
ଦେଖନ୍ତୁ ଭିଡ଼ିଓ – ଠାକୁର ପୂଜା କରୁଥିବା ସମୟରେ ହଠାତ ଫୋଟ ପଛରୁ ନାଗ ସାପ ବାହାରି ମାରିଲା ଚୁଟ ଆଉ ତା’ ପରେ ସାପ କଲା ଏମିତି ଦେଖିଲେ ଗୋଡ ତଳୁ ମାଟି ଖସିଯିବ…
ସୋସିଆଲ ମିଡିଆରେ ବେଳେ ବେଳେ ଆମେ ଏ ଭଳି କିଛି ଦୃଶ୍ୟ ଦେଖିବାକୁ ପାଇଥାଉ ଯାହା ଖୁବ୍ ଇଣ୍ଟ୍ରେଷ୍ଟିଂ।ଆପଣ ମଧ୍ୟ ଏମିତି ଅନେକ ଭିଡିଓ ଦେଖିବାକୁ ପାଉଥିବେ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ମଧ୍ଯ ହେଇ ଯାଉଥିବେ।ତେବେ ଆପଣ ମାନେ ଅନେକ ସମୟ ରେ ସାପକୁ ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡିଓ ଗୁଡ଼ିକ ଦେଖିବାକୁ ପାଉଥିବେ ଏବଂ ସାପ ଉଦ୍ଧାରର ସମୟରେ ବହୁ ଭିଡ଼ିଓ ମଧ୍ୟ ଦେଖିବାକୁ ପାଉ ଥିବେ। ଯାହାକୁ ଦେଖିଲା ମାତ୍ରେ ଆପଣଙ୍କୁ ନିଶ୍ଚିତ ଭାବରେ ଭୟ ଲାଗୁଥିବ।
ତେବେ ବର୍ତ୍ତମାନ ସମୟରେ ଠିକ୍ ସେହି ଭଳି ଏକ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ କଲା ଭଳି ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ କୁ ଦେଖିଲେ ଆପଣ ବି ଚକିତ ହୋଇ ଯିବେ। ଏଠାରେ ଯେଉଁ ସାପଟି କୁ ଦେଖିବା ପାଇଁ ମିଳୁଛି ତାକୁ ଦେଖିଲା ମାତ୍ରେ ଆପଣଙ୍କ ଦେହ ଡରରେ ଶୀତେଇ ଉଠିବ। କାରଣ ଏହି ସାପଟି ଦେଖିବାକୁ ଯେମିତି ଭୟଙ୍କର ସେମିତି ବିଶାଳ କାୟ ମଧ୍ୟ। ସାପଟି ଏଭଳି ଭାବରେ ରାଗରେ ଗର୍ଜନ୍ କରୁଛି ଯାହା ସମସ୍ତଙ୍କୁ ଖୁବ୍ ଭୟଭୀତ କରିଛି।
ଦୁନିଆରେ ଯେତିକି ସରୀସୃପ ରହିଛନ୍ତି ସେଥି ମଧ୍ୟରୁ ସବୁଠୁ ଭୟଙ୍କର ସରୀସୃପ ଭାବେ ସାପ ଅନ୍ୟତମ। ତେବେ ଆପଣମାନେ ଜାଣିଥିବେ କି ସାପର ବିଷ ପଶୁ ପକ୍ଷୀ ଓ ମଣିଷ ପାଇଁ କେତେ ଘାତକ ହୋଇଥାଏ। ସାପ କାମୁଡିବା ମାତ୍ରେ ଜୀବନ ଚାଲି ଯିବାର ସମ୍ଭାବନା ବହୁତ୍ ଅଧିକ। ଯିଏ ଯେତେ ବି ସାହସୀ ମଣିଷ ହୋଇଥାଉ ନା କାହିଁକି ଅଚାନକ ସାପ ଟିଏ ଦେଖିଲେ ସିଏ ନିଶ୍ଚୟ ଭାବରେ ଭୟଭୀତ ହୋଇ ଯାଉଥିବେ। ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ। କାରଣ ସାପ ଯାହାକୁ ଦଂଶନ କରେ ତାର ବଞ୍ଚି ରହିବାର ଚାନ୍ସ ଖୁବ୍ କମ୍ ରହିଥାଏ।
ତେବେ ବର୍ତ୍ତମାନ ସମୟରେ ସାପ ଉଦ୍ଧାର ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କ ଘରର ଠାକୁର୍ ଘରେ ଏକ ବିରାଟ କାୟ ନାଗ ସାପଟି ପଶି ରହିଥିଲା ଯାହାକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ ପରିବାର ଲୋକ। ଆଉ ଏହାପରେ ସ୍ନେକ୍ ରେସ୍କ୍ୟୁ ବିଭାଗକୁ ଖବର ଦିଆ ଯାଇଥିଲା। ଏହାପାରେ ସ୍ନେକ୍ ରେସ୍କ୍ୟୁ ବିଭାଗର ଅଫିସର ଆସି ସାପଟିକୁ ଉଦ୍ଧାର କରିଛନ୍ତି। ଯେଉଁ ସମୟର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ସମୟର ଦୃଶ୍ୟ ଖୁବ୍ ଭାୟଭୀତ ରହିଥିଲା। ନାଗ ସାପଟି ରାଗରେ ଖୁବ୍ ଜୋର୍ ରେ ଗର୍ଜନ କରୁଥିଲା ଯାହା ସମସ୍ତଙ୍କୁ ଭୟଭିତ କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।