣଙ୍କ।

ତେବେ ଘଟଣା ଟି କିଛି ଏହିପରି ଥିଲା କି ଭୁବନେଶ୍ୱର ର ବିଜୟ ଶଙ୍କର ତ୍ରିପାଠୀ ନାମକ ଜଣେ ବିଧାୟକ ,ଭୁବନେଶ୍ୱର ର ଜଣେ ଲୋ କଲେଜ ର ଛାତ୍ରୀ ଙ୍କ ସହ ବିବାହ ର ପ୍ରସ୍ତାବ ପଡିଥିଲା ପରିବାର ପକ୍ଷରୁ।

ତେବେ ପରେ ଉଭୟ ଉଭୟ ଙ୍କ ସହ କଥାବାର୍ତ୍ତା କରି ଉଭୟ ଙ୍କୁ ଭଲ ପାଇଁ ବସିଲେ। ମାତ୍ର ପରେ ବିଧାୟକ ଜଣଙ୍କ ଯୁବତୀ ଙ୍କୁ ବିବାହ କରିବା ରୁ ବାରଣ କରି ଦେଇଥିଲେ। ତେବେ ଏ ନେଇ ଯୁବତୀ ଜଣଙ୍କ ବିଧାୟକ ଙ୍କର ଅଫିସ ଆଗରେ ଧାରଣା ଦେଇଥିଲେ ଆଉ ତାଙ୍କୁ ବିବାହ କରିବାର ଜିଦି କରିଥିଲେ।

ତେବେ ବିଧାୟକ ଜଣଙ୍କ ପ୍ରଥମେ ଏହାକୁ ବିରୋଧ କରୁଥିଲେ ମଧ୍ୟ ପରେ ସୋସିଆଲ ମିଡ଼ିଆ ରେ ଉଭୟ ବିଧାୟକ ଓ ସେହି ଯୁବତୀ ଙ୍କର କିଛି ରୋମାଣ୍ଟିକ ଫୋଟ ଭାଇରାଲ ହେବା ପରେ ସେ ତାଙ୍କୁ ବିବାହ କରିବା କୁ ରାଜି ହୋଇଥିଲେ। ତେବେ ଏହାକୁ ନେଇ ଉଭୟ ରେଜିଷ୍ଟ୍ରୀ ମ୍ୟାରେଜ ପାଇଁ ଆବେଦନ ମଧ୍ୟ କରି ସାରିଛନ୍ତି। କିନ୍ତୁ ଯେଉଁ ଦିନ ବିବାହ କରିବାର ଡେ ଥିଲା ସେଦିନ ବିଧାୟକ ଜଣଙ୍କ ବିବାହ ସ୍ଥାନରେ ଅନୁପସ୍ଥିତ ଥିଲେ।ଯାହାକୁ ନେଇ ଯୁବତୀ ଜଣଙ୍କ କହିଛନ୍ତି କି ସେ ତାଙ୍କ ଜୀବନ ସହ ଖେଳୁଛନ୍ତି ଏବଂ ତାଙ୍କର ବଡ଼ ଭାଇ ତାଙ୍କ ସହ ଖରାପ ବ୍ୟବହାର କରୁଛନ୍ତି।


ଅନ୍ୟ ପକ୍ଷରେ ବିଧାୟକ ଜଣଙ୍କ କହିଛନ୍ତି ଯେ , ରେଜିଷ୍ଟ୍ରୀ ମ୍ୟାରେଜ ପାଇଁ ଆବେଦନ କରିବା ର ତିନି ମାସ ମଧ୍ୟରେ ବିବାହ କରିବାର ନିୟମ ରହିଛି। ବର୍ତ୍ତମାନ ଆମ ହାତ ରେ ଆହୁରି ୬୦ ଦିନ ରହିଛି ।ତେବେ ମୁଁ ବୁଝି ପାରୁନି କାହିଁକି ସେହି ଯୁବତୀ ଜଣଙ୍କ ଏତେ ବ୍ୟସ୍ତ ଵ୍ୟଵର୍ତ ହୋଇଯାଉଛନ୍ତି ବୋଲି। ତେବେ ବିଧାୟକ ଙ୍କର ଏହି କଥାଏ କୌଣସି ଫରକ ପଡି ନାହିଁ ଯୁବତୀ ଙ୍କର ଉପରେ , ସେ ସେହିପରି ଦୋଷ ଦେଇ ଚାଲିଛନ୍ତି କି ବିଧାୟକ ତାଙ୍କୁ ଧକ୍କା ଦେବାକୁ ଯାଉଛନ୍ତି ବୋଲି। ତେବେ ଏହି ଘଟଣା ଟିକୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ଚାଲିଛି ଏବଂ ଲୋକମାନେ ଏହାର ଉଭୟ ପ୍ରକାରର ମତ ମଧ୍ୟ ରଖି ଥିବାର ଜଣା ପଡିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।