
ias interview – ତାହା କଣ ଯାହା ଜଣେ ସ୍ତ୍ରୀ କେବଳ ତା ସ୍ୱାମୀକୁ ଦେଇଥାଏ? ଦମ ଅଛିତ ଉତର ଦିଅ..୧୦୦% ଫେଲ କଣ ଆପଣ ଜାଣିଛନ୍ତି ?
ଆଜି ଆମେ ଆପଣଙ୍କ ପାଇଁ କିଛି ଇଣ୍ଟ୍ରେଷ୍ଟିଂ ପ୍ରଶ୍ନ ଉତ୍ତର ନେଇ ଆସିଛୁ। ଯାହା ଆଗକୁ ଆପଣ କେଉଁ ନା କେଉଁ ଟେଷ୍ଟ କି ଇଣ୍ଟରଭ୍ୟୁରେ ଏହି ଭଳି ପ୍ରଶ୍ନର ସାମ୍ନା କରି ପାରନ୍ତି। ତେବେ ଏହି ସବୁ ପ୍ରଶ୍ନର ଆପଣ ନିହାତି ଜାଣିବା ଦରକାର। କାରଣ ଏହା ଆପଣଙ୍କୁ ଇଣ୍ଟରଭ୍ୟୁରେ କ୍ୱାଲିଫାଇ କରିବା ପାଇଁ ବହୁତ୍ ସାହାଯ୍ୟ କରିବ। ତେବେ ଆସନ୍ତୁ ସେହି ଭଳି କିଛି ପ୍ରଶ୍ନ ଓ ତାର ଉତ୍ତର ବାବଦରେ ଆଲୋଚନା କରିବା।
ପ୍ରଶ୍ନ ୧. ଏଗୁଡ଼ିକ ମଧ୍ୟରୁ ଜେଉଁ ଧାତୁ ଏକ କିଲୋ କିଣିବା ପାଇଁ ସବୁ ଠାରୁ କମ୍ ଟଙ୍କା ଖର୍ଚ୍ଚ କରିବାକୁ ପଡିବ?
(a) ସୁନା (b) ତମ୍ବା (c) ଆଲୁମିନିୟମ (d) ରୂପା
ଉତ୍ତର:-ଆଲୁମିନିୟମ
ପ୍ରଶ୍ନ ୨. ଭାରତର ଏଗୁଡ଼ିକ ମଧ୍ୟରୁ କେଉଁ ନମ୍ୱର ମଧ୍ୟରୁ ସବୁ ଠାରୁ କମ୍ ଅଙ୍କ ବ୍ୟବହାର କରା ଯାଇଛି?
(a) ମୋବାଇଲ ନମ୍ବର (b) ଆଧାର ନମ୍ବର
(c) ପିନ କୋଡ ନମ୍ବର (d) ପୋଲିସ ହେଲ୍ପ ଲାଇନ ନମ୍ବର
ଉତ୍ତର:-ପୋଲିସ ହେଲ୍ପ ଲାଇନ ନମ୍ବର
ପ୍ରଶ୍ନ ୩. ଏହି ସମସ୍ତ ଫଳ ଗୁଡ଼ିକ ମଧ୍ୟରୁ କେଉଁଟି ଏକ ପ୍ରକାର ଫଳ ନୁହେ?
(a) ତୋଟାପୁରୀ (b) ଦଶହରୀ (c) ବସରାଈ (d) ପୈରୀ
ଉତ୍ତର:- ବସରାଈ
ପ୍ରଶ୍ନ ୪. ମହାତ୍ମା ଗାନ୍ଧୀଙ୍କ ପାଳିତ ଛେଳିର ନାମ କଣ ରହି ଥିଲା, ଯାହାକୁ ସେ ତାଜା କ୍ଷୀର ପିଇବା ପାଇଁ ସବୁବେଳେ ସମସ୍ତ ସ୍ଥାନକୁ ସାଥିରେ ନେଇ ଯାଉଥିଲେ?
ଉତ୍ତର:- ନିର୍ମଳା
ପ୍ରଶ୍ନ ୫. ଏଗୁଡ଼ିକ ମଧ୍ୟରୁ କେଉଁ ଡାଟା ଷ୍ଟୋରେଜ ଡିଭାଇସ୍ ସର୍ବେ ପ୍ରଥମେ ବ୍ୟବହାର କରା ଯାଇଥିଲା?
(a) CD (b) DVD (c)Floppy disk (d) USB flash drive
ଉତ୍ତର:-Floppy disk
ପ୍ରଶ୍ନ ୬. ନିମ୍ନଲିଖିତ ନଦୀ ଏବଂ ସେହି ନଦୀ କୂଳରେ ଗଢ଼ି ଉଠିଥିବା ସହର ଯୋଡ଼ା ମଧ୍ୟରୁ କେଉଁଟି ଠିକ୍ ନୁହେଁ?
(a) ଲକ୍ଷ୍ନୌ- ଗଙ୍ଗା (b) କଟକ-ମହାନଦୀ
(c) ଗୁହାଟି- ବ୍ରହ୍ମପୁତ୍ର (d) ନାସିକ-ଗୋଦାବରୀ
ଉତ୍ତର:-ଲକ୍ଷ୍ନୌ- ଗଙ୍ଗା
ପ୍ରଶ୍ନ ୭. ଲୋକ କଥା ଅନୁସାରେ କେଉଁ ପଶୁର ପାଦ ଚାରିପାଖେ ତେଲ ଦେଖିବା ପରେ ଇଂଜିନିୟର ମାନେ ‘ ଦିଗବୋଇ ‘ ଠାରେ ତେଲ ସନ୍ଧାନ କରିଥିଲେ?
ଉତ୍ତର:- ହାତୀ
ପ୍ରଶ୍ନ ୮.୧୯୮୩ ମସିହାରେ ବିଶ୍ଵକପ ବିଜେତା କ୍ରିକେଟ ଦଳର ସଦସ୍ୟ ମାନଙ୍କ ମଧ୍ୟରୁ ଲୋକସଭା ସଦସ୍ୟ ହୋଇଥିବା ଏକମାତ୍ର ସଦସ୍ୟ କିଏ?
ଉତ୍ତର:- କୀର୍ତ୍ତୀ ଆଜାଦ୍
ପ୍ରଶ୍ନ ୯. ସ୍କନ୍ଦ ପୁରାଣରେ ଶୀର୍ଷକରେ ସ୍କନ୍ଦ କିଏ?
ଉତ୍ତର:-
ପ୍ରଶ୍ନ ୧୦.ତାହା କଣ ଯାହା ଜଣେ ସ୍ତ୍ରୀ କେବଳ ତା ସ୍ବାମୀକୁ ଦେଇଥାଏ?
ଉତ୍ତର:- ଛାଡପତ୍ରଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।