ସବୁ ସମୟ ଖବର ସାଥିରେ

ତାହା କଣ ଯାହା ଝିଅ ମାନେ ପ୍ରଥମ ଥର କଲେ ବହୁତ୍ କଷ୍ଟ ହୋଇଥାଏ ? କେବଳ ବୁଦ୍ଧିମାନ ହିଁ କହି ପାରିବେ,ଏହା ସହିତ ଆହୁରି ୨୦ଟି Gk Questions & Answers

0 17

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଓ ତାର ଉତ୍ତର। ଯାହା ଆପଣଙ୍କୁ କେଉଁ ନା କେଉଁ ଟେଷ୍ଟ କି ଇଣ୍ଟରଭ୍ୟୁରେ କ୍ୱାଲିଫାଇ କରିବା ପାଇଁ ବହୁତ୍ ସାହାଯ୍ୟ କରିବ। ତେବେ ଆସନ୍ତୁ ସେହି ଭଳି କିଛି ପ୍ରଶ୍ନ ଓ ତାର ଉତ୍ତର ଆଲୋଚନା କରିବା।
ପ୍ରଶ୍ନ ୧.ଅନେକ ଜାତିର ଉଦ୍ଭିଦ ଗୋଟିଏ ପ୍ରଜାତିର ହୋଇପାରେ, ସେପରି ଅନେକ ପ୍ରଜାତି ର ଉଦ୍ଭିଦ କୁ କିପରି ଗୋଟିଏ ଭାବରେ ଦର୍ଶା ଯାଇଥାଏ?
ଉତ୍ତର:- ଏହାର ଉତ୍ତର ହେଉଛି କୁଟୁମ୍ବ।ଅନେକ ପ୍ରଜାତି ର ଉଦ୍ଭିଦ କୁ ଗୋଟିଏ ଭାବରେ କୁଟୁମ୍ବରେ ଦର୍ଶା ଯାଇଥାଏ।
ପ୍ରଶ୍ନ ୨. ଉଦ୍ଭିଦ ମାନଙ୍କୁ ବଂଶ, ବଂଶକୁ କୁଟୁମ୍ବ, କୁଟୁମ୍ବକୁ ପ୍ରଜାତି ଏବଂ ପ୍ରଜାତିକୁ ଜାତିରେ କାହିଁକି ବିଭକ୍ତ କରା ଯାଇଛି?
ଉତ୍ତର:- ଏହାର ଉତ୍ତର ହେଉଛି ଉଦ୍ଭିଦକୁ ଠିକ୍ ଭାବରେ ଚିହ୍ନଟ କରିବା ପାଇଁ।
ପ୍ରଶ୍ନ ୩. ଯେଉଁ ମାନେ ପେଟେଇ ପେଟେଇ ଚାଲନ୍ତି ସେମାନଙ୍କୁ କଣ କୁହା ଯାଇଥାଏ।
ଉତ୍ତର:- ଯେଉଁ ମାନେ ପେଟେଇ ପେଟେଇ ଚାଲନ୍ତି ସେମାନଙ୍କୁ ସରୀସୃପ କୁହା ଯାଇଥାଏ।
ପ୍ରଶ୍ନ ୪. ଗୋଟିଏ ଜମିରେ ବର୍ଷରେ ଦୁଇ ବା ତିନୋଟି ଫସଲ ଗୋଟିଏ ପରେ ଗୋଟିଏ କରିବାକୁ କଣ କୁହା ଯାଇଥାଏ?
ଉତ୍ତର:- ମିଶ୍ରିତ ଚାଷ
ପ୍ରଶ୍ନ ୫. ସମୀପ ଦୃଷ୍ଟି ଦୋଷ ଦୂର କରିବା ପାଇଁ କେଉଁ ଚଷମା ବ୍ୟବହାର କରା ଯାଇଥାଏ?
ଉତ୍ତର:- ଅବତଳ
ପ୍ରଶ୍ନ ୬. ଦୂର ଦୃଷ୍ଟି ଦୋଷ ଦୂର କରିବା ପାଇଁ କେଉଁ ଲେନ୍ସର ଚଷମା ବ୍ୟବହାର କରା ଯାଇଥାଏ?
ଉତ୍ତର:- ଉତ୍ତଳ
ପ୍ରଶ୍ନ ୭. ବସ୍ତୁକୁ ଉତପ୍ତ କରିବା ପାଇଁ ଆବଶ୍ୟକ ତାପ ମାତ୍ରାର ପରିମାଣ କାହା ସହ ସମାନୁପାତି?
ଉତ୍ତର:- ବସ୍ତୁର ବସ୍ତୁତ୍ଵ
ପ୍ରଶ୍ନ ୮. ଯେଉଁ ତାପ ମାତ୍ରାରେ ଜଳ ଫୁଟି ବାଷ୍ପରେ ପରିଣତ ହୋଇ ଥାଏ ତାହାକୁ କଣ କହି ଥାନ୍ତି?
ଉତ୍ତର:- ସ୍ଫୁଟନାଙ୍କ
ପ୍ରଶ୍ନ ୯. ପଦାର୍ଥର ଅବସ୍ଥାରେ ପରିବର୍ତ୍ତନ ଘଟାଇ ବାକୁ ବ୍ୟବହୃତ ତାପକୁ କଣ କୁହା ଯାଇଥାଏ?
ଉତ୍ତର:- ଗୁପ୍ତ ତାପ
ପ୍ରଶ୍ନ ୧୦.୧୯୮୩ ମସିହାରେ ବିଶ୍ଵକପ ବିଜେତା କ୍ରିକେଟ ଦଳର ସଦସ୍ୟ ମାନଙ୍କ ମଧ୍ୟରୁ ଲୋକସଭା ସଦସ୍ୟ ହୋଇଥିବା ଏକମାତ୍ର ସଦସ୍ୟ କିଏ?
ଉତ୍ତର:-କୀର୍ତ୍ତୀ ଆଜାଦ୍

ପ୍ରଶ୍ନ ୧୧. ରାଷ୍ଟ୍ରପତି ପଦ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରସ୍ତାବକୁ ନିର୍ବାଚନ ମଣ୍ଡଳୀର ଅତି କମ୍ ରେ କେତେଜଣ ସଦସ୍ୟଙ୍କ ଦ୍ୱାରା ପ୍ରସ୍ତାବିତ କରିବା ଆବଶ୍ୟକ?
ଉତ୍ତର:- ୧୦ ଜଣ
ପ୍ରଶ୍ନ ୧୨. ଭାରତୀୟ ଜାତୀୟ ପତାକା ତିରଙ୍ଗାର ଜନ୍ମ କେବେ ହୋଇ ଥିଲା?
ଉତ୍ତର:-୨୨ ଜୁଲାଇ ୧୯୪୭
ପ୍ରଶ୍ନ ୧୩. ଭାରତର ପଶ୍ଚିମ ପ୍ରାଚୀର କହାକୁ କହନ୍ତି?
ଉତ୍ତର:- ହିନ୍ଦୁକୁଶ
ପ୍ରଶ୍ନ ୧୪. ତାହା କଣ ଯାହା ଝିଅ ମାନେ ପ୍ରଥମ ଥର କଲେ ବହୁତ୍ କଷ୍ଟ ହୋଇଥାଏ?
ଉତ୍ତର:- କାନ ଫୁଡ଼ିଲେ