ସବୁ ସମୟ ଖବର ସାଥିରେ

ଆମ ତରଙ୍ଗ ଟିଭି ହିରୋଇନ୍ ମାନଙ୍କ ମଧ୍ୟରୁ କିଏ ଅଧିକ ଧନୀ ଅଟନ୍ତି …ଜାଣନ୍ତୁ ନଂ 3 ଜଣଙ୍କ ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ

0 65

ବାସ୍ତବରେ ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ସିନେମା ର କଳାକାର ମାନେ ତାଙ୍କର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେଥିପାଇଁ ଫ୍ୟାନ୍ ମାନେ ତାଙ୍କ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏହା ବ୍ୟତୀତ ସେମାନଙ୍କ ଜୀବନ ଶୈଳୀ ସାଧାରଣ ଲୋକଙ୍କ ଜୀବନ ଶୈଳୀ ଠାରୁ ଅଲଗା ହୋଇ ଥାଏ। ସେମାନେ ତାଙ୍କର କ୍ୟାରିୟର ଅଭିନୟ ଜଗତରୁ ଆରମ୍ଭ କରିଥାଏ ଏବଂ ସେହି ଅଭିନୟ କରି କରି ସେମାନଙ୍କ ଜୀବନ କେତେବେଳେ ବିତି ଯାଇଥାଏ, ସେମାନେ ଜାଣି ପାରନ୍ତି ନାହିଁ।

ସେମାନେ ସେମାନଙ୍କ ଅଭିନୟ ପାଇଁ ସେମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।କାରଣ ସେମାନେ ସେମାନଙ୍କ ର ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଇନଷ୍ଟାଗ୍ରାମ୍, ଫେସବୁକ ରେ ସେମାନଙ୍କ ର ଫ୍ୟାନ୍ ଙ୍କ ସହିତ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି। ଦର୍ଶକ ମାନେ ସେମାନଙ୍କ ର ଅଭିନୟ କୁ ବହୁତ ପସନ୍ଦ କରିଥାନ୍ତି ।

କିନ୍ତୁ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ଏକ ଭିନ୍ନ ଧରଣର ହୋଇଥାଏ ଏବଂ ଚର୍ଚ୍ଚା ର ବିଷୟ ପାଲଟି ଯାଇଥାଏ। ତାହା ମଧ୍ୟ ଆମକୁ ବହୁତ ଖୁସି ଦେଇଥାଏ। ତେବେ ଓଡ଼ିଆ ସିନେ ଜଗତରେ ଆପଣ ମାନେ ସମସ୍ତେ ହିରୋ ହିରୋଇନ୍ ମାନଙ୍କୁ ତ ନିଶ୍ଚିତ ରୂପେ ଜାଣିଥିବେ, ଆଉ ସେମାନେ ଜଣେ ଜଣେ ହେଉଛନ୍ତି ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଓଲିଉଡ଼ ଇଣ୍ଡଷ୍ଟ୍ରି ର । ଆପଣ ମାନେ ତାଙ୍କ ବିଷୟରେ ସମସ୍ତେ ଜାଣିଥିବେ। ସେମାନେ ଅନେକ ଓଡ଼ିଆ ଧାରାବାହିକ ରେ ମଧ୍ୟ କାମ କରିଛନ୍ତି।

ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ କି, ଧାରାବାହିକ ରେ କାମ କରୁଥିବା ହିରୋଇନ୍ ମାନେ ପ୍ରତି ଏପିସୋଡ୍ ପାଇଁ କେତେ ଟଙ୍କା ନେଇଥାନ୍ତି।

୧- ୧୦ ନମ୍ବର ରେ ଅଛନ୍ତି ସିନ୍ଦୂର ର ଅଧିକାର ସିରିଏଲ କାମ କରୁଥିବା ଉର୍ବି। ସେ ପ୍ରତି ଏପିସୋଡ୍ ପିଛା ୩ ରୁ ୪ ହଜାର ନେଇଥାନ୍ତି। ବର୍ତ୍ତମାନ ତାଙ୍କ ପାଖରେ ୨୫ ରୁ ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।

 

୨- ୯ ନମ୍ବର ରେ ଅଛନ୍ତି ତାରିଣୀ ଆଖିର ତାରା ର ତାରା। ସେ ପ୍ରତି ଏପିସୋଡ୍ ପିଛା ୪ ରୁ ୫ ହଜାର ଟଙ୍କା ନେଇଥାନ୍ତି। ବର୍ତ୍ତମାନ ତାଙ୍କ ପାଖରେ ୨୫ ରୁ ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି।

 

୩- ତାପରେ ଅଛନ୍ତି ଐଶ୍ଵର୍ଯ୍ୟା। ଯିଏକି ଝିଅ ଆମର ନୂଆ ବୋହୂ ସିରିଏଲରେ ପ୍ରତି ଏପିସୋଡ୍ ପିଛା ୬ ରୁ ୭ ହଜାର ଟଙ୍କା ନେଇଥାନ୍ତି। ବର୍ତ୍ତମାନ ତାଙ୍କର ସମ୍ପତ୍ତି ୩୦ ରୁ ୩୫ ଲକ୍ଷ।

୪- ତାପରେ ଅଛନ୍ତି ସିନ୍ଦୂର ର ଅଧିକାର ସିରିଏଲରେ କାମ କରୁଥିବା ଇତି ପ୍ରତି ଏପିସୋଡ୍ ପିଛା ୧୨ ରୁ ୧୫ ହଜାର ଟଙ୍କା ନେଇଥାନ୍ତି। ବର୍ତ୍ତମାନ ସୁଦ୍ଧା ୩୦ ରୁ ୩୬ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି।

୫- ପ୍ରଥମ ସ୍ଥାନରେ ଅଛନ୍ତି ମାୟା ସିରିଏଲରେ କାମ କରୁଥିବା ରୁଦ୍ରୀ। ସେ ପ୍ରତି ଏପିସୋଡ୍ ପିଛା ୧୮ ରୁ ୨୦ ହଜାର ଟଙ୍କା ନିଅନ୍ତି। ବର୍ତ୍ତମାନ ତାଙ୍କର ସମ୍ପତ୍ତି ୪୮ ରୁ ୫୦ ଲକ୍ଷ ଟଙ୍କା ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।